ନାୟକ ନୁହେଁ ଖଳନାୟକ
ଦେଖଣା
(Nayaka Nuhen Khalanayakaରୁ ଲେଉଟି ଆସିଛି)
ନାୟକ ନୁହେଁ ଖଳନାୟକ | |
---|---|
ନିର୍ଦ୍ଦେଶକ | ରତନ ଅଧିକାରୀ |
ପ୍ରଯୋଜକ | ବିଜୟ କନ୍ଦୋଇ |
କଳାକାର | ଅନୁଭବ ମହାନ୍ତି, ରଚନା ବାନାର୍ଜୀ, ଲକେଟ ଚାଟାର୍ଜୀ, ରଜତଭ ଦତ୍ତ, ତାପସ ପାଲ |
ସଙ୍ଗୀତ | ଅନୁପମ ଦତ୍ତ |
ସମ୍ପାଦକ | ଆତୀସ ଦେ ସରକାର |
ମୁକ୍ତିଲାଭ ତାରିଖ | ୨୦୦୫ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ନାୟକ ନୁହେଁ ଖଳନାୟକ ୨୦୦୫ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟି ବଙ୍ଗଳା ଭାଷାରେ ଏବଂ ଓଡ଼ିଆ ଭାଷାରେ ମୁକ୍ତିଲାଭ କରିଥିଲା । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ବିଜୟ କନ୍ଦୋଇ । ରତନ ଅଧିକାରୀ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅନୁଭବ ମହାନ୍ତି ଏବଂ ରଚନା ବାନାର୍ଜୀ । ଲକେଟ ଚାଟାର୍ଜୀ, ରଜତଭ ଦତ୍ତ, ତାପସ ପାଲ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଅଭିନୟ
[ସମ୍ପାଦନା]- ଅନୁଭବ ମହାନ୍ତି
- ରଚନା ବାନାର୍ଜୀ
- ଲକେଟ ଚାଟାର୍ଜୀ
- ରଜତଭ ଦତ୍ତ
- ତାପସ ପାଲ
କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅନୁପମ ଦତ୍ତ । ଅରୁଣ ମନ୍ତ୍ରୀ, ଯତିନ୍ଦ୍ର ପ୍ରଧାନ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ଦୀପ୍ମାଲା, ମହମଦ ନସିର୍, ପମି, ଟି. ସୌରୀ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ଗୀତ
[ସମ୍ପାଦନା]କ୍ରମ | ଗୀତ | ସମୟ |
---|---|---|
1. | "ସାଥୀ ତୁମେ" | |
2. | "ଜନମ ଜନମ ସାଥୀ ହୋଇ" | |
3. | "ଜନମ ଜନମ ସାଥୀ ହୋଇ (ଧିର)" | |
4. | "ଧୂମ୍ପି ଚିକା" | |
5. | "ଚେହେରା ତୋର" |
ଆଧାର
[ସମ୍ପାଦନା]ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ନାୟକ ନୁହେଁ ଖଳନାୟକ