ଶ୍ରୀକାନ୍ତ ଗୌତମ

ଉଇକିପିଡ଼ିଆ‌ରୁ
ଶ୍ରୀକାନ୍ତ ଗୌତମ
Occupation(s)(ଓଡ଼ିଆ) ଗୀତିକାର, ଅଭିନେତା, ସଂଳାପକାର
Years active୧୯୭୯ - ଏବେଯାଏଁ
Relativesପ୍ରଶାନ୍ତ ନନ୍ଦ (ବଡ଼ ଭାଇ)

ଶ୍ରୀକାନ୍ତ ଗୌତମ ଜଣେ ଭାରତୀୟ ଗୀତିକାର, ଅଭିନେତା, ସଂଳାପ ଲେଖକ ।[୧] ସେ ଓଡ଼ିଶାରେ ଜନ୍ମିତ ଓ ଓଡ଼ିଆ ଚଳଚ୍ଚିତ୍ର ତଥା ଆଲବମରେ ଜଣେ ଅଭିନେତା ତଥା ଗୀତିକାର ଭାବେ କାର୍ଯ୍ୟ କରନ୍ତି । ଅଭିନେତା ତଥା ନିର୍ଦ୍ଦେଶକ ପ୍ରଶାନ୍ତ ନନ୍ଦଙ୍କର ତାଙ୍କର ବଡ଼ ଭାଇ । ତାଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ମଧ୍ୟରେ ମିଠା ମିଠା ଅନ୍ୟତମ ।[୨]

ଚଳଚ୍ଚିତ୍ର ତାଲିକା[ସମ୍ପାଦନା]

ସଂଗୀତ[ସମ୍ପାଦନା]

ଅଭିନେତା[ସମ୍ପାଦନା]

ଲେଖକ[ସମ୍ପାଦନା]

ବର୍ଷ ଚଳଚ୍ଚିତ୍ର ମନ୍ତବ୍ୟ
୨୦୧୭ ମିଠା ମିଠା (ସଂଳାପ/କାହାଣୀ)[୩]
୨୦୧୫ ରଘୁପତି ରାଘବ ରାଜାରାମ (ସଂଳାପ)
୨୦୧୪ ୱାନ୍ ୱେ ଟ୍ରାଫିକ୍ (ସଂଳାପ/କାହାଣୀ)
୨୦୧୪ ପାଗଳ କରିଚୁ ତୁ (ସଂଳାପ)
୨୦୧୪ ଲେଖୁଲେଖୁ ଲେଖିଦେଲି (ସଂଳାପ)
୨୦୧୪ ଗୋଲାପି ଗୋଲାପି (ସଂଳାପ)
୨୦୧୪ ଆଖିରେ ଆଖିରେ (ଦ୍ୱାରା ସଂଳାପ)

ଆଧାର[ସମ୍ପାଦନା]

  1. "Soon: Swara Odishara on Sarthak TV". Indian Television Dot Com (in ଇଂରାଜୀ). 7 June 2014. Retrieved 23 September 2020.
  2. "Actor by chance - OrissaPOST". Odisha News, Odisha Latest news, Odisha Daily - OrissaPOST. 10 August 2019. Retrieved 23 September 2020.
  3. ୩.୦ ୩.୧ "Srikant Goutam Movies: Latest and Upcoming Films of Srikant Goutam | eTimes". timesofindia.indiatimes.com. Retrieved 23 September 2020.
  4. Sahoo, Biswajit (2023-07-07). "ଓଡ଼ିଶାଲାଇଭ୍‌ରେ ଦେଖନ୍ତୁ ଶ୍ରୀକାନ୍ତ ଗୌତମଙ୍କ ସହ ସ୍ୱତନ୍ତ୍ର ସାକ୍ଷାତକାର". OdishaLIVE (in ଆମେରିକୀୟ ଇଂରାଜୀ). Retrieved 2023-08-29.

ଅଧିକ ତଥ୍ୟ[ସମ୍ପାଦନା]