ଲୁଚକାଳି (ଓଡ଼ିଆ କଥାଚିତ୍ର)
ଦେଖଣା
ଲୁଚକାଳି-କ୍ୟାଚ ମି ଇଫ ୟୁ କ୍ୟାନ | |
---|---|
ନିର୍ଦ୍ଦେଶକ | ସୁଶାନ୍ତ ମଣି |
ପ୍ରଯୋଜକ | ନୀଳକଣ୍ଠ ଦାଶ |
ସଂଳାପ | (ସଂଳାପ): ବାପୁ ଗୋସ୍ୱାମୀ |
ଚିତ୍ରନାଟ୍ୟ | ସୁଶାନ୍ତ ମଣି |
କାହାଣୀ | ସୁଶାନ୍ତ ମଣି |
କଳାକାର | ବାବୁସାନ, ଶ୍ରୀୟା ଝା, ସମରେଶ, ବିଜୟ ମହାନ୍ତି |
ସଙ୍ଗୀତ | ଆନବୁ ସେଲବା |
ଚିତ୍ରଗ୍ରହଣ | ଅଭିରାମ ମିଶ୍ର |
ସମ୍ପାଦକ | ସୁଶାନ୍ତ ମଣି |
ବିତରକ | ବିତରକ |
ମୁକ୍ତିଲାଭ ତାରିଖ | ୨୦୧୨ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଖର୍ଚ୍ଚ | (ମୋଟ ଖର୍ଚ୍ଚ) |
ମୋଟ ଆୟ | (ମୋଟ ଆଦାୟ) |
ସୁଶାନ୍ତ ମଣିଙ୍କ ନିର୍ଦ୍ଦେଶନାରେ ନିର୍ମିତ 'ଚକାଡୋଳା ପ୍ରଡକ୍ସନ'ର ଓଡ଼ିଆ କଥାଚିତ୍ର ଲୁଚକାଳି (୨୦୧୨) ମସିହାରେ ମୁକ୍ତିଲାଭ କରିଥିଲା । [୧]
ଅଭିନୟରେ
[ସମ୍ପାଦନା]ଓଡ଼ିଆ କଥାଚିତ୍ର ‘ଲୁଚକାଳି’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ: [୨]
ଗୀତ ଓ ସଙ୍ଗୀତ
[ସମ୍ପାଦନା]- ସଙ୍ଗୀତକାର: ଆନବୁ ସେଲବା [୬]
- ଗୀତିକାର: ବାପୁ ଗୋସ୍ୱାମୀ
ଆଧାର
[ସମ୍ପାଦନା]- ↑ "movies.fullorissa.com: Luchakali Oriya Movie". Archived from the original on 2012-01-29. Retrieved 2012-01-20.
- ↑ incredibleorissa.com: Luchakali
- ↑ ଓଝା, ଶିବଶଙ୍କର (28 November 2021). "ସାତ ବର୍ଷ ହେଲା ଦେଖା ନଥିଲା: ପୁଣି ବଡ଼ ପରଦାରେ ଜଲଓ୍ୱା ଦେଖାଇବେ ତିନି ଓଲିଉଡ ସୁନ୍ଦରୀ | Sambad". ସମ୍ବାଦ. sambad.in. Archived from the original on 30 May 2022. Retrieved 30 May 2022.
- ↑ "ଏହି ଆଗଧାଡ଼ିର ନିର୍ଦ୍ଦେଶକଙ୍କ ସହ ଥରଟିଏ କାମ କରିଛନ୍ତି ମେଘା". ସମ୍ବାଦ. ଭୁବନେଶ୍ୱର: sambad.in. 8 October 2022. Archived from the original on 12 October 2022. Retrieved 12 October 2022.
- ↑ "ଆରପାରିରେ ଅଭିନେତା ଅଜିତ ଦାସ". Prameyanews7. 13 September 2020. Archived from the original on 13 September 2020. Retrieved 13 September 2020.
- ↑ odiasite.com: ଲୁଚକାଳି