ଗୁପ୍ଚୁପ୍ (ଓଡ଼ିଆ କଥାଚିତ୍ର)
ଗୁପ୍ଚୁପ୍ | |
---|---|
ନିର୍ଦ୍ଦେଶକ | ପୃଥ୍ୱୀରାଜ ପଟ୍ଟନାୟକ |
ପ୍ରଯୋଜକ | ଅନିକେତ ଦାସ, ସଂଘମିତ୍ରା ମହାନ୍ତି |
ଚିତ୍ରନାଟ୍ୟ | ପୃଥ୍ୱୀରାଜ ପଟ୍ଟନାୟକ |
କାହାଣୀ | ମାନସ ପଡ଼ିହାରୀ |
କଳାକାର | ଅମ୍ଳାନ ଦାସ ସନ୍ମିରା ନାଗେଶ ଶୈଳେନ୍ଦ୍ର ସାମନ୍ତରାୟ ଅନନ୍ୟା ମିଶ୍ର |
ସଙ୍ଗୀତ | ନବ୍ସ, ସରୋଜ |
ଚିତ୍ରଗ୍ରହଣ | ଅକ୍ଷୟ କୁମାର ନାୟକ |
ସମ୍ପାଦକ | ମାନସ କୁମାର ସାହୁ |
ମୁକ୍ତିଲାଭ ତାରିଖ | ୧୦ ଜୁନ ୨୦୨୨ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଗୁପ୍ଚୁପ୍ ୨୦୨୨ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଅନିକେତ ଦାସ ଓ ସଂଘମିତ୍ରା ମହାନ୍ତି ।[୨] ଏହି କଥାଚିତ୍ରଟି ବ୍ଲାକ ଆଣ୍ଡ୍ ହ୍ୱାଇଟ୍ ମୋସନ୍ ପିକ୍ଚର୍ଜ ବ୍ୟାନରରେ ନିର୍ମାଣ କରାଯାଇଥିଲା ।[୩] ମାସନ ପଡ଼ିହାରୀ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ପୃଥ୍ୱୀରାଜ ପଟ୍ଟନାୟକ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୨]
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅମ୍ଳାନ ଦାସ ଓ ସନ୍ମିରା ନାଗେଶ ।[୪] ଶୈଳେନ୍ଦ୍ର ସାମନ୍ତରାୟ, ଅନନ୍ୟା ମିଶ୍ର, ଅରୋଶିଖା ମିଶ୍ର, ହିମାଙ୍ଗି ଦତ୍ତ, ପପୁ ପମ ପମ, ମିହିର ଦାସ, ବଣ୍ଟି ଆର୍. ସାମଲ, ସନ୍ତୁ ନିଜେ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟି ୨୦୨୨ ମସିହାର ଜୁନ ୧୦ ତାରିଖରେ ମୁକ୍ତିଲାଭ କରିଥିଲା ।[୫]
ଅଭିନୟ
[ସମ୍ପାଦନା]- ଅମ୍ଳାନ ଦାସ
- ସନ୍ମିରା ନାଗେଶ
- ଶୈଳେନ୍ଦ୍ର ସାମନ୍ତରାୟ
- ଅନନ୍ୟା ମିଶ୍ର
- ଅରୋଶିଖା ମିଶ୍ର
- ହିମାଙ୍ଗି ଦତ୍ତ
- ପପୁ ପମ ପମ
- ମିହିର ଦାସ
- ବଣ୍ଟି ଆର୍. ସାମଲ
- ସନ୍ତୁ ନିଜେ
କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଇଲେ ନବ୍ସ ଓ ସରୋଜ । ଅରୁଣ ମନ୍ତ୍ରୀ, ତପୁ ନାୟକ, ଦେବଦାସ ଛୋଟରାୟ, ଅପ୍ତକମ ରଥ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ସ୍ୱୟମ ପାଢ଼ୀ, ଅମ୍ରିତା ନାୟକ, ଶଶାଙ୍କ ଶେଖର, ସତ୍ୟଜିତ ପ୍ରଧାନ, ଅସୀମା ପଣ୍ଡା ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ଗୀତ
[ସମ୍ପାଦନା]କ୍ରମ | ଗୀତ | କବି | ଗାୟକ | ସମୟ |
---|---|---|---|---|
1. | "ମାହି ମାହି" | ଅପ୍ତକମ ରଥ | ସ୍ୱୟମ ପାଢ଼ୀ | |
2. | "ଚାନ୍ଦର ଚାନ୍ଦିନୀ ପରି" | ଅରୁଣ ମନ୍ତ୍ରୀ | ଶଶାଙ୍କ ଶେଖର, ଅମ୍ରିତା ନାୟକ | |
3. | "ତୋ ଆଖି ତୀର" | ଅପ୍ତକମ ରଥ | ସତ୍ୟଜିତ ପ୍ରଧାନ, ଅସୀମା ପଣ୍ଡା | |
4. | "ତୋ ଆଖି ମୋ ଆଇନା" | ଅପ୍ତକମ ରଥ | ସତ୍ୟଜିତ ପ୍ରଧାନ, ଅମ୍ରିତା ନାୟକ |
ଆଧାର
[ସମ୍ପାଦନା]- ↑ "ପାଖେଇ ଆସୁଛି ରଜ, ଚାରିଆଡେ ଉତ୍ସବର ମାହୋଲ୍". Argus News. 9 June 2022. Archived from the original on 11 June 2022. Retrieved 11 June 2022.
- ↑ ୨.୦ ୨.୧ "ସିନେ ଦୁନିଆରେ ରଜ ଉତ୍ସବ, ଫିଲ୍ମ ଫ୍ରାଇଡେ ରିଲିଜ୍ କଲା 'ଦିଲ୍ ମୋର ମାନେନା' ଓ 'ଗୁପ୍ଚୁପ୍'". Prameya. ଭୁବନେଶ୍ୱର. 10 June 2022. Archived from the original on 11 June 2022. Retrieved 11 June 2022.
- ↑ "'ଟୁଆଁ ଟୁଇଁ' ସାଜିବେ ଶୈଳେନ୍ଦ୍ର-ସନ୍ମୀରା". ପ୍ରମେୟ. 16 February 2022. p. 6. Archived from the original on 6 January 2023. Retrieved 6 January 2023.
- ↑ "ଗୁପ୍ଚୁପ୍ ଯୋଡ଼ି". ସକାଳ. 19 June 2022. p. ୨. Archived from the original on 20 June 2022. Retrieved 20 June 2022.
- ↑ "୮ ମାସରେ ମୁକ୍ତିଲାଭ କରିଛି ୪୧ଟି ଓଡ଼ିଆ ସିନେମା". ସମ୍ବାଦ. sambad.in. 21 August 2022. Archived from the original on 25 October 2022. Retrieved 25 October 2022.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଗୁପ୍ଚୁପ୍