Jump to content

"କଥାଦେଲି ମଥା ଛୁଇଁ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
"{{Infobox film | name = କଥାଦେଲି ମଥାଛୁଇଁ | image = | image size = | al..." ନାଆଁରେ ପୃଷ୍ଠାଟିଏ ତିଆରିକଲେ
(କିଛି ବଦଳିନାହିଁ)

୧୯:୧୯, ୨୮ ଫେବୃଆରୀ ୨୦୧୭ ଅନୁସାରେ କରାଯାଇଥିବା ବଦଳ

କଥାଦେଲି ମଥାଛୁଇଁ
ନିର୍ଦ୍ଦେଶକଶୈଳେନ୍ଦ୍ର
ପ୍ରଯୋଜକଶ୍ରୀଧର ମାର୍ଥା
ସଂଳାପ(ସଂଳାପ): ବାପୁ ଗୋସ୍ୱାମୀ
କାହାଣୀସବିତା ମାର୍ଥା
କଳାକାରଅଭିଶେକ ରଥ, ରିୟା ଦେ, ଅମନ, ପପୁ ପମ ପମ, ମିହିର ଦାସ, ପିଣ୍ଟୁ ନନ୍ଦ, ବିଜୟ ମହାନ୍ତି, ସଲିଲ ମିତ୍ର, ଚାନ୍ଦିନୀ
ସଙ୍ଗୀତପ୍ରେମ ଆନନ୍ଦ
ଚିତ୍ରଗ୍ରହଣଧୃବାନନ୍ଦ ପଣ୍ଡା
ଦେଶ ଭାରତ
ଭାଷାଓଡ଼ିଆ

କଥାଦେଲି ମଥାଛୁଇଁ ଓଡ଼ିଆ କଥାଚିତ୍ର । ଏହି ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ଶୈଳେନ୍ଦ୍ର ପରିଡ଼ା । ଚଳଚ୍ଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପ୍ରେମାନନ୍ଦ ଏବଂ ଗୀତ ରଚନା କରିଥିଲେ ଅରୁଣ ମନ୍ତ୍ରୀ ଏବଂ ସୁବ୍ରତ ସ୍ୱାଇଁ ।[]

ରିୟା ଦେ ନାୟିକା ଭୂମିକାରେ ଅଭିନୟ କରିଥିବା ବେଳେ ଅଭିଶେକ ରଥ ଏବଂ ଅମନ ଦୁଇଜଣ ସମାନ୍ତରଳ ନାୟକ ଥିଲେ । ଅଭିନୟ କରିଥିବା ଅନ୍ୟାନ୍ୟ ପ୍ରମୁଖ ଅଭିନେତା ଗଣ ହେଲେ, ପ‌ପୁ ପମ ପମ, ପିଣ୍ଟୁ ନନ୍ଦ, ବିଜୟ ମହାନ୍ତି, ମିହିର ଦାସ, ସଲିଲ ମିତ୍ର । ୧୦ ନଭେମ୍ବର ୨୦୧୬ରେ ଏହି ଚଳଚ୍ଚିତ୍ରର ମହୁରତ ଝାରପଡ଼ାର ଦୁର୍ଗାପୂଜା ମଣ୍ଡପରେ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଅଭିଶେକ, ରିୟା, ଅମନ, ପ୍ରେମାନନ୍ଦ ଆଦି ଯୋଗଦେଇଥିଲେ ।[]

ଅଭିନୟ

କଥାଦେଲି ମଥାଛୁଇଁ ଚଳଚ୍ଚିତ୍ରରେ ଅଭିନୟ କରିଥିବା ପ୍ରମୁଖ କଳାକାରମାନ ହେଲେ:

କାହାଣୀ

ପିତୃମାତୃହୀନ ଏକ ପିଲାକୁ ଛୋଟ ବେଳୁ ବଡ଼ କରି ତା'ର ଭଲ ଭବିଷ୍ୟତଟିଏ ଗଠନ କରିବାକୁ ଆଶା ରଖିଥିଲେ ତା'ର ଜେଜେ । ଏହିପରି ମୂଳ କାହାଣୀରେ ନିର୍ମିତ ହୋଇଥିଲା ଏହି ଚଳଚ୍ଚିତ୍ରଟି ।[]

ଗୀତ ଏବଂ ସଙ୍ଗୀତ

ଏହି ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶାନ ଦେଇଥିଲେ ପ୍ରେମ ଆନନ୍ଦ । ଅରୁଣ ମନ୍ତ୍ରୀ ଏବଂ ସୁବ୍ରତ ସ୍ୱାଇଁ ଚଳଚ୍ଚିତ୍ରର ଗୀତଗୁଡ଼ିକର ରଚନା କରିଥିଲେ ।

ଗୀତ

ଗୀତ ରଚନା କଣ୍ଠଦାନ
ଚାଖଣା
ତୋରି ହୃଦୟେ
ପବନ
ଏମିତି ଏଇ ସମୟ
କଥାଦେଲି ମଥାଛୁଇଁ କୁମାର ବାପି, ଅନନ୍ୟା ଶ୍ରୀତମ ନନ୍ଦ
ତମେ ବାହା ହେଇଛ ନା ବାଡ଼ୁଅ ଅଛ

ଆଧାର

  1. Jena, Manjit. "Katha Deli Matha Chhuin Odia Film Of Avishek And Riya Cast, Crew, Wallpapers, Songs And Videos". OdiaInfo.in. Retrieved 28 February 2017.
  2. "Mahurat of Odia movie "Katha Deli Matha Chhuin" held in city". ପ୍ରଗତିବାଦୀ. 10 November 2016. Retrieved 28 February 2017.
  3. "Riya is Very Happy with in her character in Katha Deli Matha Chhuin". E News ଓଡ଼ିଆ. 25 November 2016. Retrieved 28 February 2017.