ନୂଆ ନୂଆ ପ୍ରେମରେ
ଦେଖଣା
(Nua Nua Premareରୁ ଲେଉଟି ଆସିଛି)
ନୂଆ ନୂଆ ପ୍ରେମରେ | |
---|---|
ନିର୍ଦ୍ଦେଶକ | ଏସ୍ କେ ମୁରଲୀଧରନ୍ |
ପ୍ରଯୋଜକ | ଦୀପକ ମିଶ୍ର |
ସଂଳାପ | ଦେବୀଦତ୍ତ ମହାନ୍ତି |
ଚିତ୍ରନାଟ୍ୟ | ଏସ୍ କେ ମୁରଲୀଧରନ୍ |
କାହାଣୀ | ଦୀପକ ମିଶ୍ର |
କଳାକାର | ଅମ୍ଳାନ ଦାସ, ପତ୍ରାଳୀ ଚଟୋପାଧ୍ୟାୟ, ମିହିର ଦାସ, ଅପରାଜିତା ମହାନ୍ତି, ମୀନକେତନ, ପ୍ରଜ୍ଞା ଖଟୁଆ, ବ୍ରଜ ସିଂ |
ସଙ୍ଗୀତ | ଅଭିଜିତ ମଜୁମଦାର |
ସମ୍ପାଦକ | ସୁକୁମାର ମଣି |
ମୁକ୍ତିଲାଭ ତାରିଖ | ୧୩ ଫେବୃଆରୀ ୨୦୧୫ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ନୂଆ ନୂଆ ପ୍ରେମରେ, ୨୦୧୫ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରର ପ୍ରଯୋଜନା କରିଥିଲେ ଦୀପକ ମିଶ୍ର । ଦୀପକ ମିଶ୍ର ଏହି କଥାଚିତ୍ରଟିର କାହାଣୀ ଲେଖିଥିଲେ ଏବଂ ଦେବୀଦତ୍ତ ମହାନ୍ତି ଏହାର ସଂଳାପ ରଚନା କରିଥିଲେ । ଏସ୍ କେ ମୁରଲୀଧରନ୍ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୧] ଅଭିଜିତ ମଜୁମଦାର ଏହି କଥାଚିତ୍ରଟିର ସଂଗୀତ ନିର୍ଦ୍ଦେଶନା ଦେଇଥିଲେ ।
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅମ୍ଳାନ ଦାସ ଏବଂ ପତ୍ରାଳୀ ଚଟ୍ଟୋପାଧ୍ୟାୟ । ମିହିର ଦାସ, ଅପରାଜିତା ମହାନ୍ତି, ମୀନକେତନ, ପ୍ରଜ୍ଞା ଖଟୁଆ, ବ୍ରଜ ସିଂ, ସରୋଜ ଦାସ, ପ୍ରଦ୍ୟୁମ୍ନ ଲେଙ୍କା, ପୃଥିରାଜ ନାୟକ, ସୁଭାଶିଷ ଶର୍ମା ଆଦି କଳାକାରମାନେ ଚଳଚ୍ଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଅଭିନୟରେ
[ସମ୍ପାଦନା]ଓଡ଼ିଆଚଳଚ୍ଚିତ୍ର 'ନୂଆ ନୂଆ ପ୍ରେମରେ'ରେ ଅଭିନୟ କରିଥିବା ପ୍ରମୁଖ କଳାକାରମାନ ହେଲେ:
- ଅମ୍ଳାନ ଦାସ- ବୁନୁ ବିଶ୍ୱାଳ
- ପତ୍ରାଳୀ ଚଟ୍ଟୋପାଧ୍ୟାୟ- ଖୁସି ତ୍ରୀପାଠି
- ମିହିର ଦାସ- ଓକିଲ ଆଶିଷ
- ଅପରାଜିତା ମହାନ୍ତି- ଓକିଲ ସନ୍ଧ୍ୟା ସାମନ୍ତରାୟ
- ମୀନକେତନ- ପୋଲିସ ଇନିସ୍ପେକ୍ଟର
- ପ୍ରଜ୍ଞା ଖଟୁଆ- ଗୋରା
- ଶକ୍ତି ବରାଳ- ଓକିଲ
- ବ୍ରଜ ସିଂ- ନବ
- ସରୋଜ ଦାସ- ରେସ୍ତେଗାଁ ମାଲିକ
- ପ୍ରଦ୍ୟୁମ୍ନ ଲେଙ୍କା
- ପୃଥିରାଜ ନାୟକ- ଖୁସିର ଭାଇ
- ସୁଭାସିଷ ଶର୍ମା- ଡ. ରାହୁଲ[୨]
- ଭବାନୀ ପ୍ରସାଦ[୩]
ଗୀତ ଓ ସଙ୍ଗୀତ
[ସମ୍ପାଦନା]ଏହି ଚଳଚ୍ଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଭିଜିତ ମଜୁମଦାର ।
ଗୀତ
[ସମ୍ପାଦନା]କ୍ରମ | ଗୀତ | ସମୟ |
---|---|---|
1. | "ନୂଆ ନୂଆ ପ୍ରେମରେ" | |
2. | "ଆଜା ଆଜା ଓ ମେରେ ରାଜା" | |
3. | "ଅଣ୍ଟାରେ ମୋର ଭୋଡ଼କାର ନିଶା" | |
4. | "ରାଧାର ରାଣ" | |
5. | "ସତ ନା ତୁ ସ୍ୱପ୍ନଟେ" |
ଆଧାର
[ସମ୍ପାଦନା]- ↑ http://www.iamin.in/en/cuttack/news/ollywood-industry-unaffected-piracy-53840[permanent dead link]
- ↑ "ଆର୍କାଇଭ୍ କପି". Archived from the original on 2016-03-05. Retrieved 2015-11-07.
{{cite web}}
: Cite has empty unknown parameter:|1=
(help) - ↑ "A yen for acting". OrissaPOST (in English). 25 April 2019. Archived from the original on 8 November 2021. Retrieved 8 November 2021.
{{cite news}}
: CS1 maint: unrecognized language (link)
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ନୂଆ ନୂଆ ପ୍ରେମରେ