Jump to content

ସମ୍ପଦ ଚନ୍ଦ୍ର ସ୍ୱାଇଁ

ଉଇକିପିଡ଼ିଆ‌ରୁ
ସମ୍ପଦ ଚନ୍ଦ୍ର ସ୍ୱାଇଁ
ବିଧାୟକ: ୧୭ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୫ ଜୁନ ୨୦୨୪ – ଏବେଯାଏଁ
ପୂର୍ବ ଅଧିକାରୀସମ୍ବିତ ରାଉତରାୟ
ନିର୍ବାଚନ ମଣ୍ଡଳୀପାରାଦ୍ୱୀପ
ବ୍ୟକ୍ତିଗତ ସବିଶେଷ
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜନତା ପାର୍ଟି
ବୃତ୍ତିରାଜନୀତିଜ୍ଞ

ସମ୍ପଦ ଚନ୍ଦ୍ର ସ୍ୱାଇଁ ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି । ୨୦୨୪ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ୧୭ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

୨୦୦୯ ମସିହାରେ, ସେ ମଙ୍ଗୁସ୍ ସ୍କୁଲ୍ ଅଫ୍ ବିଜିନେସ୍‌ରୁ ଏମ୍‌ବିଏ କରିଥିଲେ ।[୧]

ରାଜନୈତିକ ଜୀବନ[ସମ୍ପାଦନା]

ସେ ଓଡ଼ିଶା ରାଜନୀତିରେ ଭାରତୀୟ ଜନତା ପାର୍ଟିର କର୍ମୀ ଭାବରେ ସକ୍ରିୟ ଅଛନ୍ତି । ୨୦୨୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ, ସେ ବିଜେପିର ପ୍ରାର୍ଥୀ ଭାବରେ ପାରାଦ୍ୱୀପ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ, ସେ ସମୁଦାୟ ୮୪,୫୧୮ ଖଣ୍ଡ ଭୋଟ୍ ପାଇଥିଲେ ଏବଂ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ବିଜୁ ଜନତା ଦଳର ପାର୍ଥୀ ଗୀତାଞ୍ଜଳି ରାଉତରାୟଙ୍କୁ ୧୫,୭୮୭ ଖଣ୍ଡ ଭୋଟ୍‌ରେ ପରାସ୍ତ କରି ୧୭ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୨] ଏହି ବିଧାନ ସଭାରେ ସେ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ) ଭାବରେ କାର୍ଯ୍ୟ କରୁଛନ୍ତି ଏବଂ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ଦାୟିତ୍ୱରେ ଅଛନ୍ତି ।[୩][୪][୫]

ଆଧାର[ସମ୍ପାଦନା]

  1. "My Neta Profile". My Neta (in Indian English). 15 June 2024. ISSN 0971-751X. Retrieved 15 June 2024.
  2. "General Election to Assembly Constituencies 2024: Paradeep (Odisha)". Election Commission of India. Retrieved 27 June 2024.
  3. "Highlights: BJP Tribal Leader, 4-Time MLA Mohan Majhi Sworn In As Odisha Chief Minister". NDTV.com. Retrieved 13 June 2024.
  4. Barik, Satyasundar (12 June 2024). "Mohan Charan Majhi sworn in as Odisha's first BJP Chief Minister". The Hindu (in Indian English). ISSN 0971-751X. Retrieved 13 June 2024.
  5. "Odisha Cabinet portfolios: CM Mohan Charan Majhi keeps Home". India News (in Indian English). 13 June 2024. ISSN 0971-751X. Retrieved 15 June 2024.