ବିଲ୍ୱମଙ୍ଗଳ

ଉଇକିପିଡ଼ିଆ‌ରୁ
(Bilwa Mangalaରୁ ଲେଉଟି ଆସିଛି)
ବିଲ୍ୱ ମଙ୍ଗଳ
ନିର୍ଦ୍ଦେଶକଜେ. ଏଚ୍. ସତ୍ତାର
ପ୍ରଯୋଜକବ୍ରଜରାଜ ମୁଭିଜ୍
କଳାକାରଦୁଃଖିରାମ ସ୍ୱାଇଁ
ଜୟୀରାମ ସାମଲ
ସଙ୍ଗୀତପ୍ରଫୁଲ୍ଲ କର
ରାଖଲ ମହାନ୍ତି
ମୁକ୍ତିଲାଭ ତାରିଖ
୧୯୮୧
ଦେଶ ଭାରତ
ଭାଷାଓଡ଼ିଆ

ବିଲ୍ୱ ମଙ୍ଗଳ, ୧୯୮୧ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ନିର୍ମାଣ କରିଥିଲେ ବ୍ରଜରାଜ ମୁଭିଜ୍ । ଜେ. ଏଚ୍. ସତ୍ତାର ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତ ନିର୍ଦ୍ଦେଶକ ପ୍ରଫୁଲ୍ଲ କର ଓ ରାଖଲ ମହାନ୍ତି ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।

ଦୁଃଖିରାମ ସ୍ୱାଇଁ, ଜୟୀରାମ ସାମଲ ଆଦି କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ ।

ଅଭିନୟ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପ୍ରଫୁଲ୍ଲ କର ଏବଂ ରାଖଲ ମହାନ୍ତିସିକନ୍ଦର ଆଲାମ, ସୁବାସ ଦାସ, ଚିତ୍ତ ଜେନା, ପ୍ରଫୁଲ୍ଲ କର ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ[ସମ୍ପାଦନା]

କ୍ରମଗୀତଗାୟକସମୟ
1."ଅନ୍ଧ କରି ମୋତେ କରିଲୁ ଧନ୍ୟ"ମହମ୍ମଦ ସିକନ୍ଦର ଆଲମ 
2."କହଇ ମନ ମୋ ବୋଲ କର"ଚିତ୍ତ ଜେନା 
3."ଭ୍ରମର ନାଚିଯାରେ ଏଇ ଗାଁର ଫୁଲ ଫୁଲ"ସୁବାସ ଦାସ 
4."ବିଲ୍ୱ ମଙ୍ଗଳ"  

ଆଧାର[ସମ୍ପାଦନା]

ବାହାର ଆଧାର[ସମ୍ପାଦନା]