ମନ ମୋର କାଗଜ ଗୁଡ଼ି

ଉଇକିପିଡ଼ିଆ‌ରୁ
ମନ ମୋର କାଗଜ ଗୁଡ଼ି
ନିର୍ଦ୍ଦେଶକଦେବଜ୍ୟୋତି ପାତ୍ର
ପ୍ରଯୋଜକଶିବିର କୁମାର ପରିଡ଼ା, ବିବେକାନନ୍ଦ ବାରିକ
ସଂଳାପମାନସ ପଡ଼ିହାରୀ
ଚିତ୍ରନାଟ୍ୟଦେବଜ୍ୟୋତି ପାତ୍ର
କାହାଣୀଦିବ୍ୟସିଂହ ରାୟ
କଳାକାରରାକେଶ ଦେଓ
ଭୂମିକା ଦାଶ
ପ୍ରୀତିରାଜ ଶତପଥୀ
ଚୌଧୁରୀ ଜୟପ୍ରକାଶ ଦାସ
ସଙ୍ଗୀତଦେବାଶିଷ ମଲ୍ଲିକ (ଜାପାନୀ)
ମୁକ୍ତିଲାଭ ତାରିଖ
୪ ମାର୍ଚ୍ଚ ୨୦୨୨
ଦେଶ ଭାରତ
ଭାଷାଓଡ଼ିଆ

ମନ ମୋର କାଗଜ ଗୁଡ଼ି ୨୦୨୨ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଶିବିର କୁମାର ପରିଡ଼ା ଓ ବିବେକାନନ୍ଦ ବାରିକ ।[୨] ଦିବ୍ୟସିଂହ ରାୟ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ଓ ମାନସ ପଡ଼ିହାରୀ ଏହାର ସଂଳାପ ରଚନା କରିଥିଲେ ।[୩] ନିର୍ଦ୍ଦେଶକ ଦେବଜ୍ୟୋତି ପାତ୍ର ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତକାର ଦେବାଶିଷ ମଲ୍ଲିକ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ରାକେଶ ଦେଓ ଓ ଭୂମିକା ଦାଶ । ପ୍ରୀତିରାଜ ଶତପଥୀ, ଚୌଧୁରୀ ଜୟପ୍ରକାଶ ଦାସ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟି ୨୦୨୨ ମସିହାର ମାର୍ଚ୍ଚ ୪ ତାରିଖରେ ମୁକ୍ତିଲାଭ କରିଥିଲା ।[୪]

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଦେବାଶିଷ ମଲ୍ଲିକ (ଜାପାନୀ) ।[୬] ବସନ୍ତରାଜ ସାମଲ, ତପୁ ନାୟକ ଓ ସୁବ୍ରତ ସ୍ୱାଇଁ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ଉଦିତ ନାରାୟଣ, କୁମାର ବାପି, ଋତୁରାଜ ମହାନ୍ତି, ଅନନ୍ୟା ଶ୍ରୀତମ ନନ୍ଦ, ଜ୍ୟୋତିର୍ମୟୀ ନାୟକ, ହ୍ୟୁମାନ ସାଗର ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ[ସମ୍ପାଦନା]

କ୍ରମଗୀତକବିଗାୟକସମୟ
1."ମନ ମୋର କାଗଜ ଗୁଡ଼ି"ତପୁ ନାୟକକୁମାର ବାପି, ଜ୍ୟୋତିର୍ମୟୀ ନାୟକ୦୫:୦୪
2."ଚୋରୀ ଚୋରୀ ଚାନ୍ଦିନୀକୁ ରାଜନନ୍ଦିନୀ"ସୁବ୍ରତ ସ୍ୱାଇଁହ୍ୟୁମାନ ସାଗର, ଜ୍ୟୋତିର୍ମୟୀ ନାୟକ୦୩:୨୮
3."ଛାତିରେ ବାଜେ ସାହାନାଇିରେ"ବସନ୍ତରାଜ ସାମଲଉଦିତ ନାରାୟଣ, ଅନନ୍ୟା ଶ୍ରୀତମ ନନ୍ଦ୦୩:୨୯
4."ଜହର"ସୁବ୍ରତ ସାଇଁଋତୁରାଜ ମହାନ୍ତି୦୫:୧୩

ଆଧାର[ସମ୍ପାଦନା]

  1. "୮ ମାସରେ ମୁକ୍ତିଲାଭ କରିଛି ୪୧ଟି ଓଡ଼ିଆ ସିନେମା". ସମ୍ବାଦ. sambad.in. 21 August 2022. Archived from the original on 25 October 2022. Retrieved 25 October 2022.
  2. "New odia film Kagajagudi release soon | ଯୁବଗୋଷ୍ଠୀଙ୍କ କାହାଣୀ କହିବ 'କାଗଜ ଗୁଡ଼ି' | Hindi News, Odisha LifeStyle and Others". web.archive.org. 2022-06-10. Archived from the original on 2022-06-10. Retrieved 2022-06-10.{{cite web}}: CS1 maint: bot: original URL status unknown (link)
  3. ୩.୦ ୩.୧ "ଶୁଭମୁକ୍ତି ହେଲା ବହୁ ପ୍ରତୀକ୍ଷିତ ଓଡ଼ିଆ ଚଳଚ୍ଚିତ୍ର "ମନ ମୋର କାଗଜ ଗୁଡ଼ି"". Prameyanews7 (in ଆମେରିକୀୟ ଇଂରାଜୀ). 2022-03-05. Archived from the original on 2022-06-10. Retrieved 2022-06-10.
  4. "ପରଦାକୁ ଆସିବ ରୋମାଣ୍ଟିକ୍‌ ପ୍ରେମ କାହାଣୀ 'ମନ ମୋର କାଗଜ ଗୁଡ଼ି', ୪ରେ ଶୁଭମୁକ୍ତି". Prameyanews7 (in ଆମେରିକୀୟ ଇଂରାଜୀ). 2022-03-03. Archived from the original on 2022-06-10. Retrieved 2022-06-10.
  5. "ଭୋଜପୁରୀ ଫିଲ୍ମରେ ଭୂମିକା". ପ୍ରମେୟ. No. ତାରକା ଦୁନିଆ. 25 January 2023. p. 25. Archived from the original on 22 March 2023. Retrieved 22 March 2023.
  6. "ଯୁବଗୋଷ୍ଠୀଙ୍କ କାହାଣୀ କହିବ 'କାଗଜ ଗୁଡ଼ି'". Zee News (in ହିନ୍ଦୀ). Archived from the original on 2022-06-10. Retrieved 2022-06-10.

ବାହାର ଆଧାର[ସମ୍ପାଦନା]