ହାଟମୁନିଗୁଡ଼ା

ଉଇକିପିଡ଼ିଆ‌ରୁ
(Hatamunigudaରୁ ଲେଉଟି ଆସିଛି)

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ହାଟମୁନିଗୁଡ଼ା
ଗ୍ରାମ
ଦେଶ India
ରାଜ୍ୟଓଡ଼ିଶା
ଜିଲ୍ଲାରାୟଗଡ଼ା
Elevation
207 m (679 ft)
ଭାଷା
 • ସରକାରୀଓଡ଼ିଆ
Time zoneUTC+5:30 (IST)

ହାଟମୁନିଗୁଡ଼ା ଓଡ଼ିଶାର ରାୟଗଡ଼ା ଜିଲ୍ଲାରେ ଅବସ୍ଥିତ ଏକ ଗ୍ରାମ ।[୧] ଆଦିବାସୀ ଅଧ୍ୟୁଷିତ ଏହି ଗ୍ରାମ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ।

ଭୂଗୋଳ[ସମ୍ପାଦନା]

ମୁନିଗୁଡ଼ା ବ୍ଲକ ଅଧିନସ୍ଥ ଏହି ଗ୍ରାମ ହାଟମୁନିଗୁଡ଼ାର ଭୌଗୋଳିକ ଅବସ୍ଥାନ ହେଉଛି latd = ୧୯° ୩୫′ ୨୪″,longd = ୮୩° ୩୦′ ୦୦″ । ବ୍ଳକ ମୁଖ୍ୟାଳୟ ମୁନିଗୁଡାଠାରୁ ୨ କି.ମି. ଦୂର ଏବଂ ଜିଲ୍ଲା ମୁଖ୍ୟାଳୟ ରାୟଗଡ଼ାଠାରୁ ଏହା ୪୩.୯ କି.ମି. ଦୂରରେ ରହିଛି । ନିକଟତମ ରେଳଷ୍ଟେସନ ମୁନିଗୁଡ଼ା ଏବଂ ଏହାର ନିକଟତମ ବିମାନ ବନ୍ଦର ହେଉଛି ଜୟପୁର । ଏଠାକାର ପ୍ରଚଳିତ ଭାଷା ହେଉଛି ଓଡ଼ିଆ ଏବଂ ତେଲୁଗୁ ।

ବିଦ୍ୟାଳୟ[ସମ୍ପାଦନା]

ଗାଆଁର ନିକଟତମ ଶିକ୍ଷାନୁଷ୍ଠାନଗୁଡ଼ିକ ହେଲା -

  • ନଳୀନି ବିଦ୍ୟା ମନ୍ଦିର
  • ମୁନିଗୁଡା ମହାବିଦ୍ୟାଳୟ
  • ହାଟମୁନିଗୁଡ଼ା ସରକାରୀ ୟୁ.ପି. ସ୍କୁଲ

ଆଧାର[ସମ୍ପାଦନା]

  1. "Hatamuniguda village". Retrieved 14 June 2016.

ବାହାର ତଥ୍ୟ[ସମ୍ପାଦନା]