ସୁଖ ସଂସାର

ଉଇକିପିଡ଼ିଆ‌ରୁ
(Sukha Sansaraରୁ ଲେଉଟି ଆସିଛି)
ସୁଖ ସଂସାର
ନିର୍ଦ୍ଦେଶକବିରେଶ ଚାଟାର୍ଜୀ
ପ୍ରଯୋଜକଶଙ୍କର ଗୋପ
କଳାକାରପ୍ରସନ୍ନଜିତ ଚାଟାର୍ଜୀ
ଅନୀତା ଦାସ
ଅପରାଜିତା ମହାନ୍ତି
ଉତ୍ତମ ମହାନ୍ତି
ଶତାବ୍ଦୀ ରାୟ
ଜୟୀରାମ ସାମଲ
ସଙ୍ଗୀତଅକ୍ଷୟ ମହାନ୍ତି
ମୁକ୍ତିଲାଭ ତାରିଖ
୧୯୯୨
ଦେଶ ଭାରତ
ଭାଷାଓଡ଼ିଆ

ସୁଖ ସଂସାର, ୧୯୯୨ରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଶଙ୍କର ଗୋପ । ବିରେଶ ଚାଟାର୍ଜୀ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।

ପ୍ରସନ୍ନଜିତ ଚାଟାର୍ଜୀ, ଅନୀତା ଦାସ, ଅପରାଜିତା ମହାନ୍ତି, ଉତ୍ତମ ମହାନ୍ତି, ଶତାବ୍ଦୀ ରାୟ, ଜୟୀରାମ ସାମଲ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅକ୍ଷୟ ମହାନ୍ତି

ଗୀତ[ସମ୍ପାଦନା]

କ୍ରମଗୀତସମୟ

ଆଧାର[ସମ୍ପାଦନା]

ବାହାର ଆଧାର[ସମ୍ପାଦନା]