ମାଇଁ ଲଭ୍ ଷ୍ଟୋରି
ଦେଖଣା
(My Love Storyରୁ ଲେଉଟି ଆସିଛି)
ମାଇଁ ଲଭ୍ ଷ୍ଟୋରୀ | |
---|---|
ନିର୍ଦ୍ଦେଶକ | ଦୀପକ ପଣ୍ଡା |
ପ୍ରଯୋଜକ | ଅହମଦ ଶାୟେଦ ସୁନୀଲ ସିଂହ |
ସଂଳାପ | ଦୀପକ ପଣ୍ଡା |
ଚିତ୍ରନାଟ୍ୟ | ଦୀପକ ପଣ୍ଡା |
କାହାଣୀ | ରାମ ନାରାୟଣ ପଣ୍ଡା |
କଳାକାର | ମିହିର ଦାସ ମୀନକେତନ ପ୍ରିୟଙ୍କା ମହାପାତ୍ର ଉଷାସି ମିଶ୍ର ଦୀପକ ପଣ୍ଡା ରିୟା ସେନ୍ |
ସଙ୍ଗୀତ | ଗଗନ ବିହାରୀ |
ଚିତ୍ରଗ୍ରହଣ | ରଞ୍ଜନ |
ସମ୍ପାଦକ | ସୁକୁମାର ମଣି |
ମୁକ୍ତିଲାଭ ତାରିଖ | ୧ ମାର୍ଚ୍ଚ ୨୦୧୩[୧] |
ଦେଶ | ଭାରତ |
ଭାଷା | ଓଡ଼ିଆ |
ମାଇଁ ଲଭ୍ ଷ୍ଟୋରୀ, ୨୦୧୩ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଅହମଦ ଶାୟେଦ ଏବଂ ସୁନୀଲ ସିଂହ । ରାମ ନାରାୟଣ ପଣ୍ଡା ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ଦୀପକ ପଣ୍ଡା ଏହି କଥାଚିତ୍ରଟିର ସଂଳାପ ଏବଂ ଚିତ୍ରନାଟ୍ୟ ରଚନ କରିବା ସହ ନିର୍ଦ୍ଦେଶନା ଦେଇଥିଲେ ।[୨] ସଙ୍ଗୀତ ନିର୍ଦ୍ଦେଶକ ଗଗନ ବିହାରୀ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।
ମିହିର ଦାସ, ମୀନକେତନ, ସୁନୀତା ଗରବଡ଼ୁ, କଟ୍ରିନେ କୋଭି, ବବି କୁମାର, ପ୍ରିୟଙ୍କା ମହାପାତ୍ର, ଉଷାସି ମିଶ୍ର, ଦୀପକ ପଣ୍ଡା ଆଦି କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ । ରିୟା ସେନ୍ ଏହି କଥାଚିତ୍ରଟିର ଏକ ଆଇଟମ ଗୀତରେ ନୃତ୍ୟ କରିଥିଲେ ।[୨]
ଅଭିନୟ
[ସମ୍ପାଦନା]- ମିହିର ଦାସ[୩]
- ମୀନକେତନ[୪]
- ସୁନୀତା ଗରବଡ଼ୁ
- କଟ୍ରିନେ କୋଭି
- ବବି କୁମାର
- ପ୍ରିୟଙ୍କା ମହାପାତ୍ର
- ଉଷାସି ମିଶ୍ର
- ଦୀପକ ପଣ୍ଡା
- ରିୟା ସେନ୍
କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଗଗନ ବିହାରୀ ।[୧]
ଗୀତ
[ସମ୍ପାଦନା]କ୍ରମ | ଗୀତ | ସମୟ |
---|---|---|
1. | "ତୁମ ପାଇଁ" | |
2. | "ନା ଜୀଇଁ ହୁଏ" | |
3. | "ମାଇଁ ଲଭ୍ ଷ୍ଟୋରୀ" | |
4. | "ମାଇଁ ହାର୍ଟ" | |
5. | "ଘାଇଁ ଘାଇଁ କଲା" | |
6. | "ଛକମ୍ ଛଲ୍ଲୋ" |
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "My Love Story". Incredible Orissa. 23 January 2012. Retrieved 15 October 2017.
- ↑ ୨.୦ ୨.୧ "Riya Sen & Katrine Kovi signed Oriya Movie". Incredible Orissa. 23 June 2012. Retrieved 15 October 2017.
- ↑ "'ମଥୁରା ବିଜୟ'ରୁ ଆରମ୍ଭ 'ଅଜାତି'ରେ ଶେଷ, ଏମିତି ଥିଲା ଭେଟେରାନ ଅଭିନେତାଙ୍କ ଅଭିନୟ ଯାତ୍ରା". Prameya News7 (in ଆମେରିକୀୟ ଇଂରାଜୀ). 11 January 2022. Archived from the original on 5 July 2023. Retrieved 29 August 2023.
- ↑ "ପରଲୋକରେ ମୀନକେତନ". sambad.in. 2 July 2017. Archived from the original on 22 October 2017. Retrieved 15 October 2017.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ମାଇଁ ଲଭ୍ ଷ୍ଟୋରି