ମୁଖ୍ୟମନ୍ତ୍ରୀ (ଓଡ଼ିଆ କଥାଚିତ୍ର)

ଉଇକିପିଡ଼ିଆ‌ରୁ
ମୁଖ୍ୟମନ୍ତ୍ରୀ
ନିର୍ଦ୍ଦେଶକଚିତ୍ତରଞ୍ଜନ ତ୍ରିପାଠୀ
ପ୍ରଯୋଜକଚିତ୍ତରଞ୍ଜନ ତ୍ରିପାଠୀ
ପନାଗ ଭୂଷଣ ମହାନ୍ତି
ସଂଳାପଚିତ୍ତରଞ୍ଜନ ତ୍ରିପାଠୀ
ଚିତ୍ରନାଟ୍ୟଚିତ୍ତରଞ୍ଜନ ତ୍ରିପାଠୀ
କାହାଣୀଚିତ୍ତରଞ୍ଜନ ତ୍ରିପାଠୀ
କଳାକାରସିଦ୍ଧାନ୍ତ ମହାପାତ୍ର
ସୋନାଲି ମହାପାତ୍ର
ସମରେଶ ରାଉତରାୟ
ବିଜୟ ମହାନ୍ତି
ସର୍ବିନ
ଅଜିତ ଦାସ
ସଙ୍ଗୀତଚିତ୍ତରଞ୍ଜନ ତ୍ରିପାଠୀ
ଚିତ୍ରଗ୍ରହଣଅଭିରାମ ମିଶ୍ର
ସମ୍ପାଦକଚନ୍ଦ୍ରଶେଖର ମିଶ୍ର
ମୁକ୍ତିଲାଭ ତାରିଖ
୩ ମାର୍ଚ୍ଚ ୨୦୦୯
ଦେଶ ଭାରତ
ଭାଷାଓଡ଼ିଆ

ମୁଖ୍ୟମନ୍ତ୍ରୀ, ୨୦୦୯ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଚିତ୍ତରଞ୍ଜନ ତ୍ରିପାଠୀ, ପନାଗ ଭୂଷଣ ମହାନ୍ତି । ଚିତ୍ତରଞ୍ଜନ ତ୍ରିପାଠୀ ଏହି କଥାଚିତ୍ରଟିର କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସିଦ୍ଧାନ୍ତ ମହାପାତ୍ର, ସୋନାଲି ମହାପାତ୍ର ଏବଂ ସର୍ବିନ । ସମରେଶ ରାଉତରାୟ, ବିଜୟ ମହାନ୍ତି, ଅଜିତ ଦାସ, ରବିନ ଦାସ, ରବି ମିଶ୍ର, ଚୌଧୁରୀ ବିକାଶ ଦାସ ଆଦି କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ ।

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଚିତ୍ତରଞ୍ଜନ ତ୍ରିପାଠୀ ।

ଗୀତ[ସମ୍ପାଦନା]

କ୍ରମଗୀତସମୟ
1."ମୁଁ ହେବି ନୂଆ ମୁଖ୍ୟମନ୍ତ୍ରୀ" 
2."ଜନମ ଜନମ" 
3."ଚୁମାରେ ଚୁମାରେ" 
4."ତମେ ମତେ ଥରୁଟିଏ" 
5."ବିରହ ନ‌ଦୀର ତୀରେ" 
6."ଉଦୁ ଉଦୁ ଖରାବେଳରେ" 

ଆଧାର[ସମ୍ପାଦନା]

  1. ୧.୦ ୧.୧ "ଆରପାରିରେ ଅଭିନେତା ଅଜିତ ଦାସ". Prameyanews7. 13 September 2020. Archived from the original on 13 September 2020. Retrieved 13 September 2020.

ବାହାର ଆଧାର[ସମ୍ପାଦନା]