ପ୍ରେମର ନିଶା ନିଆରା ନିଆରା

ଉଇକିପିଡ଼ିଆ‌ରୁ
(Premara Nisa Niara Niaraରୁ ଲେଉଟି ଆସିଛି)
ପ୍ରେମର ନିଶା ନିଆରା ନିଆରା
ନିର୍ଦ୍ଦେଶକସରୋଜ କାନ୍ତ
ପ୍ରଯୋଜକଭାରତୀ ନାଇକ
ସଂଳାପମନୋରଞ୍ଜନ ଦାସ
ଚିତ୍ରନାଟ୍ୟସରୋଜ କାନ୍ତ
କାହାଣୀରାଜେନ୍ଦ୍ର
କଳାକାରଶୁଭମ ନାଇକ
ଜୀନା ସାମଲ
ଜର୍ଜ ତିଆଡ଼ି
ଅଶ୍ରୁମୋଚନ ମହାନ୍ତି
ମନୋଜ ମିଶ୍ର
ପ୍ରଜ୍ଞା ଖଟୁଆ
ଝାନ୍ସି
ସଙ୍ଗୀତସୌମିତ୍ରୀ ପଲାଇ
ଶୈଳେନ୍ଦ୍ର
ସମ୍ପାଦକରାଜେଶ ଦାସ
ମୁକ୍ତିଲାଭ ତାରିଖ
୯ ଡିସେମ୍ବର ୨୦୧୬
ଦେଶ ଭାରତ
ଭାଷାଓଡ଼ିଆ

ପ୍ରେମର ନିଶା ନିଆରା ନିଆରା, ୨୦୧୬ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରର ପ୍ରଯୋଜନା କରିଥିଲେ ଭାରତୀ କାନ୍ତ ଏବଂ ଚିତ୍ରନାଟ୍ୟ-ନିର୍ଦ୍ଦେଶନ ଦେଇଥିଲେ ସରୋଜ କାନ୍ତ ।[୨] ଚଳଚ୍ଚିତ୍ରର କାହଣୀ ଲେଖିଥିଲେ ରାଜେନ୍ଦ୍ର ଏବଂ ସଂଳାପ ଲେଖିଥିଲେ ମନୋରଞ୍ଜନ ଦାସ । ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ସୌମିତ୍ରୀ ପଲାଇ ଏବଂ ଶୈଳେନ୍ଦ୍ର । କିଶୋର କୁମ୍ଭାର ଏବଂ ମନୋଜ ଦାସ ପ୍ରମୁଖ ଏହି ଚଳଚ୍ଚିତ୍ରର ଗୀତ ରଚନା କରିଥିଲେ ଏବଂ ଚିତ୍ତ ରଞ୍ଜନ, ହ୍ୟୁମାନ ସାଗର, ଅସୀମା ପଣ୍ଡା ପ୍ରଭୃତି କଣ୍ଠଶିଳ୍ପୀ ଏହି ଚଳଚ୍ଚିତ୍ରରେ କଣ୍ଠଦାନ କରିଥିଲେ ।[୨] ଏହି ଚଳଚ୍ଚିତ୍ରଟି ୯ ଡିସେମ୍ବର ୨୦୧୬ରେ ମୁକ୍ତିଲାଭ କରିଥିଲା ।[୩]

ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ନାୟକ ଶୁଭମ ନାଇକ ଏବଂ ଅଭିନେତ୍ରୀ ଜୀନା ସାମଲ ।[୪] ସୋନିଆ, ଜର୍ଜ ତିଆଡ଼ି, ଅଶ୍ରୁମୋଚନ ମହାନ୍ତି, ମନୋଜ ମିଶ୍ର, ପ୍ରଜ୍ଞା, ଝାନ୍ସି ଆଦି ଚଳଚ୍ଚିତ୍ରର ସ‌ହକାରୀ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ସୌମିତ୍ରୀ ପଲାଇ ଏବଂ ଶୈଳେନ୍ଦ୍ର ।[୨][୮] କିଶୋର କୁମ୍ଭାର ଏବଂ ମନୋଜ ଦାସ ପ୍ରମୁଖ ଚଳଚ୍ଚିତ୍ରର ଗୀତଗୁଡ଼ିକର ରଚନା କରିଥିଲେ ଏବଂ ଚିତ୍ତ ରଞ୍ଜନ, ହ୍ୟୁମାନ ସାଗର, ଅସୀମା ପଣ୍ଡା ପ୍ରଭୃତି କଣ୍ଠଶିଳ୍ପୀ ଏହି ଚଳଚ୍ଚିତ୍ରରେ କଣ୍ଠଦାନ କରିଥିଲେ ।[୪]

ଗୀତ[ସମ୍ପାଦନା]

କ୍ରମଗୀତଗାୟକସମୟ
1."ପ୍ରେମର ନିଶା ନିଆରା ନିଆରା"ଚିତ୍ତ ରଞ୍ଜନ 
2."ମୋ ନିଦର ତୁ"ହ୍ୟୁମାନ ସାଗର, ଅସୀମା ପଣ୍ଡା 

ଆଧାର[ସମ୍ପାଦନା]

  1. "Premara Nisha Niara Niara (2016)". Movies Buff. Retrieved 21 July 2017.
  2. ୨.୦ ୨.୧ ୨.୨ "ଏହି ଓଲିଉଡ୍‌ ନାୟକ କହୁଛନ୍ତି 'ଚାହିଁଥିବି ତତେ ହଜାରେ ବରଷ' | Sambad". Sambad. 31 August 2018. Retrieved 31 August 2018.
  3. "ଆଜି ଶୁଭମୁକ୍ତି : ଓଡ଼ିଆ ଛବି 'ପ୍ରେମର ନିଶା ନିଆରା ନିଆରା'". ସମ୍ବାଦ. 9 December 2016. Archived from the original on 24 July 2017. Retrieved 21 July 2017.
  4. ୪.୦ ୪.୧ "ଡିସେମ୍ବର ୯ରେ 'ପ୍ରେମର ନିଶା ନିଆରା ନିଆରା'". ସମ୍ବାଦ. 27 November 2016. Archived from the original on 24 July 2017. Retrieved 21 July 2017.
  5. ୫.୦ ୫.୧ "ଦୁଇ ଜଣଙ୍କ ସହ ରୋମାନ୍‌ସ କରୁଛନ୍ତି ଏହି ଓଲିଉଡ ନାୟକ". sambad.in. 24 May 2018. Retrieved 6 June 2018.
  6. "ଏଲିନା ଓ ଜିନା ଏକାଠି". ନିର୍ଭୟ. 12 December 2022. p. 10. Archived from the original on 3 January 2023. Retrieved 3 January 2023.
  7. "ସାବାସ୍ ସ୍ମରଣିକା". ସମାଜ. 22 October 2017. Retrieved 22 October 2017.[permanent dead link]
  8. "ଜୁଲାଇ ୪ରେ ଆସିବ ବସନ୍ତ ସାହୁଙ୍କ 'ସେଲ୍‌ଫିସ୍‌ ଦିଲ୍‌'". Sambad (in ଆମେରିକୀୟ ଇଂରାଜୀ). 2019-06-30. Archived from the original on 2019-07-01. Retrieved 2019-07-01.

ବାହାର ଆଧାର[ସମ୍ପାଦନା]