ରାଜା ହରିଶ୍ଚନ୍ଦ୍ର

ଉଇକିପିଡ଼ିଆ‌ରୁ
(Raja Harishchandraରୁ ଲେଉଟି ଆସିଛି)
ରାଜା ହରିଶ୍ଚନ୍ଦ୍ର
ନିର୍ଦ୍ଦେଶକରାଓ ସି. ଏସ୍. ଆର୍.
ପ୍ରଯୋଜକନିରମର୍ଥୀ ପଦ୍ମାକ୍ଷୀ
ସଂଳାପଭଞ୍ଜ କିଶୋର ପଟ୍ଟନାୟକ
ଚିତ୍ରନାଟ୍ୟରାଓ ସି. ଏସ୍. ଆର୍.
କଳାକାରଚକ୍ରପାଣି
ସୁଜାତା ଆନନ୍ଦ
ଜୟା ବି.
ନରେନ୍ଦ୍ର ବେହେରା
ଜୟୀରାମ ସାମଲ
ଅଶୋକ ଚକ୍ରବର୍ତ୍ତୀ
ଚିତ୍ରଗ୍ରହଣଏସ୍. ପାର୍ଥସାରଥୀ
ସମ୍ପାଦକହରିନାରାୟଣ ମଧୁ
ମୁକ୍ତିଲାଭ ତାରିଖ
୧୬ ମାର୍ଚ୍ଚ ୧୯୮୪
ଦେଶ ଭାରତ
ଭାଷାଓଡ଼ିଆ

ରାଜା ହରିଶ୍ଚନ୍ଦ୍ର, ୧୯୮୪ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ନିରମର୍ଥୀ ପଦ୍ମାକ୍ଷୀ । ଭଞ୍ଜ କିଶୋର ପଟ୍ଟନାୟକ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ରାଓ ସି. ଏସ୍. ଆର୍. ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।

ଚକ୍ରପାଣି, ସୁଜାତା ଆନନ୍ଦ, ଜୟା ବି., ନରେନ୍ଦ୍ର ବେହେରା, ଜୟୀରାମ ସାମଲ, ଅଶୋକ ଚକ୍ରବର୍ତ୍ତୀ, ରୋଜାରମଣୀ, ଶ୍ୟାମଳେନ୍ଦୁ ଭଟ୍ଟାଚାର୍ଯ୍ୟ, ମାମିନା, ବଳିୟାର ସିଂହ, ଦିଲୀପ, ସ୍ୱପ୍ନା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ ସୁରେନ୍ଦ୍ର ବିଦ୍ୟାଧର ଓ ଶିବବ୍ରତ ଦାସ । ବାଣୀ ଜୟରାମ, ଏସ୍. ଜାନକୀ, ତାନସେନ ସିଂହ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ[ସମ୍ପାଦନା]

କ୍ରମଗୀତସମୟ

ଆଧାର[ସମ୍ପାଦନା]

  1. "ପ୍ରେକ୍ଷାଳୟରେ ପ୍ରଦର୍ଶିତ ହୋଇଥିବା ଓଡ଼ିଆ ଫିଲ୍ମ" (PDF). ସିନେ ସମ୍ବାଦ. Internet Archive. 2 August 1997. Retrieved 15 July 2020.

ବାହାର ଆଧାର[ସମ୍ପାଦନା]