ସର୍ବସାଧାରଣ (ଖବରକାଗଜ)

ଉଇକିପିଡ଼ିଆ‌ରୁ
ସର୍ବସାଧାରଣ
ମାଲିକଏସ୍.ଏଲ୍.ବି ମିଡିଆ ଓ ଏନଟରଟେନମେନ୍ଟ୍ (ପା) ଲିମିଟେଡ
ପ୍ରକାଶକବୈରି ଗଞ୍ଜନ ଦାଶ
ସମ୍ପାଦକବୈରି ଗଞ୍ଜନ ଦାଶ
ସମ୍ବାଦ ସମ୍ପାଦକପାର୍ଥ ସାରଥି ବେହେରା
ପ୍ରତିଷ୍ଠିତ୨୦୧୧
ଭାଷାଓଡ଼ିଆ
ମୁଖ୍ୟାଳୟଭୁବନେଶ୍ୱର
ୱେବସାଇଟOfficial website


'ସର୍ବସାଧାରଣ' ଭୁବନେଶ୍ୱରରୁ ପ୍ରକାଶିତ ହେଉଥିବା ଏକ ଦୈନିକ ଓଡ଼ିଆ ଖବରକାଗଜ । ଏହା ୮ ଫେବୃଆରୀ ୨୦୧୧ରୁ ପ୍ରକାଶିତ ହୋଇଆସୁଛି ।[୧]


ବାହାର ଲିଙ୍କ[ସମ୍ପାଦନା]

  1. http://www.samachar.com/Orissa-gets-a-new-Oriya-daily--Sarbasadharana-lcpiNQcehfe.html[permanent dead link]