ନଚିକେତା ଘୋଷ

ଉଇକିପିଡ଼ିଆ‌ରୁ

ନଚିକେତା ଘୋଷ (୨୮ ଜାନୁଆରୀ ୧୯୨୫ – ୧୨ ଅକ୍ଟୋବର ୧୯୭୬) ବଙ୍ଗଳା ଭାଷାର ଜଣେ ଗାୟକସଙ୍ଗୀତ ନିର୍ଦ୍ଦେଶକ ଥିଲେ । ୧୯୫୯ ମସିହାରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ଶ୍ରୀ ଶ୍ରୀ ମହାଲକ୍ଷ୍ମୀ ପୂଜାର ସେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଯେଉଁଥିରେ ହେମନ୍ତ କୁମାର, ସନ୍ଧ୍ୟା ମୁଖାର୍ଜୀବୀଣାପାଣି ପତି ଆଦି ଗୀତ ଗାଇଥିଲେ । ତାଙ୍କର ପିତାଙ୍କ ନାମ ସନତ କୁମାର ଘୋଷ । ୧୯୫୩ଠାରୁ ୧୯୮୪ ମଧ୍ୟରେ ସେ ଷାଠିଏରୁ ଉର୍ଦ୍ଧ୍ୱ କଥାଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ।[୧]

ଆଧାର[ସମ୍ପାଦନା]

  1. সুরকার নচিকেতা ঘোষ এর জীবনকাহিনি | Life story of composer NACHIKETA GHOSH | Music | নচিকেতা ঘোষ, retrieved 2023-11-25