Jump to content

"ପ୍ରେମରେ ପ୍ରେମରେ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
No edit summary
୭ କ ଧାଡ଼ି: ୭ କ ଧାଡ଼ି:
| director = ସୁଧାଂଶୁ ମୋହନ ସାହୁ
| director = ସୁଧାଂଶୁ ମୋହନ ସାହୁ
| producer = ସୀତାରମ ଅଗ୍ର‌ୱାଲ
| producer = ସୀତାରମ ଅଗ୍ର‌ୱାଲ
| writer = (ସଂଳାପ): a
| writer = (ସଂଳାପ): ରଣଜିତ ପଟ୍ଟନାୟକ
| screenplay =
| screenplay = ରଣଜିତ ପଟ୍ଟନାୟକ
| story =
| story =
| based on =
| based on =
| narrator =
| narrator =
| starring = [[ଅରିନ୍ଦମ ରାୟ]], [[ଶୀତଲ ପାତ୍ର]], [[ହରିହର ମହାପାତ୍ର (ଅଭିନେତା)|ହରିହର ମହାପାତ୍ର]], ସାତ୍ୱକୀ ମିଶ୍ର, ଚାନ୍ଦିନୀ, ଅଞ୍ଜନା, ଇମିଲି
| starring = [[ଅରିନ୍ଦମ ରାୟ]], [[ଶୀତଲ ପାତ୍ର]], [[ହରିହର ମହାପାତ୍ର (ଅଭିନେତା)|ହରିହର ମହାପାତ୍ର]], ସାତ୍ୱକୀ ମିଶ୍ର, ଚାନ୍ଦିନୀ, ଅଞ୍ଜନା, ଇମିଲି
| music = ବିକାଶ ଦାସ<ref>{{cite news|first=Ardhendu|title=Premare Premare New Odia Film of Arindam and Seetal|url=http://www.newodisha.in/premare-premare-new-odia-film-arindam-seetal/|accessdate=23 July 2017|newspaper=New Odisha|date=10 April 2016}}</ref>
| music = ବିକାଶ ଦାସ
| cinematography =
| cinematography =
| editing =
| editing =
୨୬ କ ଧାଡ଼ି: ୨୬ କ ଧାଡ଼ି:
}}
}}


'''ପ୍ରେମରେ ପ୍ରେମରେ''', ୨୦୧୬ ମସିହାରେ ମୁକ୍ତିଲାଭ କରିଥିବା [[ଓଡ଼ିଆ ଭାଷା|ଓଡ଼ିଆ]] କଥାଚିତ୍ର । ଏହି କଥାଚିତ୍ରର ପ୍ରଯୋଜନା କରିଥିଲେ ସାର୍ଥକ ସିନେ ପ୍ରଡକ୍ସନର ମାଲିକ ସୀତାରମ ଅଗ୍ର‌ୱାଲ ଏବଂ ନିର୍ଦ୍ଦେଶନା ଦେଇଥିଲ ସୁଧାଂଶୁ ମୋହନ ସାହୁ । ବିକାଶ ଦାସ ଏହି ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ । ବାପୁ ଗୋସ୍ୱାମୀ ଏବଂ ମୋହିତ ଚକ୍ରବର୍ତ୍ତୀ ଚଳଚ୍ଚିତ୍ରର ଗୀତଗୁଡ଼ିକ ରଚନା କରିଥିଲେ । ସୌରିନ ଭଟ୍ଟ, ଆର୍. ଏସ୍. କୁମାର, ନିବେଦିତା, ଲଳିତ ଦିବ୍ୟା ପ୍ରମୁଖ ଚଳଚ୍ଚିତ୍ରରେ କଣ୍ଠଦାନ କରିଥିଲେ ।<ref name="Premare Premare">{{cite web|title=Premare Premare|url=http://www.odiamoviedatabase.com/2016/06/premare-premare.html|publisher=Odia Movie Database|accessdate=23 July 2017}}</ref>
'''ପ୍ରେମରେ ପ୍ରେମରେ''', ୨୦୧୬ ମସିହାରେ ମୁକ୍ତିଲାଭ କରିଥିବା [[ଓଡ଼ିଆ ଭାଷା|ଓଡ଼ିଆ]] କଥାଚିତ୍ର । ଏହି କଥାଚିତ୍ରର ପ୍ରଯୋଜନା କରିଥିଲେ ସାର୍ଥକ ସିନେ ପ୍ରଡକ୍ସନର ମାଲିକ ସୀତାରମ ଅଗ୍ର‌ୱାଲ ଏବଂ ନିର୍ଦ୍ଦେଶନା ଦେଇଥିଲ ସୁଧାଂଶୁ ମୋହନ ସାହୁ ।<ref>{{cite news|title=In This Rajo Sarthak Home Production Present's Odia Movie "Premare Premare"|url=http://enewsodia.com/sarthak-production-premare-premare/|accessdate=23 July 2017|newspaper=E News ଓଡ଼ିଆ|date=22 March 2016}}</ref> ବିକାଶ ଦାସ ଏହି ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ । ବାପୁ ଗୋସ୍ୱାମୀ ଏବଂ ମୋହିତ ଚକ୍ରବର୍ତ୍ତୀ ଚଳଚ୍ଚିତ୍ରର ଗୀତଗୁଡ଼ିକ ରଚନା କରିଥିଲେ । ସୌରିନ ଭଟ୍ଟ, ଆର୍. ଏସ୍. କୁମାର, ନିବେଦିତା, ଲଳିତ ଦିବ୍ୟା ପ୍ରମୁଖ ଚଳଚ୍ଚିତ୍ରରେ କଣ୍ଠଦାନ କରିଥିଲେ ।<ref name="Premare Premare">{{cite web|title=Premare Premare|url=http://www.odiamoviedatabase.com/2016/06/premare-premare.html|publisher=Odia Movie Database|accessdate=23 July 2017}}</ref>


ଏହି ଚଳଚ୍ଚିତ୍ରଟି ୨୦୧୬ ମସିହାରେ ରଜ ସମୟରେ ଜୁନ ୧୨ରେ ମୁକ୍ତିଲାଭ କରିଥିଲା । ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ନାୟକ [[ଅରିନ୍ଦମ ରାୟ|ଅରିନ୍ଦମ]] ଏବଂ ନାୟିକ [[ଶୀତଲ ପାତ୍ର|ଶୀତଲ]] । ଚଳଚ୍ଚିତ୍ରର ବିଭିନ୍ନ ସ‌ହକାରୀ ଭୂମିକାରେ ଅଭିନୟ କରିଥିଲେ [[ହରିହର ମହାପାତ୍ର (ଅଭିନେତା)|ହରିହର ମହାପାତ୍ର]], ସାତ୍ୱକୀ ମିଶ୍ର, ଚାନ୍ଦିନୀ, ଅଞ୍ଜନା, ଇମିଲି ।
ଏହି ଚଳଚ୍ଚିତ୍ରଟି ୨୦୧୬ ମସିହାରେ ରଜ ସମୟରେ ଜୁନ ୧୨ରେ ମୁକ୍ତିଲାଭ କରିଥିଲା । ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ନାୟକ [[ଅରିନ୍ଦମ ରାୟ|ଅରିନ୍ଦମ]] ଏବଂ ନାୟିକ [[ଶୀତଲ ପାତ୍ର|ଶୀତଲ]] ।<ref>{{cite news|title=“ପ୍ରେମରେ ପ୍ରେମରେ’ ପରେ ପୁଣି ଏକାଠି ନଜର ଆସିବେ ହ୍ୟାଣ୍ଡସମ ହଙ୍କ୍ ଅରିନ୍ଦମ ଓ ଚୁଲବୁଲି ଶୀତଲ|url=http://kanaknews.com/arindam-roy-and-seetal/|accessdate=23 July 2017|newspaper=ସମ୍ବାଦ|date=26 June 2016}}</ref> ଚଳଚ୍ଚିତ୍ରର ବିଭିନ୍ନ ସ‌ହକାରୀ ଭୂମିକାରେ ଅଭିନୟ କରିଥିଲେ [[ହରିହର ମହାପାତ୍ର (ଅଭିନେତା)|ହରିହର ମହାପାତ୍ର]], ସାତ୍ୱକୀ ମିଶ୍ର, ଚାନ୍ଦିନୀ, ଅଞ୍ଜନା, ଇମିଲି ।


==ଅଭିନୟ==
==ଅଭିନୟ==

୧୧:୧୬, ୨୩ ଜୁଲାଇ ୨୦୧୭ ଅନୁସାରେ କରାଯାଇଥିବା ବଦଳ

ପ୍ରେମରେ ପ୍ରେମରେ
ନିର୍ଦ୍ଦେଶକସୁଧାଂଶୁ ମୋହନ ସାହୁ
ପ୍ରଯୋଜକସୀତାରମ ଅଗ୍ର‌ୱାଲ
ସଂଳାପ(ସଂଳାପ): ରଣଜିତ ପଟ୍ଟନାୟକ
ଚିତ୍ରନାଟ୍ୟରଣଜିତ ପଟ୍ଟନାୟକ
କଳାକାରଅରିନ୍ଦମ ରାୟ, ଶୀତଲ ପାତ୍ର, ହରିହର ମହାପାତ୍ର, ସାତ୍ୱକୀ ମିଶ୍ର, ଚାନ୍ଦିନୀ, ଅଞ୍ଜନା, ଇମିଲି
ସଙ୍ଗୀତବିକାଶ ଦାସ[]
ମୁକ୍ତିଲାଭ ତାରିଖ
୧୨ ଜୁନ ୨୦୧୬
ଦେଶ ଭାରତ
ଭାଷାଓଡ଼ିଆ

ପ୍ରେମରେ ପ୍ରେମରେ, ୨୦୧୬ ମସିହାରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରର ପ୍ରଯୋଜନା କରିଥିଲେ ସାର୍ଥକ ସିନେ ପ୍ରଡକ୍ସନର ମାଲିକ ସୀତାରମ ଅଗ୍ର‌ୱାଲ ଏବଂ ନିର୍ଦ୍ଦେଶନା ଦେଇଥିଲ ସୁଧାଂଶୁ ମୋହନ ସାହୁ ।[] ବିକାଶ ଦାସ ଏହି ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ । ବାପୁ ଗୋସ୍ୱାମୀ ଏବଂ ମୋହିତ ଚକ୍ରବର୍ତ୍ତୀ ଚଳଚ୍ଚିତ୍ରର ଗୀତଗୁଡ଼ିକ ରଚନା କରିଥିଲେ । ସୌରିନ ଭଟ୍ଟ, ଆର୍. ଏସ୍. କୁମାର, ନିବେଦିତା, ଲଳିତ ଦିବ୍ୟା ପ୍ରମୁଖ ଚଳଚ୍ଚିତ୍ରରେ କଣ୍ଠଦାନ କରିଥିଲେ ।[]

ଏହି ଚଳଚ୍ଚିତ୍ରଟି ୨୦୧୬ ମସିହାରେ ରଜ ସମୟରେ ଜୁନ ୧୨ରେ ମୁକ୍ତିଲାଭ କରିଥିଲା । ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ନାୟକ ଅରିନ୍ଦମ ଏବଂ ନାୟିକ ଶୀତଲ[] ଚଳଚ୍ଚିତ୍ରର ବିଭିନ୍ନ ସ‌ହକାରୀ ଭୂମିକାରେ ଅଭିନୟ କରିଥିଲେ ହରିହର ମହାପାତ୍ର, ସାତ୍ୱକୀ ମିଶ୍ର, ଚାନ୍ଦିନୀ, ଅଞ୍ଜନା, ଇମିଲି ।

ଅଭିନୟ

କାହାଣୀ

ଗୀତ ଏବଂ ସଙ୍ଗୀତ

ବିକାଶ ଦାସ ଏହି ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ । ବାପୁ ଗୋସ୍ୱାମୀ ଏବଂ ମୋହିତ ଚକ୍ରବର୍ତ୍ତୀ ଚଳଚ୍ଚିତ୍ରର ଗୀତଗୁଡ଼ିକ ରଚନା କରିଥିଲେ । ସୌରିନ ଭଟ୍ଟ, ଆର୍. ଏସ୍. କୁମାର, ନିବେଦିତା, ଲଳିତ ଦିବ୍ୟା ପ୍ରମୁଖ ଚଳଚ୍ଚିତ୍ରରେ କଣ୍ଠଦାନ କରିଥିଲେ ।

ଗୀତ

କ୍ରମଗୀତକବିଗାୟକସମୟ
1."ପ୍ରେମରେ ପ୍ରେମରେ"ବାପୁ ଗୋସ୍ୱମାଈସୌରିନ ଭଟ୍ଟ, ନିବେଦିତା୦୪:୧୧
2."ମୋତ ଭୁଲି କେମିତି ରହିଚୁ ତୁ"ମୋହିତ ଚକ୍ରବର୍ତ୍ତୀନିବେଦିତା, ଲଳିତ୦୩:୧୫
3."ଆ ଥରେ ଆ"ବାପୁ ଗୋସ୍ୱାମୀଆର୍. ଏସ୍. କୁମାର୦୪:୦୭
4."ମୁଁ ରାଓଡ଼ି ରଙ୍ଗବତୀ"ବାପୁ ଗୋସ୍ୱାମୀଦିବ୍ୟା୦୩:୨୬
5."ଏମିତି ହୁଏ ପଡ଼ିଲେ ପ୍ରେମରେ"ବାପୁ ଗୋସ୍ୱାମୀସୌରିନ ଭଟ୍ଟ, ନିବେଦିତା୦୩:୫୫

ଆଧାର

  1. "Premare Premare New Odia Film of Arindam and Seetal". New Odisha. 10 April 2016. Retrieved 23 July 2017. {{cite news}}: |first= missing |last= (help)
  2. "In This Rajo Sarthak Home Production Present's Odia Movie "Premare Premare"". E News ଓଡ଼ିଆ. 22 March 2016. Retrieved 23 July 2017.
  3. "Premare Premare". Odia Movie Database. Retrieved 23 July 2017.
  4. ""ପ୍ରେମରେ ପ୍ରେମରେ' ପରେ ପୁଣି ଏକାଠି ନଜର ଆସିବେ ହ୍ୟାଣ୍ଡସମ ହଙ୍କ୍ ଅରିନ୍ଦମ ଓ ଚୁଲବୁଲି ଶୀତଲ". ସମ୍ବାଦ. 26 June 2016. Retrieved 23 July 2017.

ବାହାର ଆଧାର