ନରେନ୍ଦ୍ରପୁର

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ନରେନ୍ଦ୍ରପୁର
ଗ୍ରାମ
ରାଜ୍ୟଓଡ଼ିଶା
ଭାଷାଓଡ଼ିଆ, ଇଂରାଜୀ
Time zoneIST (+୫.୩୦)
ଡାକ କୋଡ଼
୭୫୪୨୩୯
Area code+୦୬୭୧
ଯାନବାହାନ ପଞ୍ଚୀକରଣOR/

ନରେନ୍ଦ୍ରପୁର ଓଡ଼ିଶାର କଟକ ଜିଲ୍ଲାରେ ଥିବା ଏକ ଗ୍ରାମ।[୧]

ଭୌଗଳିକ ଅବସ୍ଥିତି ଓ ଜଳବାୟୁ[ସମ୍ପାଦନା]

ଏହା କଟକଠାରୁ ପ୍ରାୟ ୪୫ କି.ମି. ଦୂରରେ ଅବସ୍ଥିତ । କଟକକେନ୍ଦ୍ରାପଡ଼ାକୁ ସଂଯୋଗ କରୁଥିବା ରାଜ୍ୟ ରାଜପଥ କଡ଼ରେ ଏହା ଅବସ୍ଥିତ । [୨]

ଦେବଦେବୀ ଓ ମନ୍ଦିର[ସମ୍ପାଦନା]

ଏହି ଗ୍ରାମରେ ଶିବମନ୍ଦିର ଅଛି ଯାହାକି ଚିତ୍ରୋପ୍ତଳା ନଦୀର ମଝିରେ ଅଛି ।

ସୁବିଧା ସୁଯୋଗ[ସମ୍ପାଦନା]

ଗୋଟିଏ ସରକାରୀ ଉଚ୍ଚବିଦ୍ୟାଳୟ, ଅନେକ ଗୁଡିଏ ଛୋଟ ବଡ଼ ଶିକ୍ଷାନୁଷ୍ଠାନ ଅଛି ।

ଜୀବନ ଜୀବିକା[ସମ୍ପାଦନା]

ଏଠାରେ ଅଧିକାଂଶ ଲୋକ ଚାଷ ଉପରେ ନିର୍ଭର କରନ୍ତି ।

ଆଧାର[ସମ୍ପାଦନା]

ବାହାର ଆଧାର[ସମ୍ପାଦନା]