ମନର ମାନସୀ

ଉଇକିପିଡ଼ିଆ‌ରୁ
ମନର ମାନସୀ
ନିର୍ଦ୍ଦେଶକସଚ୍ଚିଦାନନ୍ଦ ସାମଲ
ପ୍ରଯୋଜକଯୋଗେନ୍ଦ୍ର କୁମାର ସାହୁ
ସଂଳାପତୁଷାରକାନ୍ତ ପଟ୍ଟନାୟକ
ଚିତ୍ରନାଟ୍ୟସଚ୍ଚିଦାନନ୍ଦ ସାମଲ
କାହାଣୀସଚ୍ଚିଦାନନ୍ଦ ସାମଲ
କଳାକାରବିଭାସ
ସୋନାଲି
କେ କେ
ପ୍ରଜ୍ଞା ଖଟୁଆ
ଅଜିତ ଦାସ
ସଙ୍ଗୀତସୁନୀଲ ଦଳେଇ
ଚିତ୍ରଗ୍ରହଣଚନନ୍ଦ ମହାରଣା
ସମ୍ପାଦକସୌମ୍ୟଶୋଭନ ନାୟକ
ମୁକ୍ତିଲାଭ ତାରିଖ
୧ ମାର୍ଚ୍ଚ ୨୦୧୮[୧]
ଦେଶ ଭାରତ
ଭାଷାଓଡ଼ିଆ

ମନର ମାନସୀ ୨୦୧୮ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୨][୩][୪][୫][୧] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଯୋଗେନ୍ଦ୍ର କୁମାର ସାହୁ ।[୬] ତୁଷାରକାନ୍ତ ପଟ୍ଟନାୟକ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ ।[୬] ସଚ୍ଚିଦାନନ୍ଦ ସାମଲ ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୧]

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ବିଭାସ ଏବଂ ସୋନାଲି ।[୫] ଉଭୟ ନାୟକ ଏବଂ ନାୟିକା ଏହି କଥାଚିତ୍ର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।[୭] କେ କେ, ପ୍ରଜ୍ଞା, ଅଜିତ ଦାସ ଆଦି କଳାକାରମାନେ ଏହି କଥାଚିତ୍ରଟି ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୧]

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ସୁନୀଲ ଦଳେଇ । ଅରୁଣ ମନ୍ତ୍ରୀ, ବାପୁ ଗୋସ୍ୱାମୀ ଆଦି ଗୀତିକାରମାନେ ଏହି କଥାଚିତ୍ରଟିରେ ଗୀତ ରଚନା କରିଥିଲେ । ହ୍ୟୁମାନ ସାଗର, ଦୀପ୍ତିରେଖା ପାଢ଼ୀ, ଅନ୍ତରା ଚକ୍ରବର୍ତ୍ତୀ, ତାରିକ୍ ଅଜିଜ୍, ଖ୍ୟାତି ପ୍ରକାଶ, ଶଶାଙ୍କ ଶେଖର ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।[୧]

ଗୀତ[ସମ୍ପାଦନା]

କ୍ରମଗୀତସମୟ
1."ଓ ମାହି ଓ ଜାନା" 
2."ମୋ ମନର ମାନସୀ" 
3."ମନର ମାନସୀ (ଦୁଃଖ)" 
4."ହୃଦୟ ମୋର" 
5."ଆସିଚି ଆସିଚି ହୋଲି" 
6."ତୁ ମୋ ମନର ମାନସୀ" 

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ "ଆଜି ରିଲିଜ୍: 'ମନର ମାନସୀ'". sambad.in. 1 March 2018. Retrieved 6 March 2018.
  2. "ଜାଣନ୍ତୁ , ୨୦୧୮ରେ ଏଯାଏଁ କେତୋଟି ଓଡ଼ିଆ ସିନେମା ରିଲିଜ୍‌ ହେଲା". Sambad.in. ଓଡ଼ିଶା. 29 December 2018. Archived from the original on 29 December 2018. Retrieved 29 December 2018.
  3. "ବଢ଼ୁଛି ଆକର୍ଷଣ , ନଅ ମାସରେ ୨୧ଟି ନୂଆ ଓଡ଼ିଆ ସିନେମା ଦେଖିଲେଣି ଦର୍ଶକ | Sambad". Sambad (in Odia). Odisha. 1 October 2018. Archived from the original on 2 October 2018. Retrieved 2 October 2018.{{cite news}}: CS1 maint: unrecognized language (link)
  4. "ବର୍ଷର ପ୍ରଥମ ଆଠ ମାସରେ ଓଲିଉଡର ହାଲଚାଲ୍‌ ସଂପର୍କରେ ଜାଣିବାକୁ ଚାହାଁନ୍ତି କି ? | Sambad". Sambad. 4 September 2018. Archived from the original on 4 September 2018. Retrieved 4 September 2018.
  5. ୫.୦ ୫.୧ "ପ୍ରଥମ ତିନି ମାସରେ ଏହି ସବୁ ଓଡ଼ିଆ ସିନେମା ରିଲିଜ୍‌ ହୋଇଛି". sambad.in. 1 April 2018. Retrieved 2 April 2018.
  6. ୬.୦ ୬.୧ "Odia Movies List 2018". OdiaLive. Archived from the original on 30 December 2018. Retrieved 30 December 2018.
  7. "ପ୍ରଥମ ତିନିମାସରେ କେଉଁ ନୂଆ ନାୟକ, ନାୟିକା ଓଲିଉଡରେ ଏଣ୍ଟ୍ରି କରିଛନ୍ତି ?". sambad.in. 2 April 2018. Retrieved 2 April 2018.
  8. "ବଡ଼ ବ୍ରେକ୍‌କୁ ଅପେକ୍ଷା". ଧରିତ୍ରୀ (in ଓଡ଼ିଆ url-status=live). No. ଭୁବନେଶ୍ୱର. 2 March 2023. Archived from the original on 20 March 2023. Retrieved 20 March 2023. {{cite news}}: Missing pipe in: |language= (help)CS1 maint: unrecognized language (link)

ବାହାର ଆଧାର[ସମ୍ପାଦନା]