ମାଗୁଣିର ଶଗଡ଼ (କଥାଚିତ୍ର)
ଦେଖଣା
(Magunira Shagadaରୁ ଲେଉଟି ଆସିଛି)
- ଏହି ଲେଖାଟି ୨୦୦୧ର ଓଡ଼ିଆ କଥାଚିତ୍ର ମାଗୁଣିର ଶଗଡ଼ ବାବଦରେ । ଅନ୍ୟ ବ୍ୟବହାର ନିମନ୍ତେ ଗୋଦାବରୀଶ ମହାପାତ୍ରଙ୍କ ଲିଖିତ ଉପନ୍ୟାସ ମାଗୁଣିର ଶଗଡ଼ ଦେଖନ୍ତୁ ।
| ମାଗୁଣିର ଶଗଡ଼ | |
|---|---|
| ନିର୍ଦ୍ଦେଶକ | ପ୍ରଫୁଲ୍ଲ ମହାନ୍ତି |
| ପ୍ରଯୋଜକ | ପ୍ରଯୋଜକଙ୍କ ନାମ |
| ସଂଳାପ | (ସଂଳାପ): ଶୀର୍ଷାନନ୍ଦ ଦାସ କାନୁନଗୋ |
| ଚିତ୍ରନାଟ୍ୟ | ପ୍ରଫୁଲ୍ଲ ମହାନ୍ତି |
| କାହାଣୀ | ଗୋଦାବରୀଶ ମହାପାତ୍ର |
| କଳାକାର | ଧିରେନ୍ଦ୍ର ବସା, ନୀଳମଣି ବେହେରା, ଅଶୃମୋଚନ ମହାନ୍ତି |
| ସଙ୍ଗୀତ | ଅମରେନ୍ଦ୍ର ମହାନ୍ତି |
| ସମ୍ପାଦକ | ଏ. ମଦନମୋହନ ପ୍ରସାଦ |
ମୁକ୍ତିଲାଭ ତାରିଖ | ୨୦୦୧ |
| ଦେଶ | |
| ଭାଷା | ଓଡ଼ିଆ |
ପ୍ରଫୁଲ୍ଲ ମହାନ୍ତିଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆ ଚଳଚ୍ଚିତ୍ର 'ମାଗୁଣିର ଶଗଡ଼'୨୦୦୧ ମସିହାରେ ମୁକ୍ତିଲାଭ କରିଥିଲା ।[୧]
ଅଭିନୟରେ
[ସମ୍ପାଦନା]ଓଡ଼ିଆଚଳଚ୍ଚିତ୍ର ‘ମାଗୁଣିର ଶଗଡ଼’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:
ଗୀତ ଓ ସଙ୍ଗୀତ
[ସମ୍ପାଦନା]- ସଙ୍ଗୀତକାର: ଅମରେନ୍ଦ୍ର ମହାନ୍ତି
- ଗୀତିକାର:
- ପ୍ରଚ୍ଛଦପଟ ଗାୟକ: ଆରତୀ ଗୋସ୍ୱାମୀ, ଅମୟେନ୍ଦ୍ର ମହାନ୍ତି, ରୁଦ୍ର ମହାନ୍ତି, ଶ୍ୱେତା ପଣ୍ଡିତ, ସୁରେଶ ବାଡେକର
ଆଧାର
[ସମ୍ପାଦନା]- ↑ "Magunira Shagada". Archived from the original on 14 July 2013. Retrieved 14 September 2013.
ଅଧିକ ତଥ୍ୟ
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ମାଗୁଣିର ଶଗଡ଼