ମାମା ୱେଡ୍ସ୍ ପାପା
ମାମା ୱେଡ୍ସ୍ ପାପା | |
---|---|
ନିର୍ଦ୍ଦେଶକ | ଅପ୍ପୁ କାନୁନ୍ଗୋ |
ପ୍ରଯୋଜକ | ବି. ଚନ୍ଦ୍ରପ୍ରିୟ ସୁବୁଦ୍ଧି |
ସଂଳାପ | ଅପ୍ପୁ କାନୁନ୍ଗୋ, ଚିନ୍ମୟ ଦାସ ପଟ୍ଟନାୟକ |
ଚିତ୍ରନାଟ୍ୟ | ଅପ୍ପୁ କାନୁନ୍ଗୋ |
କାହାଣୀ | ଅପ୍ପୁ କାନୁନ୍ଗୋ |
କଳାକାର | ଅଭିଶେକ ରଥ ରିତିଷା ପ୍ରିୟଙ୍କା ଜ୍ୟୋତି ମିଶ୍ର |
ସଙ୍ଗୀତ | ଅପ୍ପୁ କାନୁନ୍ଗୋ, ଅସଦ ନିଜାମ |
ଚିତ୍ରଗ୍ରହଣ | ନିରଞ୍ଜନ ଦାସ |
ସମ୍ପାଦକ | ଚନ୍ଦ୍ରଶେଖର ମିଶ୍ର |
ମୁକ୍ତିଲାଭ ତାରିଖ | ୧୭ ଫେବୃଆରୀ ୨୦୨୩ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ମାମା ୱେଡ୍ସ୍ ପାପା ୨୦୨୩ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ବି. ଚନ୍ଦ୍ରପ୍ରିୟ ସୁବୁଦ୍ଧି ।[୧] ଚିନ୍ମୟ ଦାସ ପଟ୍ଟନାୟକ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ନିର୍ଦ୍ଦେଶକ ଅପ୍ପୁ କାନୁନ୍ଗୋ ଏହି କଥାଚିତ୍ରଟିର କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୨] ସଙ୍ଗୀତକାର ଅସଦ ନିଜାମ ଓ ଅପ୍ପୁ କାନୁନ୍ଗୋ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥଲେ ଅଭିଶେକ ରଥ, ରିତିଷା ଓ ପ୍ରିୟଙ୍କା । କୃଷ୍ଣା ଅଭିଶେକ, ଜ୍ୟୋତି ମିଶ୍ର, ଦେବୁ ପଟ୍ଟନାୟକ, ଐଶ୍ୱର୍ଯ୍ୟା, ପ୍ରଜ୍ଞା, ରଜନୀ ରଞ୍ଜନ, ଗୁଡ୍ଡୁ, ମୁନ୍ନୀ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୨]
ଏହି କଥାଚିତ୍ରଟି ୧୭ ଫେବୃଆରୀ ୨୦୨୩ରେ ଓଡ଼ିଶାରେ ୩୦ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା ।[୧]
ଅଭିନୟ
[ସମ୍ପାଦନା]- ଅଭିଶେକ ରଥ
- ରିତିଷା
- ପ୍ରିୟଙ୍କା
- କୃଷ୍ଣା ଅଭିଶେକ
- ଜ୍ୟୋତି ମିଶ୍ର
- ଦେବୁ ପଟ୍ଟନାୟକ
- ଐଶ୍ୱର୍ଯ୍ୟା
- ପ୍ରଜ୍ଞା
- ରଜନୀ ରଞ୍ଜନ
- ଗୁଡ୍ଡୁ
- ମୁନ୍ନୀ (ଶିଶୁ କଳାକାର)
କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅପ୍ପୁ କାନୁନ୍ଗୋ ଓ ଅସଦ ନିଜାମ ।[୨] ଅରୁଣ ମନ୍ତ୍ରୀ ଓ ସୂର୍ଯ୍ୟ ମହାପାତ୍ର ଭଳି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ ।[୧]
ଗୀତ
[ସମ୍ପାଦନା]କ୍ରମ | ଗୀତ | ସମୟ |
---|---|---|
1. | "ମାମା ୱେଡ୍ସ୍ ପାପା" | |
2. | "ମୁଁ ତ ଥିଲି ସପନର ସୌଦାଗର" | |
3. | "ଆଖି ଖୋଜେ ନିରବରେ ସ୍ୱପ୍ନର ଠିକଣା" | |
4. | "ଜଣେ ବାପା ଜଣେ ମାଆ" |
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ "୩୦ ହଲ୍ରେ ମୁକ୍ତିଲାଭ କରୁଛି 'ମାମା ୱେଡସ୍ ପାପା'". ପ୍ରମେୟ. ଭୁବନେଶ୍ୱର. 17 February 2023. p. ୨୦. Archived from the original on 17 February 2023. Retrieved 17 February 2023.
- ↑ ୨.୦ ୨.୧ ୨.୨ "୧୭ରେ ଓଡ଼ିଆ ଚଳଚ୍ଚିତ୍ର 'ମାମା ୱେଡସ୍ ପାପା'". ପ୍ରମେୟ. ଭୁବନେଶ୍ୱର. 16 February 2023. p. ୧୭. Archived from the original on 17 February 2023. Retrieved 17 February 2023.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ମାମା ୱେଡ୍ସ୍ ପାପା