ପଞ୍ଚୁ ପାଣ୍ଡବ (ଓଡ଼ିଆ କଥାଚିତ୍ର)
Jump to navigation
Jump to search
ପଞ୍ଚୁ ପାଣ୍ତବ | |
---|---|
ନିର୍ଦ୍ଦେଶକ | ଶିଶିର ମୋହନ ପତି |
ପ୍ରଯୋଜକ | କାଞ୍ଚନବାଳା ନନ୍ଦ |
କଳାକାର | ଉତ୍ତମ ମହାନ୍ତି, ପ୍ରଶାନ୍ତ ନନ୍ଦ, ଶ୍ରୀରାମ ପଣ୍ଡା, ମହାଶ୍ୱେତା ରାୟ |
ସଙ୍ଗୀତ | ପ୍ରଶାନ୍ତ ନନ୍ଦ |
ମୁକ୍ତିଲାଭ ତାରିଖ | ୧୯୮୯ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ପଞ୍ଚୁ ପାଣ୍ତବ ଶିଶିର ମୋହନ ପତିଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓ ୧୯୮୯ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ପ୍ରଶାନ୍ତ ନନ୍ଦ ପ୍ରଥମ ଥର ପାଇଁ ଏହି କଥାଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ।
ଅଭିନୟରେ[ସମ୍ପାଦନା]
‘ପଞ୍ଚୁ ପାଣ୍ତବ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:[୧]
- ଉତ୍ତମ ମହାନ୍ତି
- ପ୍ରଶାନ୍ତ ନନ୍ଦ
- ଶ୍ରୀରାମ ପଣ୍ଡା
- ଶ୍ରୀକାନ୍ତ ଗୌତମ
- ପୃଥ୍ୱୀରାଜ ମିଶ୍ର
- ମହାଶ୍ୱେତା ରାୟ
- ପୁଷ୍ପା ପଣ୍ଡା
- ଶଙ୍କର ବସୁ ମଲ୍ଲିକ
- ସାଗର କୁମାର ଦାସ[୨]
ଆଧାର[ସମ୍ପାଦନା]
- ↑ ନନ୍ଦ, ପ୍ରଶାନ୍ତ. "ବୋହୂ ହବ ଏମିତି ଓ ପଞ୍ଚୁ ପାଣ୍ଡବର ସୁଟିଂ". ନିତିଦିନ 'ନଜର୍'. Retrieved 27 March 2017.
- ↑ "ବରିଷ୍ଠ ହାସ୍ୟ ଅଭିନେତା ସାଗର କୁମାର ଦାସ". ଧ୍ୱନି ପ୍ରତିଧ୍ୱନି (in Odia). ଓଡ଼ିଶା. 12 August 2018. p. 6. Archived from the original (PDF) on 5 September 2018. Retrieved 5 September 2018.CS1 maint: unrecognized language (link)
ଅଧିକ ତଥ୍ୟ[ସମ୍ପାଦନା]
- ଇଣ୍ଟରନେଟ ମୁଭି ଡାଟାବେସରେ ପଞ୍ଚୁ ପାଣ୍ଡବ