ପ୍ରେମମ୍
ପ୍ରେମମ୍ | |
---|---|
ନିର୍ଦ୍ଦେଶକ | ତାପସ ସରଘରିଆ |
ପ୍ରଯୋଜକ | ଶିଶିର କୁମାର ସଡ଼ଙ୍ଗୀ |
ସଂଳାପ | ଭରଦ୍ୱାଜ ପଣ୍ଡା |
ଚିତ୍ରନାଟ୍ୟ | ଭରଦ୍ୱାଜ ପଣ୍ଡା |
କାହାଣୀ | ତାପସ ସରଘରିଆ |
କଳାକାର | ବାବୁଶାନ୍ ପ୍ରକୃତି ମିଶ୍ର ସିଦ୍ଧାନ୍ତ ମହାପାତ୍ର |
ସଙ୍ଗୀତ | ଗୌରବ ଆନନ୍ଦ |
ଚିତ୍ରଗ୍ରହଣ | ସୁବ୍ରତ କେ. ଖଟୋଇ |
ସମ୍ପାଦକ | ରାଜେଶ ଦାଶ |
ମୁକ୍ତିଲାଭ ତାରିଖ | ୩ ଜୁନ ୨୦୨୨ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ପ୍ରେମମ୍ ୨୦୨୨ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଶିଶିର କୁମାର ସଡ଼ଙ୍ଗୀ । ଭରଦ୍ୱାଜ ପଣ୍ଡା ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିଲେ । ନିର୍ଦ୍ଦେଶକ ତାପସ ସରଘରିଆ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତକାର ଗୌରବ ଆନନ୍ଦ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ବାବୁଶାନ ଓ ପ୍ରକୃତି ମିଶ୍ର ।[୨] ସିଦ୍ଧାନ୍ତ ମହାପାତ୍ର, ସାତ୍ୟକି ମିଶ୍ର ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟି ୨୦୨୨ ମସିହାର ଜୁନ ୩ ତାରିଖରେ ମୁକ୍ତିଲାଭ କରିଥିଲା ।[୩] ଏହି କଥାଚିତ୍ରଟିର ଡିଜ୍ନି ପ୍ଲସ ହଟ୍ଷ୍ଟାର୍ରେ ମୁକ୍ତିଲାଭ କରିଥିଲା ।[୪]
ଅଭିନୟ
[ସମ୍ପାଦନା]କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଗୌରବ ଆନନ୍ଦ । ଗୀତିକାର ବାପୁ ଗୋସ୍ୱାମୀ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ ।[୨] ଅସୀମା ପଣ୍ଡା, ବାବୁଶାନ୍, କୁଳଦୀପ ପଟ୍ଟନାୟକ, ସୋହିନୀ ମିଶ୍ର, ଅର୍ପିତା ଚୌଧୁରୀ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ଗୀତ
[ସମ୍ପାଦନା]କ୍ରମ | ଗୀତ | ଗାୟକ | ସମୟ |
---|---|---|---|
1. | "ମୋ ଦିନ ରାତି" | ବାବୁଶାନ୍, ଅସୀମା ପଣ୍ଡା | |
2. | "ତୁମେ ଉଛୁଳା ନଦୀର ଜହ୍ନ" | ବାବୁଶାନ୍ ମହାନ୍ତି | |
3. | "ପ୍ରେମମ୍" | କୁଳଦୀପ ପଟ୍ଟନାୟକ, ଅର୍ପିତା ଚୌଧୁରୀ | |
4. | "ଏତେ କାଇଁ ଜାଣିନି" | ଗୌରବ ଆନନ୍ଦ, ସୋହିନୀ ମିଶ୍ର |
ଆଧାର
[ସମ୍ପାଦନା]- ↑ "୮ ମାସରେ ମୁକ୍ତିଲାଭ କରିଛି ୪୧ଟି ଓଡ଼ିଆ ସିନେମା". ସମ୍ବାଦ. sambad.in. 21 August 2022. Archived from the original on 25 October 2022. Retrieved 25 October 2022.
- ↑ ୨.୦ ୨.୧ "'ପ୍ରେମମ୍' ସହ 'ଭାବେ ସିନା କହିପାରେନା'". ପ୍ରମେୟ. 1 June 2022. Archived from the original on 1 June 2022. Retrieved 1 June 2022.
- ↑ Premam Movie: Showtimes, Review, Trailer, Posters, News & Videos | eTimes, retrieved 2022-06-03
- ↑ Sahoo, Jyoti Prakash (31 May 2022). "'Premam' To Stream On Disney+ Hotstar Soon". My City Links (in English). Retrieved 3 June 2022.
{{cite news}}
: CS1 maint: unrecognized language (link) - ↑ "ଏଥର ରଜ ବଜାରରେ ନଜର ଆସିବେନି ଲୋକପ୍ରିୟ ନାୟକ ବାବୁସାନ୍". Sambad (in Odia). 11 June 2023. Archived from the original on 5 October 2023. Retrieved 5 October 2023.
{{cite web}}
: CS1 maint: unrecognized language (link)
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ପ୍ରେମମ୍