ଟିକେ ଅନାଡ଼ି ପୂରା ଖିଲାଡ଼ି

ଉଇକିପିଡ଼ିଆ‌ରୁ
(Tike Anadi Pura Khiladiରୁ ଲେଉଟି ଆସିଛି)
ଟିକେ ଅନାଡ଼ି ପୂରା ଖିଲାଡ଼ି
ନିର୍ଦ୍ଦେଶକଲୋକନାଥ ବାରିକ
ପ୍ରଯୋଜକରବିନ୍‌ ନନ୍ଦ
ସଂଳାପଅଜୟ ସାମଲ
ଚିତ୍ରନାଟ୍ୟଲୋକନାଥ ବାରିକ
କାହାଣୀଲୋକନାଥ ବାରିକ
କଳାକାରକରନ୍, ଇପ୍ସିତା, ବବ୍‌ଲି, ରବିନ୍‌ ନନ୍ଦ, ବିଜୟ ମହାନ୍ତି, ଜୟୀରାମ ସାମଲ, ତନ୍ଦ୍ରା ରାୟ, ମିହିର ଦାସ
ସଙ୍ଗୀତଅଗ୍ନିରାଜ କିଶୋର
ମୁକ୍ତିଲାଭ ତାରିଖ
୨୪ ନଭେମ୍ବର ୨୦୧୭[୧]
ଦେଶ ଭାରତ
ଭାଷାଓଡ଼ିଆ

ଟିକେ ଅନାଡ଼ି ପୂରା ଖିଲାଡ଼ି, ୨୦୧୭ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ।[୨][୩] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ରବିନ୍ ନନ୍ଦ ।[୪][୫] ଅଜୟ ସାମଲ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ଲୋକନାଥ ବାରିକ ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୧] ସଙ୍ଗୀତ ନିର୍ଦ୍ଦେଶକ ଅଗ୍ନିରାଜ କିଶୋର ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।[୬]

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ କରନ୍ ।[୭] ଏହି ଚଳଚ୍ଚିତ୍ରଟିରେ ୩ ଜଣ ନାୟିକା ଅଭିନୟ କରିଥିଲେ । ଏହି ତିନିଜଣ ନାୟିକା ହେଲେ ବବ୍‌ଲି, ସଞ୍ଜନା ଏବଂ ଇପ୍ସିତା ।[୮] ମିହିର ଦାସ, ରବିନ୍ ନନ୍ଦ, ବିଜୟ ମହାନ୍ତି, ତନ୍ଦ୍ରା ରାୟ, ଅସୀତ ପତି, ଜୟୀରାମ ସାମଲ ଆଦି କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ ।[୬]

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଗ୍ନିରାଜ ।[୧] ନିର୍ମଳ ନାୟକ, ଅରୁଣ ମନ୍ତ୍ରୀ, ଯତିନ୍ଦ୍ର ପ୍ରଧାନ, ଜୟନ୍ତ ଦାସ, ସୁମିତ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ । ସତ୍ୟଜିତ, ଅଙ୍କିତ, ହ୍ୟୁମାନ ସାଗର, ଅନ୍ତରା, ପଦ୍ମିନୀ, ସୋନାଲିକା, କୁମାର ବାପି, ନନ୍ଦିତା, ତାରିକ୍ ଅଜିଜ୍, ପମି, ଅସୀମା ପଣ୍ଡା, ନଭ୍ୟା ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।[୯]

ଗୀତ[ସମ୍ପାଦନା]

କ୍ରମଗୀତଗାୟକସମୟ
1."ଛନ ଛନ"ତାରିକ୍ ଅଜିଜ୍, ପମି 
2."ଡବଲ୍ ପ‌ପି"ସଞ୍ଜୁ 
3."ଫୁଲର ବରଷା"ହ୍ୟୁମାନ ସାଗର 
4."ଟିକେ ଅନାଡ଼ି ପୂରା ଖିଲାଡ଼ି"  
5."ଯେବେଠୁ ରସିଆକୁ"  

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "'ଟିକେ ଅନାଡ଼ି ପୂରା ଖିଲାଡି'ର ଶୁଭମୁକ୍ତି ଆଜି". sambad.in. 24 November 2017. Retrieved 8 December 2017.
  2. "୨୦୧୭ରେ କେତୋଟି ଓଡ଼ିଆ ସିନେମା ରିଲିଜ୍‌ ହୋଇଛି ?". sambad.in. 31 December 2017. Retrieved 1 February 2018.
  3. "୨୦୧୭ର ପ୍ରଥମ ଏଗାର ମାସରେ ୩୪ଟି ଓଡ଼ିଆ ସିନେମା". sambad.in. 2 December 2017. Retrieved 8 December 2017.
  4. ୪.୦ ୪.୧ "ଏହି ଓଲିଉଡ ନାୟକଙ୍କ ନୂଆ ନାୟିକା ହେଲେ ତାନ୍ୟା , ଜାଣନ୍ତୁ କେଉଁ ସିନେମାରେ ଆସୁଛନ୍ତି ଏହି ଯୋଡ଼ି". sambad.in. 8 June 2018. Retrieved 10 June 2018.
  5. ୫.୦ ୫.୧ "ବଡ଼ ପରଦାକୁ ଫେରୁଛନ୍ତି ବବଲି!". sambad.in. 8 October 2017. Retrieved 8 December 2017.
  6. ୬.୦ ୬.୧ "Tike Anadi Pura Khiladi". www.nuaodisha.com. Retrieved 8 December 2017.
  7. "କେବଳ ଗୋଟିଏ ସିନେମାରେ ନଜର ଆସିଛନ୍ତି ଏହି ଓଲିଉଡ ନାୟକ ଏ ବର୍ଷ". sambad.in. 7 December 2017. Retrieved 8 December 2017.
  8. "ବଡ଼ ପରଦାରେ ଦୁଇ ଦୁଇଟି ଓଡ଼ିଆ ସିନେମା". ପ୍ରତିନିଧି. 24 November 2017. Retrieved 8 December 2017.
  9. ୯.୦ ୯.୧ "Music of "Tike Anadi Pura Khiladi" released". Times of India. 11 August 2017. Retrieved 8 December 2017.
  10. "'ସମ୍ବାଦ.ଇନ୍‌'ର ଫୋନ୍‌ କଲ୍‌ ପାଇ ସ୍ମିତହାସ୍ୟ ଦେଲେ ଜୟୀ, କହିବା ପୂର୍ବରୁ ବୁଝିଗଲେ ଫୋନ୍‌ କଲ୍‌ର ଉଦ୍ଦେଶ୍ୟ". sambad.in. 29 November 2017. Retrieved 8 December 2017.

ବାହାର ଆଧାର[ସମ୍ପାଦନା]