କୁଳାଙ୍ଗାର

ଉଇକିପିଡ଼ିଆ ରୁ
Jump to navigation Jump to search
କୁଳାଙ୍ଗାର
ନିର୍ଦ୍ଦେଶକଅଶ୍ୱିନୀ ଗଡ଼ନାୟକ
ପ୍ରଯୋଜକଦେବାଶିଷ ପାତ୍ର
ସଂଳାପବିଜୟ ମଲ୍ଲ
ଚିତ୍ରନାଟ୍ୟବିଜୟ ମଲ୍ଲ
କଳାକାରପ୍ରଦୀପ
ଆନିଷା ଶର୍ମା
ସଲିଲ ମିତ୍ର
ମୋନାଲିସା
ଅଶ୍ରୁମୋଚନ ମହାନ୍ତି
ସୁକାନ୍ତ ରଥ
ରତନ ମେହେର
ସଙ୍ଗୀତଶରତ ନାୟକ
ଚିତ୍ରଗ୍ରହଣରଜନୀକାନ୍ତ ବାରିକ
ସମ୍ପାଦକତାପସ ରଞ୍ଜନ ବେହେରା
ମୁକ୍ତିଲାଭ ତାରିଖ
୨୫ ନଭେମ୍ବର ୨୦୧୮
ଦେଶ ଭାରତ
ଭାଷାଓଡ଼ିଆ

କୁଳାଙ୍ଗାର, ୨୦୧୮ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର କୌଣସି ପ୍ରେକ୍ଷାଳୟରେ ପ୍ରଦର୍ଶିତ ନ ହୋଇ ଓଡ଼ିଆ ଦୂରଦର୍ଶନ ଚେନାଲ ଜୀ ସାର୍ଥକରେ ୨୫ ନଭେମ୍ବର ୨୦୧୮ ଦିନ ସନ୍ଧ୍ୟା ପ୍ରଦର୍ଶିତ ହୋଇଥିଲା ।[୧] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଦେବାଶିଷ ପାତ୍ର । ବିଜୟ ମଲ୍ଲ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ଏବଂ ସଂଳାପ ରଚନା କରିଥିଲେ । ଅଶ୍ୱିନୀ ଗଡ଼ନାୟକ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।

ପ୍ରଦୀପ, ଆନିଷା ଶର୍ମା, ସଲିଲ ମିତ୍ର, ମୋନାଲିସା, ଅଶ୍ରୁମୋଚନ ମହାନ୍ତି, ସୁକାନ୍ତ ରଥ, ରତନ ମେହେର ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଶରତ ନାୟକ । ଶରତ ନାୟକ, ଅନ୍ତରା ଚକ୍ରବର୍ତ୍ତୀ, ସଂଗ୍ରାମ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ[ସମ୍ପାଦନା]

କ୍ରମଗୀତସମୟ
1."ଏ ଜୀବନ ଦେଇଯାଏ" 
2."କଳଙ୍କ ମଥାରେ ବୋଳି କୁଳାଙ୍ଗାର" 

ଆଧାର[ସମ୍ପାଦନା]

  1. "Kulangara (TV Movie by Zee Sarthak)". Odia Movie Database. Retrieved 1 January 2019.

ବାହାର ଆଧାର[ସମ୍ପାଦନା]