ଶିରିଝୋଲି
ଦେଖଣା
(Sirijholiରୁ ଲେଉଟି ଆସିଛି)
ଶିରିଝୋଲି
Sirijholi | |
|---|---|
ଗ୍ରାମ | |
| ଦେଶ | |
| ରାଜ୍ୟ | ଓଡ଼ିଶା |
| ଜିଲ୍ଲା | ରାୟଗଡ଼ା |
| Elevation | 91 m (299 ft) |
| Population (2011) | |
| • Total | ୧,୪୯୯ |
| ଭାଷା | |
| • ସରକାରୀ | ଓଡ଼ିଆ |
| Time zone | UTC+5:30 (IST) |
| ଯାନବାହାନ ପଞ୍ଚୀକରଣ | OD 18 |
ଶିରିଝୋଲି ଓଡ଼ିଶାର ରାୟଗଡ଼ା ଜିଲ୍ଲାରେ ଅବସ୍ଥିତ ଏକ କ୍ଷୁଦ୍ର ଗ୍ରାମ ।[୧] ଗାଆଁରେ ଏକ ପୁରାତନ ରାଧାକୃଷ୍ଣ ମନ୍ଦିର ରହିଛି ।
ଭୂଗୋଳ
[ସମ୍ପାଦନା]ଶିରିଝୋଲିର ଭୌଗୋଳିକ ଅବସ୍ଥାନ ହେଉଛି 19°05′N 83°47′E / 19.09°N 83.78°E। ସମୁଦ୍ର ପତ୍ତନଠାରୁ ଏହାର ଉଚ୍ଚତା ୯୧ ମିଟର (୨୯୮ଫୁଟ) । ଏହି ଗ୍ରାମ ଜିଲ୍ଲା ସଦର ମହକୁମାଠାରୁ ୮୧ କି.ମି ଉତ୍ତରକୁ ଏବଂ ରାଜ୍ୟ ରାଜଧାନୀ ଭୁବନେଶ୍ୱରଠାରୁ ୨୫୨ କି.ମି ଦୂରରେ ଅବସ୍ଥିତ ।[୨] ଏହାର ନିକଟତମ ରେଳ ଷ୍ଟେସନ ହେଉଛି ଗୁଣୁପୁର ଏବଂ ନିକଟତମ ବିମାନବନ୍ଦର ଭୁବନେଶ୍ୱର ।
ଜନସଂଖ୍ୟା
[ସମ୍ପାଦନା]୨୦୧୧ ଜନଗଣନା ଅନୁଯାୟୀ ଏଠାକାର ମୋଟ ଲୋକସଂଖ୍ୟା ହେଉଛି ୧୪୯୯ । ତନ୍ମଧ୍ୟରୁ ପୁରୁଷ ସଂଖ୍ୟା ୭୩୦ ଏବଂ ମହିଳା ସଂଖ୍ୟା ୭୬୯।[୩]
ଶିକ୍ଷାନୁଷ୍ଠାନ
[ସମ୍ପାଦନା]ଏଠାକାର ଶିକ୍ଷାନୁଷ୍ଠାନଗୁଡ଼ିକ ହେଲା:
- ସରକାରୀ ମଧ୍ୟ ଇଂରାଜି ବିଦ୍ୟାଳୟ
- ସରକାରୀ ଉନ୍ନିତ ଉଚ୍ଚବିଦ୍ୟାଳୟ
ଏତଦ୍ ବ୍ୟତୀତ ଗାଆଁ ମୁହଁରେ ଏକ ପାଠାଗାର ରହିଛି ।
ଆଧାର
[ସମ୍ପାଦନା]- ↑ "Sirijholi". onefivenine.com. Retrieved 20 January 2016.
- ↑ "Sirijholli". WikiEdit.Org. Archived from the original on 20 April 2016. Retrieved 21 January 2016.
- ↑ "Sirijholi Population - Rayagada, Orissa". census2011.co.in. Retrieved 20 January 2016.
ବାହାର ତଥ୍ୟ
[ସମ୍ପାଦନା]| ଏହି ଲେଖାଟି ଓଡ଼ିଶାର ଏକ ସ୍ଥାନ ବାବଦରେ ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |