କୃଷ୍ଣ ଚନ୍ଦ୍ର ପାତ୍ର

ଉଇକିପିଡ଼ିଆ‌ରୁ
କୃଷ୍ଣ ଚନ୍ଦ୍ର ପାତ୍ର
ବିଧାୟକ: ୧୨ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୦୦ – ୨୦୦୪
ପୂର୍ବ ଅଧିକାରୀନବୀନ ଚନ୍ଦ୍ର ନାରାୟଣ ଦାସ
ପର ଅଧିକାରୀସୁଧୀର କୁମାର ସାମଲ
ନିର୍ବାଚନ ମଣ୍ଡଳୀଢେଙ୍କାନାଳ
ବ୍ୟକ୍ତିଗତ ସବିଶେଷ
ଜନ୍ମ (1964-02-25) ୨୫ ଫେବୃଆରୀ ୧୯୬୪ (ବୟସ ୬୦)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜନତା ପାର୍ଟି
ଜୀବନ ସାଥୀଗୀତା ପାତ୍ର
ବାପା/ବୋଉମଧୁସୂଦନ ପାତ୍ର (ବାପା)
ବୃତ୍ତିରାଜନୀତିଜ୍ଞ

କୃଷ୍ଣ ଚନ୍ଦ୍ର ପାତ୍ର (ଜନ୍ମ: ୨୫ ଫେବୃଆରୀ ୧୯୬୪) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ରାଜନୀତିରେ ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଛନ୍ତି ।[୧] କୃଷ୍ଣ ଚନ୍ଦ୍ର ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି । ୨୦୦୦ ମସିହାରେ ହୋଇଥିବା ଓଡ଼ିଆ ବିଧାନ ସଭା ନିର୍ବାଚନରେ ସେ ଢେଙ୍କାନାଳ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୨ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

କୃଷ୍ଣ ଚନ୍ଦ୍ର ୧୯୬୪ ମସିହାର ଫେବୃଆରୀ ମାସ ୨୫ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ମଧୁସୂଦନ ପାତ୍ର ଓ ପତ୍ନୀଙ୍କ ନାମ ଗୀତା ପାତ୍ର । ତାଙ୍କର ଶିକ୍ଷାଗତ ଯୋଗ୍ୟତା ବିଜ୍ଞାନରେ ସ୍ନାତକୋତ୍ତର ।[୨]

ରାଜନୈତିକ ଜୀବନ[ସମ୍ପାଦନା]

କୃଷ୍ଣ ଚନ୍ଦ୍ର ଓଡ଼ିଶା ରାଜନୀତିରେ ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଛନ୍ତି ।[୧] ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି ।[୩]

ଆଧାର[ସମ୍ପାଦନା]

  1. ୧.୦ ୧.୧ "Nabin Nanda eyeing BJP ticket after Baijayant Panda entry". The New Indian Express. 14 March 2019. Retrieved 4 August 2020.
  2. "Shri Krushna Chandra Patra". odishaassembly.nic.in. Odisha Assembly. Retrieved 4 August 2020.
  3. "Dhenkanal Assembly Constituency Election Result - Legislative Assembly Constituency". resultuniversity.com. Result University. Retrieved 4 August 2020.