ନାୟକ ନୁହେଁ ଖଳନାୟକ

ଉଇକିପିଡ଼ିଆ‌ରୁ
ନାୟକ ନୁହେଁ ଖଳନାୟକ
ନିର୍ଦ୍ଦେଶକରତନ ଅଧିକାରୀ
ପ୍ରଯୋଜକବିଜୟ କନ୍ଦୋଇ
କଳାକାରଅନୁଭବ ମହାନ୍ତି, ରଚନା ବାନାର୍ଜୀ, ଲକେଟ ଚାଟାର୍ଜୀ, ରଜତଭ ଦତ୍ତ, ତାପସ ପାଲ
ସଙ୍ଗୀତଅନୁପମ ଦତ୍ତ
ସମ୍ପାଦକଆତୀସ ଦେ ସରକାର
ମୁକ୍ତିଲାଭ ତାରିଖ
୨୦୦୫
ଦେଶ ଭାରତ
ଭାଷାଓଡ଼ିଆ

ନାୟକ ନୁହେଁ ଖଳନାୟକ ୨୦୦୫ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟି ବଙ୍ଗଳା ଭାଷାରେ ଏବଂ ଓଡ଼ିଆ ଭାଷାରେ ମୁକ୍ତିଲାଭ କରିଥିଲା । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ବିଜୟ କନ୍ଦୋଇ । ରତନ ଅଧିକାରୀ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅନୁଭବ ମହାନ୍ତି ଏବଂ ରଚନା ବାନାର୍ଜୀ । ଲକେଟ ଚାଟାର୍ଜୀ, ରଜତଭ ଦତ୍ତ, ତାପସ ପାଲ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅନୁପମ ଦତ୍ତ । ଅରୁଣ ମନ୍ତ୍ରୀ, ଯତିନ୍ଦ୍ର ପ୍ରଧାନ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ଦୀପ୍‌ମାଲା, ମହ‌ମଦ ନ‌‌ସିର୍, ପମି, ଟି. ସୌରୀ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ[ସମ୍ପାଦନା]

କ୍ରମଗୀତସମୟ
1."ସାଥୀ ତୁମେ" 
2."ଜନମ ଜନମ ସାଥୀ ହୋଇ" 
3."ଜନମ ଜନମ ସାଥୀ ହୋଇ (ଧିର)" 
4."ଧୂମ୍ପି ଚିକା" 
5."ଚେହେରା ତୋର" 

ଆଧାର[ସମ୍ପାଦନା]

ବାହାର ଆଧାର[ସମ୍ପାଦନା]