ମା'ର ମମତା
ମା'ର ମମତା | |
---|---|
ନିର୍ଦ୍ଦେଶକ | ହିମାଂଶୁ ପରିଜା |
ପ୍ରଯୋଜକ | ପ୍ରଦ୍ୟୁମ୍ନ ଲେଙ୍କା |
ସଂଳାପ | ଚିନ୍ମୟ ଦାଶ ପଟ୍ଟନାୟକ |
ଚିତ୍ରନାଟ୍ୟ | ହିମାଂଶୁ ପରିଜା |
କଳାକାର | ଶ୍ରୀତମ ଦାସ ଅନୁ ଚୌଧୁରୀ ସୁକାନ୍ତ ରଥ ପ୍ରଦ୍ୟୁମ୍ନ ଲେଙ୍କା |
ସଙ୍ଗୀତ | ଗୁଡ୍ଲି ରଥ |
ଚିତ୍ରଗ୍ରହଣ | କାହ୍ନୁଚରଣ ନନ୍ଦ |
ସମ୍ପାଦକ | ରଞ୍ଜନ ଖଟେଇ |
ମୁକ୍ତିଲାଭ ତାରିଖ | ୨୨ ଅଗଷ୍ଟ ୨୦୨୧ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ମା'ର ମମତା, ୨୦୨୧ରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ପ୍ରଦ୍ୟୁମ୍ନ ଲେଙ୍କା । ଚିନ୍ମୟ ଦାଶ ପଟ୍ଟନାୟକ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ହିମାଂଶୁ ପରିଜା ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୧]
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅନୁ ଚୌଧୁରୀ ଓ ଶ୍ରୀତମ ଦାସ । ସୁକାନ୍ତ ରଥ, ପ୍ରଦ୍ୟୁମ୍ନ ଲେଙ୍କା, ସରସ୍ୱତୀ ଦେବୀ, ପ୍ରଭାତୀ ସାହୁ, କୈଳାଶ ପାଣିଗ୍ରାହୀ, ସୁଶିଳ ମିଶ୍ର, ମହାପ୍ରସାଦ କର, ଅମିତ, ସୁଶ୍ରୀ, ଅରବିନ୍ଦ, ଆଶିଷ, ପ୍ରିୟଙ୍କା, ଲିପ୍ସା, ରୋଜି, ସୀମା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟି ୨୦୨୧ ମସିହାର ଅଗଷ୍ଟ ୨୨ ତାରିଖରେ ଜୀ ସାର୍ଥକରେ ମୁକ୍ତିଲାଭ କରିଥିଲା ।[୨]
ଅଭିନୟ
[ସମ୍ପାଦନା]- ଶ୍ରୀତମ ଦାସ
- ଅନୁ ଚୌଧୁରୀ
- ସୁକାନ୍ତ ରଥ
- ପ୍ରଦ୍ୟୁମ୍ନ ଲେଙ୍କା
- ସରସ୍ୱତୀ ଦେବୀ
- ପ୍ରଭାତୀ ସାହୁ
- କୈଳାଶ ପାଣିଗ୍ରାହୀ
- ସୁଶିଳ ମିଶ୍ର
- ମହାପ୍ରସାଦ କର
- ଅମିତ
- ସୁଶ୍ରୀ
- ଅରବିନ୍ଦ
- ଆଶିଷ
- ପ୍ରିୟଙ୍କା
- ଲିପ୍ସା
- ରୋଜି
- ସୀମା
ଶିଶୁ କଳାକାର
[ସମ୍ପାଦନା]- ରିଷବ
- ତ୍ରିଷ୍ଣା
- ପୂଜା
- ଟିକିଲି
କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଗୁଡ୍ଲି ରଥ ।[୩] ଗୀତିକାର ସୂର୍ଯ୍ୟ ମହାପାତ୍ର ଏହି କଥାଚିତ୍ରଟିର ଗୀତିଗୁଡ଼ିକ ରଚନା କରିଥିଲେ । ସୁଧିଷ୍ଣା ବିନ୍ଧାଣୀ, ସୁଶାନ୍ତ ମିଶ୍ର, ଲିପ୍ସା ମହାପାତ୍ର, ଗୌରବ ଆନନ୍ଦ, ହ୍ୟୁମାନ ସାଗର, ଅନନ୍ୟା ଶ୍ରୀତମ ନନ୍ଦ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ଗୀତ
[ସମ୍ପାଦନା]କ୍ରମ | ଗୀତ | ସମୟ |
---|
ଆଧାର
[ସମ୍ପାଦନା]- ↑ Palit, Ashok (28 July 2021). "Odia film 'Maa ra Mamata' is all set to release soon". Odisha News Times. Archived from the original on 7 December 2021. Retrieved 7 December 2021.
- ↑ "Odia film released in 2021 complete List". Odia Live (in English). 9 February 2021. Archived from the original on 13 December 2021. Retrieved 13 December 2021.
{{cite news}}
: CS1 maint: unrecognized language (link) - ↑ "Ollywood Stars Anu & Sritam To Recreate Magic In 'Maa Ra Mamata'". Odisha Bytes. 1 August 2021. Archived from the original on 2 August 2021. Retrieved 7 December 2021.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ମା'ର ମମତା