ପ୍ରେମରେ ପ୍ରେମରେ

ଉଇକିପିଡ଼ିଆ‌ରୁ
(Premare Premareରୁ ଲେଉଟି ଆସିଛି)
ପ୍ରେମରେ ପ୍ରେମରେ
ନିର୍ଦ୍ଦେଶକସୁଧାଂଶୁ ମୋହନ ସାହୁ
ପ୍ରଯୋଜକସୀତାରମ ଅଗ୍ର‌ୱାଲ
ସଂଳାପରଣଜିତ ପଟ୍ଟନାୟକ
ଚିତ୍ରନାଟ୍ୟରଣଜିତ ପଟ୍ଟନାୟକ
କଳାକାରଅରିନ୍ଦମ ରାୟ
ଶୀତଲ ପାତ୍ର
ହରିହର ମହାପାତ୍ର
ସାତ୍ୟକି ମିଶ୍ର
ଚାନ୍ଦିନୀ
ଅଞ୍ଜନା
ଇମିଲି
ସଙ୍ଗୀତବିକାଶ ଦାସ[୧]
ମୁକ୍ତିଲାଭ ତାରିଖ
୧୨ ଜୁନ ୨୦୧୬
ଦେଶ ଭାରତ
ଭାଷାଓଡ଼ିଆ

ପ୍ରେମରେ ପ୍ରେମରେ, ୨୦୧୬ ମସିହାରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରର ପ୍ରଯୋଜନା କରିଥିଲେ ସାର୍ଥକ ସିନେ ପ୍ରଡକ୍ସନର ମାଲିକ ସୀତାରମ ଅଗ୍ର‌ୱାଲ ଏବଂ ନିର୍ଦ୍ଦେଶନା ଦେଇଥିଲ ସୁଧାଂଶୁ ମୋହନ ସାହୁ ।[୨] ବିକାଶ ଦାସ ଏହି ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ । ବାପୁ ଗୋସ୍ୱାମୀ ଏବଂ ମୋହିତ ଚକ୍ରବର୍ତ୍ତୀ ଚଳଚ୍ଚିତ୍ରର ଗୀତଗୁଡ଼ିକ ରଚନା କରିଥିଲେ । ସୌରିନ ଭଟ୍ଟ, ଆର୍. ଏସ୍. କୁମାର, ନିବେଦିତା, ଲଳିତ ଦିବ୍ୟା ପ୍ରମୁଖ ଚଳଚ୍ଚିତ୍ରରେ କଣ୍ଠଦାନ କରିଥିଲେ ।[୩]

ଏହି ଚଳଚ୍ଚିତ୍ରଟି ୨୦୧୬ ମସିହାରେ ରଜ ସମୟରେ ଜୁନ ୧୨ରେ ମୁକ୍ତିଲାଭ କରିଥିଲା । ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ନାୟକ ଅରିନ୍ଦମ ଏବଂ ନାୟିକ ଶୀତଲ[୪] ଚଳଚ୍ଚିତ୍ରର ବିଭିନ୍ନ ସ‌ହକାରୀ ଭୂମିକାରେ ଅଭିନୟ କରିଥିଲେ ହରିହର ମହାପାତ୍ର, ସାତ୍ୟକି ମିଶ୍ର, ଚାନ୍ଦିନୀ, ଅଞ୍ଜନା, ଇମିଲି ।

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ବିକାଶ ଦାସ ଏହି ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ । ବାପୁ ଗୋସ୍ୱାମୀ ଏବଂ ମୋହିତ ଚକ୍ରବର୍ତ୍ତୀ ଚଳଚ୍ଚିତ୍ରର ଗୀତଗୁଡ଼ିକ ରଚନା କରିଥିଲେ । ସୌରିନ ଭଟ୍ଟ, ଆର୍. ଏସ୍. କୁମାର, ନିବେଦିତା, ଲଳିତ ଦିବ୍ୟା ପ୍ରମୁଖ ଚଳଚ୍ଚିତ୍ରରେ କଣ୍ଠଦାନ କରିଥିଲେ ।

ଗୀତ[ସମ୍ପାଦନା]

କ୍ରମଗୀତକବିଗାୟକସମୟ
1."ପ୍ରେମରେ ପ୍ରେମରେ"ବାପୁ ଗୋସ୍ୱାମୀସୌରିନ ଭଟ୍ଟ, ନିବେଦିତା୦୪:୧୧
2."ମୋତ ଭୁଲି କେମିତି ରହିଚୁ ତୁ"ମୋହିତ ଚକ୍ରବର୍ତ୍ତୀନିବେଦିତା, ଲଳିତ୦୩:୧୫
3."ଆ ଥରେ ଆ"ବାପୁ ଗୋସ୍ୱାମୀଆର୍. ଏସ୍. କୁମାର୦୪:୦୭
4."ମୁଁ ରାଓଡ଼ି ରଙ୍ଗବତୀ"ବାପୁ ଗୋସ୍ୱାମୀଦିବ୍ୟା୦୩:୨୬
5."ଏମିତି ହୁଏ ପଡ଼ିଲେ ପ୍ରେମରେ"ବାପୁ ଗୋସ୍ୱାମୀସୌରିନ ଭଟ୍ଟ, ନିବେଦିତା୦୩:୫୫

ଆଧାର[ସମ୍ପାଦନା]

  1. "Premare Premare New Odia Film of Arindam and Seetal". New Odisha. 10 April 2016. Archived from the original on 26 July 2017. Retrieved 23 July 2017. {{cite news}}: |first= missing |last= (help)
  2. "In This Rajo Sarthak Home Production Present's Odia Movie "Premare Premare"". E News ଓଡ଼ିଆ. 22 March 2016. Retrieved 23 July 2017.
  3. "Premare Premare". Odia Movie Database. Archived from the original on 20 July 2017. Retrieved 23 July 2017.
  4. ""ପ୍ରେମରେ ପ୍ରେମରେ' ପରେ ପୁଣି ଏକାଠି ନଜର ଆସିବେ ହ୍ୟାଣ୍ଡସମ ହଙ୍କ୍ ଅରିନ୍ଦମ ଓ ଚୁଲବୁଲି ଶୀତଲ". ସମ୍ବାଦ. 26 June 2016. Retrieved 23 July 2017.

ବାହାର ଆଧାର[ସମ୍ପାଦନା]