କୁଳାଙ୍ଗାର
Appearance
(Kulangarରୁ ଲେଉଟି ଆସିଛି)
କୁଳାଙ୍ଗାର | |
---|---|
ନିର୍ଦ୍ଦେଶକ | ଅଶ୍ୱିନୀ ଗଡ଼ନାୟକ |
ପ୍ରଯୋଜକ | ଦେବାଶିଷ ପାତ୍ର |
ସଂଳାପ | ବିଜୟ ମଲ୍ଲ |
ଚିତ୍ରନାଟ୍ୟ | ବିଜୟ ମଲ୍ଲ |
କଳାକାର | ପ୍ରଦୀପ କୁମାର ସାହୁ ଆନିଷା ଶର୍ମା ସଲିଲ ମିତ୍ର ମୋନାଲିସା ପାତ୍ର ଅଶ୍ରୁମୋଚନ ମହାନ୍ତି ସୁକାନ୍ତ ରଥ ରତନ ମେହେର |
ସଙ୍ଗୀତ | ଶରତ ନାୟକ |
ଚିତ୍ରଗ୍ରହଣ | ରଜନୀକାନ୍ତ ବାରିକ |
ସମ୍ପାଦକ | ତାପସ ରଞ୍ଜନ ବେହେରା |
ମୁକ୍ତିଲାଭ ତାରିଖ | ୨୫ ନଭେମ୍ବର ୨୦୧୮ |
ଦେଶ | ଭାରତ |
ଭାଷା | ଓଡ଼ିଆ |
କୁଳାଙ୍ଗାର, ୨୦୧୮ ମସିହାରେ ଦୂରଦର୍ଶନରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଦେବାଶିଷ ପାତ୍ର । ବିଜୟ ମଲ୍ଲ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ଏବଂ ସଂଳାପ ରଚନା କରିଥିଲେ । ଅଶ୍ୱିନୀ ଗଡ଼ନାୟକ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।
ପ୍ରଦୀପ କୁମାର ସାହୁ, ଆନିଷା ଶର୍ମା, ସଲିଲ ମିତ୍ର, ମୋନାଲିସା ପାତ୍ର, ଅଶ୍ରୁମୋଚନ ମହାନ୍ତି, ସୁକାନ୍ତ ରଥ, ରତନ ମେହେର ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟି ଓଡ଼ିଆ ଦୂରଦର୍ଶନ ଚେନାଲ ଜୀ ସାର୍ଥକରେ ୨୫ ନଭେମ୍ବର ୨୦୧୮ ଦିନ ମୁକ୍ତିଲାଭ କରିଥିଲା ।[୧]
ଅଭିନୟ
[ସମ୍ପାଦନା]- ପ୍ରଦୀପ କୁମାର ସାହୁ
- ଆନିଷା ଶର୍ମା
- ସଲିଲ ମିତ୍ର
- ମୋନାଲିସା ପାତ୍ର
- ଅଶ୍ରୁମୋଚନ ମହାନ୍ତି
- ସୁକାନ୍ତ ରଥ
- ରତନ ମେହେର
କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଶରତ ନାୟକ । ଶରତ ନାୟକ, ଅନ୍ତରା ଚକ୍ରବର୍ତ୍ତୀ, ସଂଗ୍ରାମ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ଗୀତ
[ସମ୍ପାଦନା]କ୍ରମ | ଗୀତ | ସମୟ |
---|---|---|
1. | "ଏ ଜୀବନ ଦେଇଯାଏ" | |
2. | "କଳଙ୍କ ମଥାରେ ବୋଳି କୁଳାଙ୍ଗାର" |
ଆଧାର
[ସମ୍ପାଦନା]- ↑ "Kulangara (TV Movie by Zee Sarthak)". Odia Movie Database. Retrieved 1 January 2019.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ କୁଳାଙ୍ଗାର