Jump to content

ଶିରିଝୋଲି

ଉଇକିପିଡ଼ିଆ‌ରୁ
ଶିରିଝୋଲି
Sirijholi
ଗ୍ରାମ
ଦେଶ India
ରାଜ୍ୟଓଡ଼ିଶା
ଜିଲ୍ଲାରାୟଗଡ଼ା
Elevation
91 m (299 ft)
Population
 (2011)
 • Total୧,୪୯୯
ଭାଷା
 • ସରକାରୀଓଡ଼ିଆ
Time zoneUTC+5:30 (IST)
ଯାନବାହାନ ପଞ୍ଚୀକରଣOD 18

ଶିରିଝୋଲି ଓଡ଼ିଶାର ରାୟଗଡ଼ା ଜିଲ୍ଲାରେ ଅବସ୍ଥିତ ଏକ କ୍ଷୁଦ୍ର ଗ୍ରାମ ।[] ଗାଆଁରେ ଏକ ପୁରାତନ ରାଧାକୃଷ୍ଣ ମନ୍ଦିର ରହିଛି ।

ଭୂଗୋଳ

[ସମ୍ପାଦନା]

ଶିରିଝୋଲିର ଭୌଗୋଳିକ ଅବସ୍ଥାନ ହେଉଛି 19°05′N 83°47′E / 19.09°N 83.78°E / 19.09; 83.78। ସମୁଦ୍ର ପତ୍ତନଠାରୁ ଏହାର ଉଚ୍ଚତା ୯୧ ମିଟର (୨୯୮ଫୁଟ) । ଏହି ଗ୍ରାମ ଜିଲ୍ଲା ସଦର ମହକୁମାଠାରୁ ୮୧ କି.ମି ଉତ୍ତରକୁ ଏବଂ ରାଜ୍ୟ ରାଜଧାନୀ ଭୁବନେଶ୍ୱରଠାରୁ ୨୫୨ କି.ମି ଦୂରରେ ଅବସ୍ଥିତ ।[] ଏହାର ନିକଟତମ ରେଳ ଷ୍ଟେସନ ହେଉଛି ଗୁଣୁପୁର ଏବଂ ନିକଟତମ ବିମାନବନ୍ଦର ଭୁବନେଶ୍ୱର

ଜନସଂଖ୍ୟା

[ସମ୍ପାଦନା]

୨୦୧୧ ଜନଗଣନା ଅନୁଯାୟୀ ଏଠାକାର ମୋଟ ଲୋକସଂଖ୍ୟା ହେଉଛି ୧୪୯୯ । ତନ୍ମଧ୍ୟରୁ ପୁରୁଷ ସଂଖ୍ୟା ୭୩୦ ଏବଂ ମହିଳା ସଂଖ୍ୟା ୭୬୯।[]

ଶିକ୍ଷାନୁଷ୍ଠାନ

[ସମ୍ପାଦନା]

ଏଠାକାର ଶିକ୍ଷାନୁଷ୍ଠାନଗୁଡ଼ିକ ହେଲା:

  • ସରକାରୀ ମଧ୍ୟ ଇଂରାଜି ବିଦ୍ୟାଳୟ
  • ସରକାରୀ ଉନ୍ନିତ ଉଚ୍ଚବିଦ୍ୟାଳୟ

ଏତଦ୍ ବ୍ୟତୀତ ଗାଆଁ ମୁହଁରେ ଏକ ପାଠାଗାର ରହିଛି ।

  1. "Sirijholi". onefivenine.com. Retrieved 20 January 2016.
  2. "Sirijholli". WikiEdit.Org. Retrieved 21 January 2016.
  3. "Sirijholi Population - Rayagada, Orissa". census2011.co.in. Retrieved 20 January 2016.

ବାହାର ତଥ୍ୟ

[ସମ୍ପାଦନା]