ହାଟମୁନିଗୁଡ଼ା
ଦେଖଣା
ହାଟମୁନିଗୁଡ଼ା | |
---|---|
ଗ୍ରାମ | |
ଦେଶ | India |
ରାଜ୍ୟ | ଓଡ଼ିଶା |
ଜିଲ୍ଲା | ରାୟଗଡ଼ା |
Elevation | 207 m (679 ft) |
ଭାଷା | |
• ସରକାରୀ | ଓଡ଼ିଆ |
Time zone | UTC+5:30 (IST) |
ହାଟମୁନିଗୁଡ଼ା ଓଡ଼ିଶାର ରାୟଗଡ଼ା ଜିଲ୍ଲାରେ ଅବସ୍ଥିତ ଏକ ଗ୍ରାମ ।[୧] ଆଦିବାସୀ ଅଧ୍ୟୁଷିତ ଏହି ଗ୍ରାମ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ।
ଭୂଗୋଳ
[ସମ୍ପାଦନା]ମୁନିଗୁଡ଼ା ବ୍ଲକ ଅଧିନସ୍ଥ ଏହି ଗ୍ରାମ ହାଟମୁନିଗୁଡ଼ାର ଭୌଗୋଳିକ ଅବସ୍ଥାନ ହେଉଛି latd = ୧୯° ୩୫′ ୨୪″,longd = ୮୩° ୩୦′ ୦୦″ । ବ୍ଳକ ମୁଖ୍ୟାଳୟ ମୁନିଗୁଡାଠାରୁ ୨ କି.ମି. ଦୂର ଏବଂ ଜିଲ୍ଲା ମୁଖ୍ୟାଳୟ ରାୟଗଡ଼ାଠାରୁ ଏହା ୪୩.୯ କି.ମି. ଦୂରରେ ରହିଛି । ନିକଟତମ ରେଳଷ୍ଟେସନ ମୁନିଗୁଡ଼ା ଏବଂ ଏହାର ନିକଟତମ ବିମାନ ବନ୍ଦର ହେଉଛି ଜୟପୁର । ଏଠାକାର ପ୍ରଚଳିତ ଭାଷା ହେଉଛି ଓଡ଼ିଆ ଏବଂ ତେଲୁଗୁ ।
ବିଦ୍ୟାଳୟ
[ସମ୍ପାଦନା]ଗାଆଁର ନିକଟତମ ଶିକ୍ଷାନୁଷ୍ଠାନଗୁଡ଼ିକ ହେଲା -
- ନଳୀନି ବିଦ୍ୟା ମନ୍ଦିର
- ମୁନିଗୁଡା ମହାବିଦ୍ୟାଳୟ
- ହାଟମୁନିଗୁଡ଼ା ସରକାରୀ ୟୁ.ପି. ସ୍କୁଲ
ଆଧାର
[ସମ୍ପାଦନା]- ↑ "Hatamuniguda village". Retrieved 14 June 2016.
ବାହାର ତଥ୍ୟ
[ସମ୍ପାଦନା]ଏହି ଲେଖାଟି ଓଡ଼ିଶାର ଏକ ସ୍ଥାନ ବାବଦରେ ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |