ଏଇ ରାକ୍ଷୀ ତୋ' ରକ୍ଷା କବଚ
ଏଇ ରାକ୍ଷୀ ତୋ' ରକ୍ଷା କବଚ | |
---|---|
ନିର୍ଦ୍ଦେଶକ | ସଞ୍ଜୟ ନାୟକ |
ପ୍ରଯୋଜକ | କ୍ଷିରୋଦ ପଟ୍ଟନାୟକ ଲିପ୍ସା ମିଶ୍ର |
କଳାକାର | ରିଶି ରାଜଦୀପ ବିକ୍ରମ ଅନନ୍ୟା ସୋନାକ୍ଷୀ |
ସଙ୍ଗୀତ | ବୈଦ୍ୟନାଥ ଦାଶ |
ଚିତ୍ରଗ୍ରହଣ | ଏସ୍. ରଞ୍ଜନ |
ସମ୍ପାଦକ | ରଞ୍ଜନ ଖଟେଇ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଏଇ ରାକ୍ଷୀ ତୋ' ରକ୍ଷା କବଚ ୨୦୨୨ ମସିହାରେ ଦୂରଦର୍ଶନରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଅଭିନେତ୍ରୀ ଲିପ୍ସା ମିଶ୍ର ଓ କ୍ଷୀରୋଦ ପଟ୍ଟନାୟକ ।[୧] ସଞ୍ଜୟ ନାୟକ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୨] ସଙ୍ଗୀତକାର ବୈଦ୍ୟନାଥ ଦାଶ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ରିଶି ଓ ଅନନ୍ୟା । ରାଜଦୀପ, ବିକ୍ରମ, ସୋନାକ୍ଷୀ, ସ୍ୱରାଜ ପତି ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟିର ୨୦୨୨ ମସିହାର ଅଗଷ୍ଟ ୨୧ ତାରିଖରେ ଜୀ ସାର୍ଥକରେ ମୁକ୍ତିଲାଭ କରିଥିଲା ।[୨][୩]
ଅଭିନୟ
[ସମ୍ପାଦନା]- ପ୍ରଦୀପ କୁମାର ସାହୁ (ରିସି)
- ରାଜଦୀପ
- ବିକ୍ରମ ମହାନ୍ତି
- ଅନନ୍ୟା
- ସୋନାକ୍ଷୀ
- ସ୍ୱରାଜ ପତି
କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବୈଦ୍ୟନାଥ ଦାଶ ।[୪] ନିହାରି ପ୍ରିୟଶିଷ ଓ ଶୁଭ ଦାସ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ ।[୨] କୁମାର ବାପି, ଅନ୍ତରା ଚକ୍ରବର୍ତ୍ତୀ, ହ୍ୟୁମାନ ସାଗର, ନେହା ନିହାରିକା, ଶୀତଲ କବି, ଶୁଭାଶିଷ ସାହୁ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।[୫]
ଗୀତ
[ସମ୍ପାଦନା]କ୍ରମ | ଗୀତ | ଗାୟକ | ସମୟ |
---|---|---|---|
1. | "ଏଇ ରାକ୍ଷୀ ତୋ' ରକ୍ଷା କବଚ" | କୁମାର ବାପି, ଅନ୍ତରା ଚକ୍ରବର୍ତ୍ତୀ | |
2. | "ପ୍ରେମର ଆସର" | ହ୍ୟୁମାନ ସାଗର, ନେହା ନିହାରିକା |
ଆଧାର
[ସମ୍ପାଦନା]- ↑ "ଜି ସାର୍ଥକରେ 'ଏଇ ରାକ୍ଷୀ ତୋ ରକ୍ଷା କବଚ' ୨୧ରେ". ସମ୍ବାଦ. ଭୁବନେଶ୍ୱର: sambad.in. 13 August 2022. Archived from the original on 6 December 2022. Retrieved 6 December 2022.
- ↑ ୨.୦ ୨.୧ ୨.୨ "Ei Rakhi To Raksha Kabacha to be aired on Zee Sarthak Aug 21". OrissaPOST (in English). No. Sunday Post. 14 August 2022. Archived from the original on 6 December 2022. Retrieved 6 December 2022.
{{cite news}}
: CS1 maint: unrecognized language (link) - ↑ "ନୂଆ ଓଡ଼ିଆ ଚଳଚ୍ଚିତ୍ର 'ଫେରି ଆସୁଥିବି କୋଳକୁ ତୋର'". ସମ୍ବାଦ. sambad.in. 11 September 2021. Archived from the original on 13 December 2022. Retrieved 13 December 2022.
- ↑ "ଜୀ ସାର୍ଥକର ନୂଆ ସିନେମା, ଖୁବ ଶୀଘ୍ର ପରଦାକୁ ଆସିବ 'ଏଇ ରାକ୍ଷୀ ତୋ ରକ୍ଷା କବଚ'". Prameya News7. ଭୁବନେଶ୍ୱର. 11 August 2022. Archived from the original on 6 December 2022. Retrieved 6 December 2022.
- ↑ "ରାକ୍ଷୀକୁ ନେଇ ଆସୁଛି ନୂଆ ଓଡ଼ିଆ ସିନେମା; ଏଇ ରାକ୍ଷୀ ତୋ ରକ୍ଷା କବଚ". News18 Odia. ଭୁବନେଶ୍ୱର. 11 August 2022. Archived from the original on 6 December 2022. Retrieved 6 December 2022.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଏଇ ରାକ୍ଷୀ ତୋ' ରକ୍ଷା କବଚ