ଆରଣ୍ୟକ (ଓଡ଼ିଆ କଥାଚିତ୍ର)

ଉଇକିପିଡ଼ିଆ‌ରୁ
ଆରଣ୍ୟକ
ନିର୍ଦ୍ଦେଶକଅପୂର୍ବ କିଶୋର ବୀର
ପ୍ରଯୋଜକଦୂରଦର୍ଶନ
ସଂଳାପସୁପବିତ୍ର ବାବୁଲ
କାହାଣୀମନୋଜ ଦାସ
ମୂଳ ଆଧାରଆରଣ୍ୟକ ପୁସ୍ତକ
କଳାକାରମୋହନ ଗୋଖାଲେ
ଯାଜ୍ଞସେନୀ ଜେନା
ସଞ୍ଜନା କପୁର
ପ୍ରୀତିକୃଷ୍ଣ ମହାନ୍ତି
ସୁବ୍ରତ ମହାପାତ୍ର
ଅଜୟ ନାଥ
ନବନୀ ପରିହାର
ଶରତ ପୂଜାରୀ
ଲ‌ଲାଟେନ୍ଦୁ ରଥ
ସୁନୀଲ ସିଂହ
ସଙ୍ଗୀତବାସୁଦେବ ଜୟପୁରବାଲା
ମୁକ୍ତିଲାଭ ତାରିଖ
୧୯୯୪
କଥାଚିତ୍ରର ସମୟ
୯୦ ମିନିଟ୍
ଦେଶ ଭାରତ
ଭାଷାଓଡ଼ିଆ

ଆରଣ୍ୟକ, ୧୯୯୪ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ଗାଳ୍ପିକ ମନୋଜ ଦାସଙ୍କର ଗଳ୍ପ "ଆରଣ୍ୟକ" ଉପରେ ନିର୍ମାଣ କରାଯାଇଥିଲା ।[୧] ଏହି ଗଳ୍ପର ପ୍ରଥମ ପ୍ରକାଶନ ୧୯୬୦ରେ ହୋଇଥିଲା ।[୨] ସୁପବିତ୍ର ବାବୁଲ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ଅପୂର୍ବ କିଶୋର ବୀର ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୩] ଏହି ଚଳଚ୍ଚିତ୍ରଟିର ଜାତୀୟ ସ୍ତରରେ ଉଚ୍ଚ ପ୍ରଶଂସିତ ହୋଇଥିଲା ।[୪][୫]

ମୋହନ ଗୋଖାଲେ, ଯାଜ୍ଞସେନୀ ଜେନା, ସଞ୍ଜନା କପୁର, ପ୍ରୀତିକୃଷ୍ଣ ମହାନ୍ତି, ସୁବ୍ରତ ମହାପାତ୍ର, ଅଜୟ ନାଥ, ନବନୀ ପରିହାର, ଶରତ ପୂଜାରୀ, ଲ‌ଲାଟେନ୍ଦୁ ରଥ, ସୁନୀଲ ସିଂହ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ[ସମ୍ପାଦନା]

  • ମୋହନ ଗୋଖାଲେ
  • ଯାଜ୍ଞସେନୀ ଜେନା
  • ସଞ୍ଜନା କପୁର
  • ପ୍ରୀତିକୃଷ୍ଣ ମହାନ୍ତି
  • ସୁବ୍ରତ ମହାପାତ୍ର
  • ଅଜୟ ନାଥ
  • ନବନୀ ପରିହାର
  • ଶରତ ପୂଜାରୀ
  • ଲ‌ଲାଟେନ୍ଦୁ ରଥ
  • ସୁନୀଲ ସିଂହ

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବାସୁଦେବ ଜୟପୁରବାଲା ।

ଆଧାର[ସମ୍ପାଦନା]

  1. http://sahitya-akademi.gov.in/sahitya-akademi/library/meettheauthor/manoj_das.pdf
  2. P. Raja (1 January 1993). Many Worlds of Manoj Das. B.R. Publishing Corporation. ISBN 978-81-7018-761-5.
  3. India Today. Thomson Living Media India Limited. 1995.
  4. ହାଲି, ଦିଲୀପ (1 August 2006). "୭୦ ବର୍ଷର ଓଡ଼ିଆ ଚଳଚ୍ଚିତ୍ରର ଏକ ପର୍ଯ୍ୟାଲୋଚନା" (PDF). ଉତ୍କଳ ପ୍ରସଙ୍ଗ. Retrieved 28 August 2018.
  5. ହାଲି, ଦିଲୀପ (1 January 2008). "ଓଡ଼ିଆ ଚଳଚ୍ଚିତ୍ରର ଭବିଷ୍ୟତ" (PDF). ଉତ୍କଳ ପ୍ରସଙ୍ଗ. Retrieved 28 August 2018.

ବାହାର ଆଧାର[ସମ୍ପାଦନା]