ଲାଲି ହବ କାହାର
ଲାଲି ହବ କାହାର | |
---|---|
ନିର୍ଦ୍ଦେଶକ | ଅଶୋକ ପତି |
ପ୍ରଯୋଜକ | ରବି ମିଶ୍ର |
ସଂଳାପ | ସଞ୍ଜୟ ମହାକୁଡ଼ |
ଚିତ୍ରନାଟ୍ୟ | ଅମରେଶ ପତି |
କଳାକାର | ସମ୍ବିତ ଆଚାର୍ଯ୍ୟ ସୂର୍ଯ୍ୟମୟୀ ମହାପାତ୍ର ବବି ମିଶ୍ର ପିଣ୍ଟୁ ନନ୍ଦ ରବି ମିଶ୍ର ଜୀବନ ପଣ୍ଡା ଚୌଧୁରୀ ଜୟପ୍ରକାଶ ଦାସ |
ସଙ୍ଗୀତ | ଅଭିଜିତ ମଜୁମଦାର |
ଚିତ୍ରଗ୍ରହଣ | ଏସ୍. ରଞ୍ଜନ |
ସମ୍ପାଦକ | ପିଣ୍ଟୁ ନାୟକ |
ମୁକ୍ତିଲାଭ ତାରିଖ | ୩୧ ଅକ୍ଟୋବର ୨୦୨୧ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଲାଲି ହବ କାହାର, ୨୦୨୧ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଅଭିନେତା ରବି ମିଶ୍ର ।[୧] ସଞ୍ଜୟ ମହାକୁଳ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ଅଶୋକ ପତି ଏହି କଥାଚିତ୍ରଟି ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତକାର ଅଭିଜିତ ମଜୁମଦାର ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।[୧]
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସମ୍ବିତ ଅଚାର୍ଯ୍ୟ ଓ ସୂର୍ଯ୍ୟମୟୀ ମହାପାତ୍ର । ବବି ମିଶ୍ର, ପିଣ୍ଟୁ ନନ୍ଦ, ରବି ମିଶ୍ର, ଜୀବନ ପଣ୍ଡା, ଚୌଧୁରୀ ବିକାଶ ଦାସ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟିର ୩୧ ଅକ୍ଟୋବର ୨୦୨୧ରେ ଜୀ ସାର୍ଥକରେ ମୁକ୍ତିଲାଭ କରିଥିଲା ।[୧]
ଅଭିନୟ
[ସମ୍ପାଦନା]- ସମ୍ବିତ ଆଚାର୍ଯ୍ୟ - କ୍ରିଷ୍ଣା
- ସୂର୍ଯ୍ୟମୟୀ ମହାପାତ୍ର - ଲାଲି
- ବବି ମିଶ୍ର - ଦୁର୍ଗାଶଙ୍କର
- ପିଣ୍ଟୁ ନନ୍ଦ - ଶକ୍ତିଶଙ୍କର
- ରବି ମିଶ୍ର - ଗୋବର୍ଦ୍ଧନ/ଗୋବର
- ଜୀବନ ପଣ୍ଡା
- ଚୌଧୁରୀ ଜୟପ୍ରକାଶ ଦାସ - ଚୈତନ୍ୟ
କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଭିଜିତ ମଜୁମଦାର ।[୧] ଗୀତିକାର ନିର୍ମଳ ନାୟକ ଏହି କଥାଚିତ୍ରଟିର ଗୀତିଗୁଡ଼ିକ ରଚନା କରିଥିଲେ । ତାରିଜ୍ ଅଜିଜ୍, ଅଭିଜିତ ମଜୁମଦାର, ସୋହିନୀ ମିଶ୍ର, ସତ୍ୟଜିତ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ଗୀତ
[ସମ୍ପାଦନା]କ୍ରମ | ଗୀତ | ଗାୟକ | ସମୟ |
---|---|---|---|
1. | "ହାଏଗୋ ଦମୟନ୍ତୀ" | ଅଭିଜିତ ମଜୁମଦାର | |
2. | "ତୋ ପ୍ରେମର ଇସାରା" |
ଆଧାର
[ସମ୍ପାଦନା]ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଲାଲି ହବ କାହାର