ଟିକେ ଅନାଡ଼ି ପୂରା ଖିଲାଡ଼ି
ଟିକେ ଅନାଡ଼ି ପୂରା ଖିଲାଡ଼ି | |
---|---|
ନିର୍ଦ୍ଦେଶକ | ଲୋକନାଥ ବାରିକ |
ପ୍ରଯୋଜକ | ରବିନ୍ ନନ୍ଦ |
ସଂଳାପ | ଅଜୟ ସାମଲ |
ଚିତ୍ରନାଟ୍ୟ | ଲୋକନାଥ ବାରିକ |
କାହାଣୀ | ଲୋକନାଥ ବାରିକ |
କଳାକାର | କରନ୍, ଇପ୍ସିତା, ବବ୍ଲି, ରବିନ୍ ନନ୍ଦ, ବିଜୟ ମହାନ୍ତି, ଜୟୀରାମ ସାମଲ, ତନ୍ଦ୍ରା ରାୟ, ମିହିର ଦାସ |
ସଙ୍ଗୀତ | ଅଗ୍ନିରାଜ କିଶୋର |
ମୁକ୍ତିଲାଭ ତାରିଖ | ୨୪ ନଭେମ୍ବର ୨୦୧୭[୧] |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଟିକେ ଅନାଡ଼ି ପୂରା ଖିଲାଡ଼ି, ୨୦୧୭ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ।[୨][୩] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ରବିନ୍ ନନ୍ଦ ।[୪][୫] ଅଜୟ ସାମଲ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ଲୋକନାଥ ବାରିକ ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୧] ସଙ୍ଗୀତ ନିର୍ଦ୍ଦେଶକ ଅଗ୍ନିରାଜ କିଶୋର ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।[୬]
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ କରନ୍ ।[୭] ଏହି ଚଳଚ୍ଚିତ୍ରଟିରେ ୩ ଜଣ ନାୟିକା ଅଭିନୟ କରିଥିଲେ । ଏହି ତିନିଜଣ ନାୟିକା ହେଲେ ବବ୍ଲି, ସଞ୍ଜନା ଏବଂ ଇପ୍ସିତା ।[୮] ମିହିର ଦାସ, ରବିନ୍ ନନ୍ଦ, ବିଜୟ ମହାନ୍ତି, ତନ୍ଦ୍ରା ରାୟ, ଅସୀତ ପତି, ଜୟୀରାମ ସାମଲ ଆଦି କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ ।[୬]
ଅଭିନୟ
[ସମ୍ପାଦନା]- କରଣ ସିଂହ ରାୟ[୯][୪]
- ବବ୍ଲି[୫]
- ସଞ୍ଜନା
- ଇପ୍ସିତା
- ମିହିର ଦାସ
- ରବିନ୍ ନନ୍ଦ
- ବିଜୟ ମହାନ୍ତି
- ତନ୍ଦ୍ରା ରାୟ
- ଅସୀତ ପତି
- ଜୟୀରାମ ସାମଲ[୧୦]
କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଗ୍ନିରାଜ ।[୧] ନିର୍ମଳ ନାୟକ, ଅରୁଣ ମନ୍ତ୍ରୀ, ଯତିନ୍ଦ୍ର ପ୍ରଧାନ, ଜୟନ୍ତ ଦାସ, ସୁମିତ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ । ସତ୍ୟଜିତ, ଅଙ୍କିତ, ହ୍ୟୁମାନ ସାଗର, ଅନ୍ତରା, ପଦ୍ମିନୀ, ସୋନାଲିକା, କୁମାର ବାପି, ନନ୍ଦିତା, ତାରିକ୍ ଅଜିଜ୍, ପମି, ଅସୀମା ପଣ୍ଡା, ନଭ୍ୟା ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।[୯]
ଗୀତ
[ସମ୍ପାଦନା]କ୍ରମ | ଗୀତ | ଗାୟକ | ସମୟ |
---|---|---|---|
1. | "ଛନ ଛନ" | ତାରିକ୍ ଅଜିଜ୍, ପମି | |
2. | "ଡବଲ୍ ପପି" | ସଞ୍ଜୁ | |
3. | "ଫୁଲର ବରଷା" | ହ୍ୟୁମାନ ସାଗର | |
4. | "ଟିକେ ଅନାଡ଼ି ପୂରା ଖିଲାଡ଼ି" | ||
5. | "ଯେବେଠୁ ରସିଆକୁ" |
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ "'ଟିକେ ଅନାଡ଼ି ପୂରା ଖିଲାଡି'ର ଶୁଭମୁକ୍ତି ଆଜି". sambad.in. 24 November 2017. Retrieved 8 December 2017.
- ↑ "୨୦୧୭ରେ କେତୋଟି ଓଡ଼ିଆ ସିନେମା ରିଲିଜ୍ ହୋଇଛି ?". sambad.in. 31 December 2017. Retrieved 1 February 2018.
- ↑ "୨୦୧୭ର ପ୍ରଥମ ଏଗାର ମାସରେ ୩୪ଟି ଓଡ଼ିଆ ସିନେମା". sambad.in. 2 December 2017. Retrieved 8 December 2017.
- ↑ ୪.୦ ୪.୧ "ଏହି ଓଲିଉଡ ନାୟକଙ୍କ ନୂଆ ନାୟିକା ହେଲେ ତାନ୍ୟା , ଜାଣନ୍ତୁ କେଉଁ ସିନେମାରେ ଆସୁଛନ୍ତି ଏହି ଯୋଡ଼ି". sambad.in. 8 June 2018. Retrieved 10 June 2018.
- ↑ ୫.୦ ୫.୧ "ବଡ଼ ପରଦାକୁ ଫେରୁଛନ୍ତି ବବଲି!". sambad.in. 8 October 2017. Retrieved 8 December 2017.
- ↑ ୬.୦ ୬.୧ "Tike Anadi Pura Khiladi". www.nuaodisha.com. Retrieved 8 December 2017.
- ↑ "କେବଳ ଗୋଟିଏ ସିନେମାରେ ନଜର ଆସିଛନ୍ତି ଏହି ଓଲିଉଡ ନାୟକ ଏ ବର୍ଷ". sambad.in. 7 December 2017. Retrieved 8 December 2017.
- ↑ "ବଡ଼ ପରଦାରେ ଦୁଇ ଦୁଇଟି ଓଡ଼ିଆ ସିନେମା". ପ୍ରତିନିଧି. 24 November 2017. Archived from the original on 14 April 2021. Retrieved 8 December 2017.
- ↑ ୯.୦ ୯.୧ "Music of "Tike Anadi Pura Khiladi" released". Times of India. 11 August 2017. Retrieved 8 December 2017.
- ↑ "'ସମ୍ବାଦ.ଇନ୍'ର ଫୋନ୍ କଲ୍ ପାଇ ସ୍ମିତହାସ୍ୟ ଦେଲେ ଜୟୀ, କହିବା ପୂର୍ବରୁ ବୁଝିଗଲେ ଫୋନ୍ କଲ୍ର ଉଦ୍ଦେଶ୍ୟ". sambad.in. 29 November 2017. Retrieved 8 December 2017.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଟିକେ ଅନାଡ଼ି ପୂରା ଖିଲାଡ଼ି