ପାରୋ ହେଟ୍ସ୍ ଦେବଦାସ
ଦେଖଣା
ପାରୋ ହେଟ୍ସ୍ ଦେବଦାସ | |
---|---|
ନିର୍ଦ୍ଦେଶକ | ଅଶୋକ ପତି |
ପ୍ରଯୋଜକ | ରମେଶ ବାରିକ |
କଳାକାର | ବବି ମିଶ୍ର ପ୍ରିୟା ଚୌଧୁରୀ ମନସ୍ୱିନୀ ପତି ଶ୍ରୀଜିତ ମହାପାତ୍ର |
ସଙ୍ଗୀତ | ବୈଦ୍ୟନାଥ ଦାଶ |
ଚିତ୍ରଗ୍ରହଣ | ଆର୍ ଭଗତ ସିଂହ |
ସମ୍ପାଦକ | ରଞ୍ଜନ ଖଟେଇ |
ମୁକ୍ତିଲାଭ ତାରିଖ | ୨ ଘଣ୍ଟା ୮ ମିନିଟ୍ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ପାରୋ ହେଟ୍ସ୍ ଦେବଦାସ, ୨୦୨୧ ମସିହାରେ ଦୂରଦର୍ଶନରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧][୨] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ରମେଶ ବାରିକ ।[୩] ନିର୍ଦ୍ଦେଶକ ଅଶୋକ ପତି ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତକାର ବୈଦ୍ୟନାଥ ଦାଶ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ବବି ମିଶ୍ର, ପ୍ରିୟା ଚୌଧୁରୀ । ମନସ୍ୱିନୀ ପତି, ଶ୍ରୀଜିତ ମହାପାତ୍ର ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟିର ୨୦୨୧ ମସିହାର ଅଗଷ୍ଟ ମାସର ୨୯ ତାରିଖରେ ମୁକ୍ତିଲାଭ କରିଥିଲା ।[୪]
ଅଭିନୟ
[ସମ୍ପାଦନା]- ବବି ମିଶ୍ର
- ପ୍ରିୟା ଚୌଧୁରୀ
- ମନସ୍ୱିନୀ ପତି
- ଶ୍ରୀଜିତ ମହାପାତ୍ର
କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବୈଦ୍ୟନାଥ ଦାଶ । ଗୀତିକାର ନିର୍ମଳ ନାୟକ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ଅସୀମା ପଣ୍ଡା, ଗୌରବ ଆନନ୍ଦ, ହ୍ୟୁମାନ ସାଗର, ଲିପ୍ସା ମହାପାତ୍ର, ଅଭିଜିତ ମଜୁମଦାର ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ଗୀତ
[ସମ୍ପାଦନା]କ୍ରମ | ଗୀତ | କବି | ଗାୟକ | ସମୟ |
---|---|---|---|---|
1. | "ତୋ ପାଇଁ ଖୋଲା ମୋର ଦିଲ୍ ଦରବାଜା" | ନିର୍ମଳ ନାୟକ | ଗୌରବ ଆନନ୍ଦ, ଅସୀମା ପଣ୍ଡା | |
2. | "ୟୁ ଆର୍ ମାଇଁ ରାଇଟ୍ ଚଏସ୍ ବେବି" | ନିର୍ମଳ ନାୟକ | ହ୍ୟୁମାନ ସାଗର, ଲିପ୍ସା ମହାପାତ୍ର | |
3. | "ହେ ପ୍ରଭୁ ହେ ପ୍ରଭୁ ଇଏ କି ଲୀଳା" | ନିର୍ମଳ ନାୟକ | ଲିପ୍ସା ମହାପାତ୍ର, ଅଭିଜିତ ମଜୁମଦାର |
ଆଧାର
[ସମ୍ପାଦନା]- ↑ "ରିଲିଜ୍ ଅପେକ୍ଷାରେ ୪୦ରୁ ଅଧିକ ଓଡ଼ିଆ ସିନେମା: ଜାନୁଆରୀ ୮ରେ ଖୋଲିବ ସଙ୍ଗମ ମଲ୍ଟିପ୍ଲେକ୍ସ, ସିଙ୍ଗଲ୍ ହଲ୍ ଖୋଲିବା ସମ୍ଭାବନା କମ୍". Prameya. କଟକ: prameya.com. 4 January 2021. Archived from the original on 2 December 2021. Retrieved 2 December 2021.
- ↑ "ରିଲିଜ୍ ଅପେକ୍ଷାରେ ୪୦ରୁ ଅଧିକ ଓଡ଼ିଆ ସିନେମା: ଜାନୁଆରୀ ୮ରେ ଖୋଲିବ ସଙ୍ଗମ ମଲ୍ଟ". ପ୍ରେମେୟ. କଟକ: Dailyhunt. 4 January 2021. Retrieved 2 December 2021.
- ↑ "ଏହି ଲୋକପ୍ରିୟ ପ୍ରଯୋଜକଙ୍କର ନିର୍ଦ୍ଦେଶକ ହେବାର ଥିଲା ସ୍ୱପ୍ନ | Sambad". ସମ୍ବାଦ. sambad.in. 12 November 2021. Archived from the original on 16 December 2021. Retrieved 16 December 2021.
{{cite news}}
:|archive-date=
/|archive-url=
timestamp mismatch; 14 ନଭେମ୍ବର 2021 suggested (help) - ↑ "ପୂଜା ବଜାରରେ ୬ ଓଡ଼ିଆ ଫିଲ୍ମ, ଚ୍ୟାନେଲ୍ ଓ ଓଟିଟିମୁହାଁ ପ୍ରଯୋଜକ | Sambad". ସମ୍ବାଦ. sambad.in. 27 September 2020. Archived from the original on 16 December 2021. Retrieved 16 December 2021.
{{cite news}}
:|archive-date=
/|archive-url=
timestamp mismatch; 8 ନଭେମ୍ବର 2020 suggested (help)
ବାହାର ଆଧାର
[ସମ୍ପାଦନା]- ତରଙ୍ଗ ପ୍ଲସ୍ରେ ପାରୋ ହେଟ୍ସ୍ ଦେବଦାସ
- ଇଣ୍ଟରନେଟ ମୁଭି ଡାଟାବେସରେ ପାରୋ ହେଟ୍ସ୍ ଦେବଦାସ