ମୋହନ ଚରଣ ମାଝୀ ମନ୍ତ୍ରୀମଣ୍ଡଳ
ଦେଖଣା
(Mohan Charan Majhi ministryରୁ ଲେଉଟି ଆସିଛି)
ମୋହନ ଚରଣ ମାଝୀ ମନ୍ତ୍ରୀମଣ୍ଡଳ | |
---|---|
୩୧ତମ ମନ୍ତ୍ରୀମଣ୍ଡଳ of ଓଡ଼ିଶା | |
ଗଠନ ଦିନ | ୧୨ ଜୁନ ୨୦୨୪ |
ସଦସ୍ୟଗଣ | |
ରାଜ୍ୟପାଳ | ରଘୁବର ଦାସ |
ମୁଖ୍ୟମନ୍ତ୍ରୀ | ମୋହନ ଚରଣ ମାଝୀ |
ଉପ-ମୁଖ୍ୟମନ୍ତ୍ରୀ | କନକ ବର୍ଦ୍ଧନ ସିଂହ ଦେଓ ପ୍ରଭାତୀ ପରିଡ଼ା |
ମନ୍ତ୍ରୀମାନଙ୍କ ସଂଖ୍ୟା | ୧୬ |
ସମୁଦାୟ ସଦସ୍ୟ ସଂଖ୍ୟା | ୧୬ (ମୁଖ୍ୟମନ୍ତ୍ରୀ ଏବଂ ଉପ-ମୁଖ୍ୟମନ୍ତ୍ରୀଙ୍କ ସହିତ) |
ସଦସ୍ୟ ଦଳ | ଭାଜପା |
ବିଧାନ ସଭାର ସ୍ଥିତି | ବିଧାନ ସଭା ୮୧ / ୧୪୭ |
ବିରୋଧୀଦଳ ନେତା | ନବୀନ ପଟ୍ଟନାୟକ ବିଜଦ (ଓଡ଼ିଶା ବିଧାନ ସଭା) |
ଇତିହାସ | |
ନିର୍ବାଚନ(ଗୁଡ଼ିକ) | ୨୦୨୪ |
କାର୍ଯ୍ୟକାଳ | ୧୯୬ ଦିନ |
ପୂର୍ବ ମନ୍ତ୍ରୀମଣ୍ଡଳ | ନବୀନ ପଟ୍ଟନାୟକଙ୍କ ୫ମ ମନ୍ତ୍ରୀମଣ୍ଡଳ |
ମୋହନ ଚରଣ ମଝୀ ମନ୍ତ୍ରୀମଣ୍ଡଳ ୨୦୨୪ ଓଡ଼ିଶା ବିଧାନସଭା ନିର୍ବାଚନ ପରେ ଗଢ଼ାଯାଇଥିବା ଓଡ଼ିଶା ସରକାରର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ମନ୍ତ୍ରୀମଣ୍ଡଳର ତାଲିକା । ଜୁନ ୪ ତାରିଖରେ, ଏହି ନିର୍ବାଚନର ଫଳାଫଳ ଘୋଷଣା ହୋଇଥିଲା, ଯାହାର ଆଧାରରେ ୧୭ଶ ଓଡ଼ିଶା ବିଧାନ ସଭା ଗଠନ ହୋଇଥିଲା ।[୧]
ମନ୍ତ୍ରୀମଣ୍ଡଳ
[ସମ୍ପାଦନା]୧୨ ଜୁନ ୨୦୨୪ରେ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କର ଦୁଇ ଉପ-ମୁଖ୍ୟମନ୍ତ୍ରୀ, ୮ କ୍ୟାବିନେଟ ମନ୍ତ୍ରୀ ଓ ୫ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ) ଭୁବନେଶ୍ୱରସ୍ଥିତ ଜନତା ମଇଦାନ ଠାରେ ଶପଥ ଗ୍ରହଣ କରିଥିଲେ । ରାଜ୍ୟପାଳ ରଘୁବର ଦାସ ଶପଥପାଠ କରାଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ୧୦ଟି ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଗଣ ଏହି ସଭାରେ ଉପସ୍ଥିତ ଥିଲେ ।[୨][୩] ଜୁନ ୧୫ ତାରିଖରେ ସବୁ ମନ୍ତ୍ରୀମାନଙ୍କୁ ସେମାନଙ୍କର ବିଭାଗର ଦାୟିତ୍ୱ ଦିଆଯାଇଥିଲା ।[୪]
କ୍ୟାବିନେଟ ମନ୍ତ୍ରୀ
[ସମ୍ପାଦନା]ଅଫିସ୍ | ମନ୍ତ୍ରୀ | ଆରମ୍ଭ ଦିନ | ଶେଷ ଶେଷ | ଦଳ | ||
---|---|---|---|---|---|---|
ମୁଖ୍ୟମନ୍ତ୍ରୀ ୧.ଗୃହ ୨.ସାଧାରଣ ପ୍ରଶାସନ ଓ ଅଭିଯୋଗ ୩.ଅର୍ଥ ୪.ସୂଚନା ଏବଂ ଲୋକସମ୍ପର୍କ ୫.ଜଳ ସମ୍ପଦ ୬.ଯୋଜନା ଓ ସମନ୍ୱୟ ଏବଂ ଆବଣ୍ଟନ ହୋଇନଥିବା ସମସ୍ତ ବିଭାଗ | ୧୨ ଜୁନ ୨୦୨୪ | ଏବେଯାଏଁ | ଭାରତୀୟ ଜନତା ପାର୍ଟି | |||
ଉପ-ମୁଖ୍ୟମନ୍ତ୍ରୀଗଣ | ||||||
ଉପ-ମୁଖ୍ୟମନ୍ତ୍ରୀ ୭.କୃଷି ଓ କୃଷକ ସଶକ୍ତିକରଣ ୮.ଶକ୍ତି | ୧୨ ଜୁନ ୨୦୨୪ | ଏବେଯାଏଁ | ଭାରତୀୟ ଜନତା ପାର୍ଟି | |||
ଉପ-ମୁଖ୍ୟମନ୍ତ୍ରୀ ୯.ମହିଳା ଓ ଶିଶୁ ବିକାଶ ୧୦.ମିଶନ ଶକ୍ତି ୧୧.ପର୍ଯ୍ୟଟନ | ୧୨ ଜୁନ ୨୦୨୪ | ଏବେଯାଏଁ | ଭାରତୀୟ ଜନତା ପାର୍ଟି | |||
କ୍ୟାବିନେଟ ମନ୍ତ୍ରୀଗଣ | ||||||
୧୨.ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା | ୧୨ ଜୁନ ୨୦୨୪ | ଏବେଯାଏଁ | ଭାରତୀୟ ଜନତା ପାର୍ଟି | |||
୧୩.ଗ୍ରାମ୍ୟ ଉନ୍ନୟନ ୧୪.ପଞ୍ଚାୟତି ରାଜ ୧୫.ପାନୀୟ ଜଳ | ୧୨ ଜୁନ ୨୦୨୪ | ଏବେଯାଏଁ | ଭାରତୀୟ ଜନତା ପାର୍ଟି | |||
୧୬.ବିଦ୍ୟାଳୟ ଓ ଗଣଶିକ୍ଷା ୧୭.ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଉନ୍ନୟନ ୧୮.ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ୧୯.ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ | ୧୨ ଜୁନ ୨୦୨୪ | ଏବେଯାଏଁ | ଭାରତୀୟ ଜନତା ପାର୍ଟି | |||
୨୦.ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ୨୧.ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା | ୧୨ ଜୁନ ୨୦୨୪ | ଏବେଯାଏଁ | ଭାରତୀୟ ଜନତା ପାର୍ଟି | |||
୨୨.ଆଇନ ୨୩.ଅବକାରୀ ୨୪.ପୂର୍ତ୍ତ | ୧୨ ଜୁନ ୨୦୨୪ | ଏବେଯାଏଁ | ଭାରତୀୟ ଜନତା ପାର୍ଟି | |||
୨୫.ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ୨୬.ସଂସଦୀୟ ବ୍ୟାପାର ୨୭.ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା | ୧୨ ଜୁନ ୨୦୨୪ | ଏବେଯାଏଁ | ଭାରତୀୟ ଜନତା ପାର୍ଟି | |||
୨୮. ବାଣିଜ୍ୟ ଓ ପରିବହନ ୨୯. ଇସ୍ପାତ ଓ ଖଣି | ୧୨ ଜୁନ ୨୦୨୪ | ଏବେଯାଏଁ | ଭାରତୀୟ ଜନତା ପାର୍ଟି | |||
୩୦. ଗୃହ ନିର୍ମାଣ ଓ ନଗର ଉନ୍ନୟନ ୩୧.ସାର୍ବଜନୀନ ଉଦ୍ୟୋଗ | ୧୨ ଜୁନ ୨୦୨୪ | ଏବେଯାଏଁ | ଭାରତୀୟ ଜନତା ପାର୍ଟି |
ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ)
[ସମ୍ପାଦନା]ଅଫିସ୍ | ମନ୍ତ୍ରୀ | ଆରମ୍ଭ ଦିନ | ଶେଷ ଶେଷ | ଦଳ | |
---|---|---|---|---|---|
୩୨. ଜଙ୍ଗଲ ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ୩୩.ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା | ୧୨ ଜୁନ ୨୦୨୪ | ଏବେଯାଏଁ | ଭାରତୀୟ ଜନତା ପାର୍ଟି | ||
୩୪.ଉଚ୍ଚଶିକ୍ଷା ୩୫.କ୍ରୀଡା ଓ ଯୁବସେବା ୩୬. ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି | ୧୨ ଜୁନ ୨୦୨୪ | ଏବେଯାଏଁ | ଭାରତୀୟ ଜନତା ପାର୍ଟି | ||
୩୭. ସମବାୟ ୩୮.ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ | ୧୨ ଜୁନ ୨୦୨୪ | ଏବେଯାଏଁ | ଭାରତୀୟ ଜନତା ପାର୍ଟି | ||
୩୯. ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ୪୦.ସୂକ୍ଷ୍ମ,କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ | ୧୨ ଜୁନ ୨୦୨୪ | ଏବେଯାଏଁ | ଭାରତୀୟ ଜନତା ପାର୍ଟି | ||
୪୧.ଶିଳ୍ପ ୪୨.ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା | ୧୨ ଜୁନ ୨୦୨୪ | ଏବେଯାଏଁ | ଭାରତୀୟ ଜନତା ପାର୍ଟି |
ଆଧାର
[ସମ୍ପାଦନା]- ↑ "Mohan Charan Majhi Cabinet in Odisha: Full list of BJP ministers who took oath today". www.indiatvnews.com. 2024-06-12.
- ↑ "Highlights: BJP Tribal Leader, 4-Time MLA Mohan Majhi Sworn In As Odisha Chief Minister". NDTV.com. Retrieved 2024-06-13.
- ↑ Barik, Satyasundar (2024-06-12). "Mohan Charan Majhi sworn in as Odisha's first BJP Chief Minister". The Hindu (in Indian English). ISSN 0971-751X. Retrieved 2024-06-13.
- ↑ "Odisha Cabinet portfolios: CM Mohan Charan Majhi keeps Home". India News (in Indian English). 2024-06-13. ISSN 0971-751X. Retrieved 2024-06-15.