Jump to content

ଶଲା ବୁଢ଼ାର ବଦ୍‌ଲା

ଉଇକିପିଡ଼ିଆ‌ରୁ
(Sala Budhar Badlaରୁ ଲେଉଟି ଆସିଛି)
ଶଲା ବୁଢ଼ାର ବଦ୍‌ଲା
ନିର୍ଦ୍ଦେଶକସବ୍ୟସାଚୀ ମହାପାତ୍ର
ପ୍ରଯୋଜକକୁମାର ଚନ୍ଦ୍ର ଦେବ ମହାପାତ୍ର
ସଂଳାପଅଟଳ ବିହାରୀ ପଣ୍ଡା
ଚିତ୍ରନାଟ୍ୟସବ୍ୟସାଚୀ ମହାପାତ୍ର
କାହାଣୀକପିଳେଶ୍ୱର ମହାପାତ୍ର
କଳାକାରଅଟଳ ବିହାରୀ ପଣ୍ଡା
ଚନ୍ଦନ ସିଂହ
ଲୋଚନ ବାଗ
ସଙ୍ଗୀତପଙ୍କଜ ଜାଲ୍
ପ୍ରତିତୀ ମିଶ୍ର
ମୁକ୍ତିଲାଭ ତାରିଖ
୧୭ ଜାନୁଆରୀ ୨୦୨୦
ଦେଶ ଭାରତ
ଭାଷାଓଡ଼ିଆ

ଶଲା ବୁଢ଼ାର ବଦ୍‌ଲା, ୨୦୨୦ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ କୁମାର ଚନ୍ଦ୍ର ଦେବ ମହାପାତ୍ର । ଅଟଳ ବିହାରୀ ପଣ୍ଡା ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।

ଅଟଳ ବିହାରୀ ପଣ୍ଡା, ଚନ୍ଦନ ସିଂହ, ଲୋଚନ ବାଗ, ବିନ୍ଦୁ ବୈରାଗୀ, ନେତ୍ରାନନ୍ଦ, ଜିତ୍, ମଣ୍ଟୁ ମହାପାତ୍ର ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥଲେ ।[] ଏହି କଥାଚିତ୍ରଟି ୨୦୨୦ ମସିହାର ଜାନୁଆରୀ ୧୭ ତାରିଖରେ ମୁକ୍ତିଲାଭ କରିଥିଲା ।[] ଏହି କଥାଚିତ୍ରଟି ପୁଣିଥରେ ୨୦୨୩ ମସିହାର ମଇ ୨୬ ତାରିଖରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା ।[][]

ଅଭିନୟ

[ସମ୍ପାଦନା]

କାହାଣୀ

[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ

[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପଙ୍କଜ ଜାଲ୍ ଓ ପ୍ରତିତୀ ମିଶ୍ର । ଚୁଡ଼ାମଣି ଚନ୍ଦନ, ନେତ୍ରାନନ୍ଦ ବାରିକ, ଅଟଳ ବିହାରୀ ପଣ୍ଡା ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ ।

କ୍ରମଗୀତସମୟ
1."ଚୁରା ପୀରତି" 
  1. "ରୁପେଲି ପରଦା: ୧୦୦ କୋଟିର ସିନେ କାରବାର ଠପ୍‌ | Sambad". ସମ୍ବାଦ. sambad.in. 19 December 2020. Archived from the original on 20 January 2021. Retrieved 9 January 2022.
  2. "ପରଦାରେ ନିରୀହ ପ୍ରେମ କାହାଣୀ". ସକାଳ. No. ଭୁବନେଶ୍ୱର. 28 May 2023. p. 2. Archived from the original on 29 September 2023. Retrieved 29 September 2023.
  3. Sala Budhar Badla Movie: Showtimes, Review, Trailer, Posters, News & Videos | eTimes, retrieved 2022-01-05
  4. "ଶଲା ବୁଢ଼ାର ବଦ୍‌ଲା". ପ୍ରମେୟ. No. ତାରକା ଦୁନିଆ. 24 May 2023. Archived from the original on 21 September 2023. Retrieved 21 September 2023.
  5. "ରିଲିଜ୍ ଋତୁ". ଧରିତ୍ରୀ. No. ଭୁବନେଶ୍ୱର. 25 May 2023. p. ୧୭. Archived from the original on 23 September 2023. Retrieved 23 September 2023.
  6. "'Sala Budha' actor Atal Bihari Panda passes away". Odisha News, Odisha Latest news, Odisha Daily - OrissaPOST (in ଆମେରିକୀୟ ଇଂରାଜୀ). 2021-06-05. Retrieved 2022-01-05.

ବାହାର ଆଧାର

[ସମ୍ପାଦନା]