ଜୟଦେବ (୧୯୮୭ର ଚଳଚ୍ଚିତ୍ର)
ଦେଖଣା
| ଜୟଦେବ | |
|---|---|
| ନିର୍ଦ୍ଦେଶକ | ଶ୍ୟାମଳ ମୁଖାର୍ଜୀ |
| ପ୍ରଯୋଜକ | ସଚ୍ଚି ରାଉତରାୟ |
| କଳାକାର | ଉତ୍ତମ ମହାନ୍ତି, ଅନିତା ଦାସ, ଗୋବିନ୍ଦ ତେଜ, ରାଧା ପଣ୍ଡା |
ମୁକ୍ତିଲାଭ ତାରିଖ | ୧୯୮୭ |
| ଦେଶ | |
| ଭାଷା | ଓଡ଼ିଆ |
| ଖର୍ଚ୍ଚ | |
ଶ୍ୟାମଳ ମୁଖାର୍ଜୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆ ଚଳଚ୍ଚିତ୍ର ଜୟଦେବ ୧୯୮୭ ମସିହାରେ ମୁକ୍ତିଲାଭ କରିଥିଲା ।
ଅଭିନୟରେ
[ସମ୍ପାଦନା]ଓଡ଼ିଆ ଚଳଚ୍ଚିତ୍ର ‘ଜୟଦେବ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:
ଆଧାର
[ସମ୍ପାଦନା]ଅଧିକ ତଥ୍ୟ
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଜୟଦେବ