ଆରଣ୍ୟକ (ଓଡ଼ିଆ କଥାଚିତ୍ର)
ଦେଖଣା
ଆରଣ୍ୟକ | |
---|---|
ନିର୍ଦ୍ଦେଶକ | ଅପୂର୍ବ କିଶୋର ବୀର |
ପ୍ରଯୋଜକ | ଦୂରଦର୍ଶନ |
ସଂଳାପ | ସୁପବିତ୍ର ବାବୁଲ |
କାହାଣୀ | ମନୋଜ ଦାସ |
ମୂଳ ଆଧାର | ଆରଣ୍ୟକ ପୁସ୍ତକ |
କଳାକାର | ମୋହନ ଗୋଖାଲେ ଯାଜ୍ଞସେନୀ ଜେନା ସଞ୍ଜନା କପୁର ପ୍ରୀତିକୃଷ୍ଣ ମହାନ୍ତି ସୁବ୍ରତ ମହାପାତ୍ର ଅଜୟ ନାଥ ନବନୀ ପରିହାର ଶରତ ପୂଜାରୀ ଲଲାଟେନ୍ଦୁ ରଥ ସୁନୀଲ ସିଂହ |
ସଙ୍ଗୀତ | ବାସୁଦେବ ଜୟପୁରବାଲା |
ମୁକ୍ତିଲାଭ ତାରିଖ | ୧୯୯୪ |
କଥାଚିତ୍ରର ସମୟ | ୯୦ ମିନିଟ୍ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଆରଣ୍ୟକ, ୧୯୯୪ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ଗାଳ୍ପିକ ମନୋଜ ଦାସଙ୍କର ଗଳ୍ପ "ଆରଣ୍ୟକ" ଉପରେ ନିର୍ମାଣ କରାଯାଇଥିଲା ।[୧] ଏହି ଗଳ୍ପର ପ୍ରଥମ ପ୍ରକାଶନ ୧୯୬୦ରେ ହୋଇଥିଲା ।[୨] ସୁପବିତ୍ର ବାବୁଲ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ଅପୂର୍ବ କିଶୋର ବୀର ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୩] ଏହି ଚଳଚ୍ଚିତ୍ରଟିର ଜାତୀୟ ସ୍ତରରେ ଉଚ୍ଚ ପ୍ରଶଂସିତ ହୋଇଥିଲା ।[୪][୫]
ମୋହନ ଗୋଖାଲେ, ଯାଜ୍ଞସେନୀ ଜେନା, ସଞ୍ଜନା କପୁର, ପ୍ରୀତିକୃଷ୍ଣ ମହାନ୍ତି, ସୁବ୍ରତ ମହାପାତ୍ର, ଅଜୟ ନାଥ, ନବନୀ ପରିହାର, ଶରତ ପୂଜାରୀ, ଲଲାଟେନ୍ଦୁ ରଥ, ସୁନୀଲ ସିଂହ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଅଭିନୟ
[ସମ୍ପାଦନା]- ମୋହନ ଗୋଖାଲେ
- ଯାଜ୍ଞସେନୀ ଜେନା
- ସଞ୍ଜନା କପୁର
- ପ୍ରୀତିକୃଷ୍ଣ ମହାନ୍ତି
- ସୁବ୍ରତ ମହାପାତ୍ର
- ଅଜୟ ନାଥ
- ନବନୀ ପରିହାର
- ଶରତ ପୂଜାରୀ
- ଲଲାଟେନ୍ଦୁ ରଥ
- ସୁନୀଲ ସିଂହ
ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବାସୁଦେବ ଜୟପୁରବାଲା ।
ଆଧାର
[ସମ୍ପାଦନା]- ↑ http://sahitya-akademi.gov.in/sahitya-akademi/library/meettheauthor/manoj_das.pdf
- ↑ P. Raja (1 January 1993). Many Worlds of Manoj Das. B.R. Publishing Corporation. ISBN 978-81-7018-761-5.
- ↑ India Today. Thomson Living Media India Limited. 1995.
- ↑ ହାଲି, ଦିଲୀପ (1 August 2006). "୭୦ ବର୍ଷର ଓଡ଼ିଆ ଚଳଚ୍ଚିତ୍ରର ଏକ ପର୍ଯ୍ୟାଲୋଚନା" (PDF). ଉତ୍କଳ ପ୍ରସଙ୍ଗ. Archived from the original (PDF) on 27 March 2020. Retrieved 28 August 2018.
- ↑ ହାଲି, ଦିଲୀପ (1 January 2008). "ଓଡ଼ିଆ ଚଳଚ୍ଚିତ୍ରର ଭବିଷ୍ୟତ" (PDF). ଉତ୍କଳ ପ୍ରସଙ୍ଗ. Archived from the original (PDF) on 26 March 2020. Retrieved 28 August 2018.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଆରଣ୍ୟକ