ଶେଫାଳୀ ନାୟକ
ଦେଖଣା
ଶେଫାଳୀ ନାୟକ | |
|---|---|
| ଜନ୍ମ | |
| ପେଷା | ଓଡ଼ିଆ କଥାଚିତ୍ର ଅଭିନେତ୍ରୀ |
| କାର୍ଯ୍ୟକାଳ | ୧୯୫୯- ୧୯୬୨ |
| ଜୀବନସାଥୀ | ବିଶ୍ୱନାଥ ନାୟକ |
ଶେଫାଳୀ ନାୟକ ଜଣେ ଓଡ଼ିଆ କଥାଚିତ୍ର ଅଭିନେତ୍ରୀ ।
ପରିବାର
[ସମ୍ପାଦନା]ଓଡ଼ିଆ କଥାଚିତ୍ର ନିର୍ଦ୍ଦେଶକ ଓ ସଂପାଦକ ବିଶ୍ୱନାଥ ନାୟକ ତାଙ୍କ ପତି ।
ଅଭିନିତ କଥାଚିତ୍ର
[ସମ୍ପାଦନା]- ଶ୍ରୀ ଶ୍ରୀ ମହାଲକ୍ଷ୍ମୀ ପୂଜା (୧୯୫୯)
- ଜୟଦେବ (୧୯୬୨)
ଆଧାର
[ସମ୍ପାଦନା]ଅଧିକ ତଥ୍ୟ
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଶେଫାଳୀ ନାୟକ