Jump to content

ଭାରତୀୟ ମହିଳା

ଉଇକିପିଡ଼ିଆ‌ରୁ
୧୭:୪୬, ୩୧ ମାର୍ଚ୍ଚ ୨୦୧୭ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Women in India") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)

ବିହତ ସହସ୍ରର୍ଦ୍ଧୀ ଧରି ଭାରତୀୟ ମହିଳା ମାନଙ୍କ ସ୍ଥିତି ରେ ଅନେକ ଉଲ୍ଲେଖନୀୟ ପରିବର୍ତନ ଘଟିଛି । ସେମାନଙ୍କ ଜୀବନ ଧାରଣ ଶୈଳୀ , ସ୍ଵାଧୀନତା , ସାମାଜିକ ସ୍ଥିତି ରେ ବହୁ ଉତ୍ଥାନ ପାଟଣା ଘଟିଛି । .[] ଅତି ପ୍ରାଚୀନ କାଳ ରୁ ମାଧ୍ୟମ କାଳ ମଧ୍ୟ ରେ ତାଙ୍କର ସ୍ଥିତି ଦ୍ରୁତ ଅବନତି ଘଟିଥିଲା । ସେମାନଙ୍କୁ ଅନେକ ଅଧିକାର , ଯାହା ପୁରୁଷ ମାନେ ପାଉଥିଲେ , ସେଥିରୁ ବଞ୍ଚିତ କରାଯାଉଥିଲା । ଏପରିକି କୁସଂଶର ବଶତା ସେମାନଙ୍କୁ ବିଦ୍ୟାଳୟ ରେ ପାଠ ପାଇଁ ବାରଣ କରାଯାଉଥିଲା । [][] ତେବେ ମାଧ୍ୟମ କାଳ ରେ ( ବ୍ରିଟିଶ ଶାସନ ସମୟ ରୁ ) ଅନେକ ଉଦାରବାଦୀ ସମାଜ ସଂସ୍କାରକ ଙ୍କ ପ୍ରଚେଷ୍ଟା ଫଳରେ ସେମାନେ ଅନେକ ଅଧିକାର ପାଇଲେ ଓ ଅନେକ କୁ-ସଂସ୍କାର କୁ କାଳ କ୍ରମେ ଦୂରେଇ ଦିଆଯାଇଥିଲା । ଫଳରେ ଆଧୁନିକ ଭାରତ ରେ ମହିଳା ମାନେ ରାଷ୍ଟ୍ରପତି , ପ୍ରଧାନ ମନ୍ତ୍ରୀ , ଲୋକ ସଭା ର ବାଚସ୍ପତି , କେନ୍ଦ୍ର ମନ୍ତ୍ରୀ , ବିଭିନ୍ନ ରାଜ୍ୟ ର ମୁଖ୍ୟ ମନ୍ତ୍ରୀ , ରାଜ୍ୟପାଳ , ବିଭିନ୍ନ କମ୍ପାନୀ ର ପରିଚାଳନା ମୁଖ୍ୟ ତଥା ଅନ୍ୟ ସମସ୍ତ କ୍ଷେତ୍ର , ଯଥା କ୍ରିଡା , ଆନ୍ତର୍ଜାତୀୟ କୂଟନୀତି  ରେ ଅବସ୍ଥାପିତ ହେଇପାରିଛନ୍ତି । 

ସ୍ଵାଧୀନ ଭରତ ର ସମ୍ବିଧାନ ରେ ମହିଳା ମାନଙ୍କ ଅଧିକାର କୁ ପୁରୁଷ ମାନଙ୍କ ସହ ସର୍ବବିଧ ଭାବରେ ସମାନ ଭାବରେ ସହ ପ୍ରଦାନ କରାଯାଇଛି ।ମହିଳା ମାନଙ୍କ ପୂର୍ଣା ସ୍ଵାଧୀନତା ଓ ଅଧିକାର କୁ ସଂରକ୍ଷିତ କରିବା ପାଇଁ ସ୍ଵାଧୀନତା ପରେ ମଧ୍ୟ ଅନେକ ବିଧେୟକ ଭରତ ର ପାର୍ଲିଆମେଣ୍ଟ ରେ ପ୍ରଣିତ ହେଇ ତାହାକୁ ବିଧିବଦ୍ଧ ଭାବରେ ପାଳନ ପ୍ରତି ଦ୍ରୁଷ୍ଟି ଦିଆ ଯାଇଛି । .[][]

ଏପରି ଏକ ସମୟ ଥିଲା ଯେ 2011 ମସିହା ରେ ଏକା ସମୟ ରେ ଭାରତ ର ରାଷ୍ଟ୍ରପତି ( ଶ୍ରୀମତୀ ପ୍ରତିଭା ପାଟିଲ ) , ଲୋକ ସଭା ର ବାଚସ୍ପତି ( ମୀରା କୁମାର ) ଓ ଲୋକ ସଭା ର ବିରୋଧୀ ଦଳ ର ନେତା ପଦବୀ ରେ ମହିଳା ମାନେ ରହିଥିଲେ । ଏହା ସତ୍ବେ ଭାରତ ରେ ମହିଳା ମାନେ ଅନେକ ସମସ୍ଯା ରେ ସମ୍ମୁଖୀନ ହେଇଚାଲିଛନ୍ତି । ସେମାନେ କେତେକ ସ୍ଥାନ ରେ ବଳତ୍କାର , ଏସିଡ ଫିଙ୍ଗା , ଯୌତୁକ ଜନିତ ହତ୍ୟା , ଜୋର ଜବରଦସ୍ତି କରି ଦେହ ବ୍ୟାପାର ରେ ଜଡିତ କରିବା ପରି ଅତ୍ୟାଚାର ର ଶିକାର ହଉଛନ୍ତି ।.[][][] ୨୦୧୨ ମସିହା ରେ ଥୋମସନ୍  ରଏଟର ଫାଉଣ୍ଡେସନ ତରଫ ରୁ କରାଯାଇଥିବା ସର୍ଭେ ରେ ଜି୨୦ ଅନ୍ତର୍ଗତ ସମସ୍ତ ଦେଶ ଠାରୁ ଭରତ ରେ ମହିଳା ଙ୍କ ଉପରେ ଅତ୍ୟାଚାର ସର୍ବାଧିକ ଥିବା ଦର୍ଶାଯାଇଥିଲା । .[]

ଇତିହାସ 

ପ୍ରାଚୀନ ଭାରତ 

ଦିଲ୍ଲୀ ମିଉଜିଆମ ରେ ଗୌତମ ବୁଦ୍ଧ ଙ୍କୁ ସ୍ଵାଗତ କରୁଥିବା ମହିଳା ଚିତ୍ର ଫଳକ i

ପ୍ରାଚୀନ ବେଦିକ କାଳ ରେ ଭାରତୀୟ ମହିଳା ମାନେ ପୁରୁଷ ମାନଙ୍କ ସହ ସମସ୍ତ କ୍ଷେତ୍ର ରେ ଅଧିକାର ପ୍ରାପ୍ତ ହଉଥିବା କଥା ଭାରତୀୟ ବେଦ ରୁ ପ୍ରମାଣ ମିଳେ । [୧୦] [୧୧] ପତଞ୍ଜଳି ଓ କାତ୍ୟାୟନ ଙ୍କ ପରି ପ୍ରାଚୀନ ବ୍ୟାକରଣ ବିଷାରଦ ଙ୍କ ଲେଖା ରୁ ଜଣାପଡେ ଯେ ବେଦିକ ସମୟ ରେ ମହିଳା ମାନେ ମଧ୍ୟ ପୁରୁଷ ମାନଙ୍କ ପରି ବିଦ୍ୟା ଲାଭ କରୁଥିଲେ । [୧୨][୧୩] ଋଗ ବେଦ ର ଶ୍ଳୋକ ରୁ ଏହା ମଧ୍ୟ ପ୍ରମାଣ ହୁଏ ଯେ ସେ କାଳ ରେ ମହିଳା ମାନେ ଉପଯୁକ୍ତ ବୟସ ରେ ବିବାହ କରୁଥିଲେ ଓ ନିଜ ପସନ୍ଦ ର ପଟି ପାଉଥିଲେ । ସେ କାଳ ରେ ସ୍ଵୟଂବର ପ୍ରଥା ଦ୍ଵାରା ମହିଳା ମାନେ ନିଜ ପସନ୍ଦ ର ବର ଚୟନ କରିବା ବିଧି ରହିଥିଲା । ଏହାକୁ " ଗନ୍ଧର୍ବ " ବିବାହ କୁହାଯାଉଥିଲା । .[୧୪] ଋଗ ବେଦ ଓ  ଉପନିଷଦ ମାନଙ୍କରେ ପ୍ରାଚୀନ କାଳ ରେ " ଗାର୍ଗୀ ଓ " ମୈତ୍ରେଇ " ଙ୍କ ପରି ଅନେକ ସାଧ୍ଵୀ ତଥା ବିଦ୍ଵାନ ମହିଲା ଥିବା କଥା ଉଲ୍ଲେଖ ରହିଛି । ,[୧୫]  

ତେବେ ଖ୍ରୀଷ୍ଟ ପୂର୍ବ ୫୦୦ ମସିହା ଆଡକୁ ଭାରତ ରେ ମହିଳା ମାନଙ୍କ ସ୍ଥିତି ରେ କ୍ରମଶଃ ଅବନତି ଘଟିବାରେ ଲାଗିଥିଲା । .[] ଅବଶ୍ୟ ଜୈନ ଧର୍ମ ର ଆଗମନ ପରେ ମହିଳା ମାନଙ୍କୁ ମଧ୍ୟ ସେହି ଧର୍ମ ରେ ଅଂଶ ଗ୍ରହଣ କରିବାର ଅନୁମତି ଦିଆ ଯାଇଥିଲା , ସାଧାରଣତଃ ଭାବରେ ମହିଳା ମାନଙ୍କୁ ବିଭିନ୍ନ ବାଧା ମଧ୍ୟ ଅବଦ୍ଧ ହେଇ ରହିବାକୁ ହେଇଥିଲା । ବିଶ୍ଵାସ କରାଯାଏ ଯେ ଷଷ୍ଠ ଶତାବ୍ଦୀ ରେ ବାଲ୍ୟ ବିବାହ ପରମ୍ପରା ଭରତ ରେ ଆରମ୍ଭ ହେଇଯାଇଥିଲା । [୧୬]

ଏହି କାଳ ର କେତେକ ଧର୍ମଶାସ୍ତ୍ର ରେ ଏହି ବିଷୟ ରେ ଉଲ୍ଲେଖ ରହିଛି । "ମନୁ ସ୍ମୃତି " ରେ ଉଲ୍ଲେଖ ଯେ "ମହିଳା ମାନଙ୍କୁ ଶୈଶବ ରେ ପିତା , ଯୌବନ ରେ ସ୍ଵାମୀ ଓ ଜରାବସ୍ଥା ରେ ପୁତ୍ର ସଙ୍ଗରକ୍ଷଣ ପ୍ରଦାନ କରିବେ । କାରଣ ଜଣେ  ମହିଳା ନିଜେ କିଛି ନିଷ୍ପତ୍ତି ନେବାପାଇଁ ଅଯୋଗ୍ୟ "  [୧୭]

ତେବେ ଏହା କେବଳ ବର୍ଣନା ମୂଳକ ବ୍ୟାଖ୍ୟା ଥିଲା ଓ ସେ ସମୟ ରେ ମଧ୍ୟ କେତେକ ମହିଳା ମାନେ ସନ୍ୟାସିନୀ ହେଇ ସ୍ଵାଧୀନ ଭାବରେ ରହିଥିବାର ଜନାଜାଏ । .[୧୮]

କେତେକ ସାମ୍ଭ୍ରାଜୀ ରେ ଜଣେ ବା ଅଧିକ " ନଗରବଧୂ " ବା ନଗର ର ପତ୍ନୀ ଭାବରେ ରଖା ଯାଉଥିଲା ଓ ତାହା ଅତ୍ୟନ୍ତ ସମ୍ମାନଜନକ ତଥା ଶକ୍ତିଶାଳୀ ପଦବୀ ଭାବରେ ଗଣନା କରାଯାଉଥିଲା । ପ୍ରାଚୀନ " ଅମ୍ରାପାଳି " ତାହାର ଏକ ଉଦାହରଣ । 

ମଧ୍ୟମ କାଳ 

ଫାଇଲ:Pastimes15.jpg
ଦେବୀ ରାଧା ଙ୍କ ପାଦ ନିକଟ ରେ ଶ୍ରୀକୃଷ୍ଣ

ମଧ୍ୟମ କାଳ ରେ ଭାରତୀୟ ନାରୀ ମାନଙ୍କ ସ୍ଥିତି ରେ କ୍ରମଶଃ ଅବନତି ହେବାରେ ଲାଗିଥିଲା । ,ବାଲ୍ୟ ବିବାହ ପ୍ରଥା , ଓ ବିଧବା ବିବାହ କୁ ନିଷେଧ କରିବା ପରମ୍ପରା ସହ ଭାରତୀୟ ଉପମହାଦେଶ କୁ ମୁସଲମାନ ମାନଙ୍କ ଅଧିକାର ପରେ ରାଜପୁତ ମାନଙ୍କ ମଧ୍ୟ ରେ " ଯାଉହାର " ବା ପରଦା ପ୍ରଥା ଆରମ୍ଭ ହେଇଥିଲା । ଭାରତ ରେ କେତେକ ଅଞ୍ଚଳ ରେ ଦେବଦାସୀ ମାନଙ୍କ ଉପରେ ଯୌନ ଶୋଷଣ ମଧ୍ୟ ହଉଥିଲା ।ଅନେକ ଆଞ୍ଚଲ ରେ ବହୁ-ପତ୍ନୀ ପ୍ରଥା ର ପ୍ରଚଳନ ମଧ୍ୟ ଚାଲିଲା । ଏହା ସାଧାରଣତଃ ରାଜନୈତିକ କାରଣ ରୁ କ୍ଷତ୍ରିୟ ଶାସକ ସଂପ୍ରଦାଯ ମଧ୍ୟ ରେ ବିବେଶ ଭାବରେ ଚଳୁଥିଲା ।     ଅନେକ ମୁସଲିମ ପରିବାର ରେ ମହିଳା ଙ୍କୁ " ଜନାନା " ଅଞ୍ଚଳ ମଧ୍ୟ ରେ ବନ୍ଦୀ ପରି ଆବଦ୍ଧ ଅବସ୍ଥା ରେ ରହିବାକୁ ପଡୁଥିଲା । 

ମହିଳା ମାନଙ୍କ ସ୍ଥିତି ଉପରେ ଖ୍ରୀଷ୍ଟ ପୂର୍ବ ୪ ତମ ଶତାବ୍ଦୀ ର ଏକ ଲିପି ରେ ଉଲ୍ଲେଖ ରହିଥିଲା , [୧୯]  .[୨୦] 

मुख्यो धर्मः स्मृतिषु विहितो भार्तृशुश्रुषानम हि  :
women are enjoined to be of service to their husbands.

ଏହା ସତ୍ବେ କିଛି ଦୃଢମନା ମହିଳା ସାହିତ୍ଯ ରାଜନୀତି , ଶିକ୍ଷୟା ଆଦି ପରିସର ରେ ନିଜର ଉତ୍କର୍ଷତା ପ୍ରତିପାଦନ କରିଥିଲେ । . " ରାଜିୟା ସୁଲତାନ " ଏକମାତ୍ର ମହିଳା ଥିଲେ ଯେ ଦିଲ୍ଲୀ ସାମ୍ରାଜ୍ୟ ସଫଳ ଭାବରେ ଶାସନ କରିଥିଲେ ।  ୧୫୬୪ ମସିହା ରେ ମୋଗଲ ସମ୍ରାଟ ଆକବର ଙ୍କ ସେନାପତି ଅସଫ ଖାନ ଙ୍କ ଦ୍ଵାରା ନିହତ ହେବା ପୂର୍ବରୁ ଗଣ୍ଡ ମହାରାଣୀ ଦୁର୍ଗାବତୀ ତାଙ୍କ ରାଜ୍ୟ କୁ ୧୫ ବର୍ଷ କାଳ ଶାସନ କରିଥିଲେ । ୧୫୯୦ ଦଶକ ରେ" ଚାନ୍ଦ ବିବି "ଅହମଦନଗର ରାଜ୍ୟ କୁ ମୋଗଲ ଆକ୍ରମଣ ରୁ ଦୃଢତା ର ସହ ପ୍ରତିରକ୍ଷ୍ୟା ପ୍ରଦାନ କରିଥିଲେ ।ଏପରିକି ସମ୍ରାଟ ଜାହାଙ୍ଗୀର ଙ୍କ ପତ୍ନୀ ନୁର ଜାହାନ ମଧ୍ୟ ଶାସନ ରେ ନିଜେ ନଥାଇ ମଧ୍ୟ ଅଖଣ୍ଡ ରାଜନୈତିକ ଶକ୍ତି ର ଅଧିକାରୀ ଥିଲେ । ମୋଗଲ ରାଜକନ୍ୟା ଜହାନାରା ଓ ଜେବୁନନିଶା ତାଙ୍କର କବି ପ୍ରତିଭା ପାଇଁ ବିଖ୍ୟାତ ଥିଲେ । ଶିବାଜି ଙ୍କ ମାଁ "ଜିଯାବାଇ " ମଧ୍ୟ ଜେନ ମହିଳା ଯୋଧ୍ୟା ଓ ପ୍ରଶଶକ ଭାବରେ ପ୍ରସିଦ୍ଧି ହାସଲ କରିଥିଲେ । ଅନ୍ୟ ଜେନ ମରାଠା ମହିଳା ତାରାବାଇ  ମଧ୍ୟ ଦକ୍ଷିଣ ଭାରତ ରେ ଶାସନ କରିଥିଲେ । ତାଙ୍କ ପରି ଆହୁରି ଅନେକ ମହିଳା ବିଭିନ୍ନ ସମୟ ରେ ବିଭିନ୍ନ କ୍ଷେତ୍ର ରେ ପାରଦର୍ଶିତା ହାସଲ କରିଥିବାର ଇତିହାସ ରେ ଉଲ୍ଲେଖ ରହିଛି । .

ସେହି ସମୟ ରେ ମହିଳା ସନ୍ଥ ମୀରାବାଈ ଙ୍କ ନେତୃତ୍ଵ ରେ ଭକ୍ତି ଆନ୍ଦୋଳନ ର ସୂତ୍ରପାତ ହେଇଥିଲା । ଏଥିରେ ମହିଳା ମାନଙ୍କ ଉପରେ ଲଦି ଦିଆଯାଇଥିବା ଅନେକ ବନ୍ଧନ ଉପରେ ସ୍ଵର ଉତ୍ତୋଳନ ହେଇଥିଲା । .ତାଙ୍କ ସହ ଅକା ମହାଦେବୀ , ରମି ଜନବାଇ ଙ୍କ ପରି ମହିଳା ଙ୍କ ସହ ମହାନୁଭବ , ଭାରକରି ଓ ଅନେକ ମହାପୁରୁଷ ସ୍ଵର ମିଳେଇ କିଛି ମହିଳା ଓ ପୁରୁଷ ଙ୍କ ଅଧିକାର ଭିତରେ ଥିବା ଅସମାନତା ର ପରିବର୍ତନ ପାଇଁ ଉଦ୍ୟମ କରିଥିଲେ ।  

ଏହା ପରେ ଶିଖ ଧର୍ମ ର ପ୍ରଥମ ଗୁରୁ , ଗୁରୁ ନାନକ ପୁରୁଷ ଓ ମହିଳା ଙ୍କ ପାଇଁ ସମାନ ଅଧିକାର ର ବାର୍ତା ର ପ୍ରଚାର କରିଥିଲେ ।ସେ ମହିଳା ମାନଙ୍କୁ ମଧ୍ୟ ଧାର୍ମିକ ସ୍ଵାଧୀନତା ଦେବା ସପକ୍ଷ ରେ ଯୁକ୍ତି କରୁଥିଲେ ।ସେ ମହିଳା ମାନଙ୍କୁ ତାଙ୍କ ଭଜନ କୀର୍ତନ  ସଭା ରେ  ଯୋଗଦାନ କରିବାକୁ ଅନୁମତି ଦେଇଥିଲେ ଓ ଧାର୍ମିକ ପରିଚାଳନା ରେ ଅଂଶ ନେବାକୁ ମଧ୍ୟ ଆଗ୍ରହ କରୁଥିଲେ । ଏହା ପରେ ଶିଖ ଧର୍ମ ର ଅନ୍ୟ ଗୁରୁ ମାନେ ମଧ୍ୟ ମହିଳା ମାନଙ୍କୁ ଧର୍ମାନୁଷ୍ଠାନ ରେ ଗ୍ରହଣ କରିଥିଲେ ।   

ଏଇତିହାସିକ ପରମ୍ପରା ସବୁ 

ମଧ୍ୟମ ଯୁଗ ରୁ ଚାଲି ଆସିଥିବା ସତୀ , ଯାଉହାର , ଦେବଦାସୀ ପରମ୍ପରା ସବୁ ଆଧୁନିକ ଯୁଗ ରେ ଉଚ୍ଛେଦ କରାଯାଇଛି । ତେବେ ଆଜି ମଧ୍ୟ କେତେକଆଭ୍ୟନ୍ତରୀଣ ସ୍ଥାନ ରେ ଏହି ଅନ୍ଧବିଶ୍ଵାସମୂଳକ କାର୍ଯ୍ୟ ଚାଲିଥିବାର ଜଣାପଡେ । ପରଦା ପ୍ରଥା ମଧ୍ୟ କେତେକ ସ୍ଥାନ ରେ ରହିଆସିଛି । ବାଲ୍ୟ ବିବାହ ମଧ୍ୟ ବିରଳ ଭାବରେ କେତେକ ସ୍ଥାନ ରେ ହାଉଥିବାର ଜଣାପଡିଥାଏ । 

ସତୀ ପ୍ରଥା 
ଏହି ନିର୍ଦୟ ପ୍ରଥା ବର୍ତମାନ ପ୍ରାୟ ସମ୍ପୂର୍ଣ ଭାବରେ ବିଲୁପ୍ତ ହେଇଯାଇଛି । ପ୍ରାଚୀନ କାଳ ରେ ସ୍ଵାମୀ ଙ୍କ ମୃତ୍ୟୁ ପରେ ବିଧବା ପତ୍ନୀ ଙ୍କୁ ସ୍ଵାମୀ ଙ୍କ ଚିଟା ରେ ଜୀବନ୍ତ ଦହନ କରାଯାଉଥିଲା । ଅନେକ କ୍ଷେତ୍ର ରେ ବିଧବା ପତ୍ନୀ ଙ୍କୁ ସଂପ୍ରଦାଯ ର ଲୋକେ ଜୋର- ଜବରଦସ୍ତି କରି ଚିଟା ନିଆ ରେ ଜାଳି ଦଉଥିଲେ । ଏହାକୁ ଇଚ୍ଛାମୂଳକ ବୋଲି କୁହାଯାଉଥିଲେ ମଧ୍ୟ ଅନେକ କ୍ଷେତ୍ର ରେ ଏଥିପାଇଁ ବାଧ୍ୟ କରାଯାଉଥିଲା । .[୨୧] ବିଦେଶୀ ଆକ୍ରମଣ ପରେ ଭାରତ ରେ ଏହି ପ୍ରଥା ଅଧିକ ପ୍ରଚାଳନ ହେଇଥିଲା , କାରଣ କେତେକ କ୍ଷେତ୍ର ରେ ବିଧବା ମାନଙ୍କ ଉପରେ ବିଦେଶୀ ମାନେ ଯୌନ ଶୋଷଣ , ବଳତ୍କାର ମଧ୍ୟ କରୁଥିଲେ ।  .[୨୨] ୧୯୮୭ ମସିହା ରେ ରାଜସ୍ଥାନ ରେ ' ରୂପ କଂବାର " ମାମଲା ପରେ ସରକାର ଏକ କମିଶନ ଗଠନ କରି ଏହାର ସମ୍ପୂର୍ଣ ନିରାକରଣ ପାଇଁ ଆଇନ ପ୍ରଣୟନ କରିଥିଲେ ।[୨୩] 
ଯଉହାର ପ୍ରଥା 
ବର୍ତମାନ ସମ୍ପୂର୍ଣ ବିଲୁପ୍ତ ଏହି ପ୍ରଥା ରାଜପୁତ ଯୋଦ୍ଧା ମାନଙ୍କ ପରିବାର ରେ ପ୍ରଚାଳନ ଥିଲା । ଯୋଦ୍ଧା ମାନେ ଯୁଦ୍ଧ ରେ ନିହତ ହେଲେ ତାଙ୍କର ପତ୍ନୀ ଓ ଝିଅ ମାନେ ସ୍ଵ-ଇଚ୍ଛା ରେ ଆତ୍ମଦାହ କରୁଥିଲେ । ଏହା ଦ୍ଵାରା ସେମାନେ ଶତ୍ରୁ ଦ୍ଵାରା ବଳତ୍କାର ରୁ ନିଜକୁ ରକ୍ଷା  କରୁଥିଲେ । ଏହି ପ୍ରଥା ମୁଖ୍ଯତଃ ମୁସଲମାନ ମାନଙ୍କ ଆକ୍ରମଣ ସମୟ ରେ ପ୍ରଚଳିତ ଥିଲା । .[୨୪]
ପରଦା ପ୍ରଥା 
ଏହି ପ୍ରଥା ଭାରତ ତଥା ଅନ୍ୟ ମୁସଲିମ  ଦେଶ ର ମୁସଲିମ ମହିଳା ଙ୍କ ମଧ୍ୟ ରେ ପ୍ରଚଳିତ । ପୁରୁଷ ମାନଙ୍କ ସାମ୍ନା ରେ ମହିଳା ମାନେ ସମ୍ପୂର୍ଣ ଭାବରେ ମୁଖ ଆଚ୍ଛାଦନ କରିବା ପ୍ରଥା ଅଜିମଧ୍ୟ ଅନେକ ସ୍ଥାନ ରେ ରହିଛି । 
ଡେବଡଶି ପ୍ରଥା 
ମୁଖ୍ଯତଃ ଦକ୍ଷିଣ ଭାରତ ରେ ମନ୍ଦିର ମାନଙ୍କ ରେ ଅବିବାହିତ ମହିଳା ମାନଙ୍କୁ ଆରାଧ୍ୟ ଦେବତା ଙ୍କ ମୂର୍ତି ସହ ବିବାହ କରାଯାଉଥିଲା । ସେମାନେ ଆଜୀବନ ମନ୍ଦିର ରେ ଦେବତା ଙ୍କ ପୂଜା ଆରାଧନା ରେ ସହାୟତା କରୁଥିଲେ । ୧୦ ମ ଶତାବ୍ଦୀ ରୁ ଚାଲି ଆସୁଥିବା ଏହି ପ୍ରଥା କୁ ସରକାର ୧୯୮୮ ମସିହା ରୁ ଆଇନ ଦ୍ଵାରା ବନ୍ଦ କରିଛନ୍ତି । .[୨୫] .[୨୬]

ବ୍ରିଟିଶ ଶାସନ ସମୟ ରେ ଭାରତୀୟ ମହିଳା 

ଫାଇଲ:Sarojini Naidu in Bombay 1946.jpg
ସରୋଜିନୀ ନାଇଡୁ ,  କବି ଓ ସ୍ଵାଧୀନତା ସଂଗ୍ରାମୀ । ସେ ଭାରତୀୟ ଜାତୀୟ କଂଗ୍ରେସ ର ସଭାପତି ମଧ୍ୟ ରହିଥିଲେ । 
କଲିକତା ରେ ବେଙ୍ଗଲି ବାଳିକା ବିଦ୍ୟାଳୟ , ୧୮୬୯ ମସିହା ରେ ଖ୍ରୀଷ୍ଟିୟାନ ମିସନ ଦ୍ଵାରା ସ୍ଥାପିତ  
[୨୭]

ବ୍ରିଟିଶ ରାଜ ସମୟ ରେ ଅନେକ ସମାଜ ସଂସ୍କାରକ ଙ୍କ ଆବିର୍ଭାବ ହେଇଥିଲା । ସେମାନଙ୍କ ମଧ୍ୟ ରୁ ରାଜା ରାମ ମୋହନ ରୟ , ଇଶ୍ଵର ଚନ୍ଦ୍ର ବିଦ୍ୟସାଗର , ଜ୍ୟୋତିରାୟ ଫୁଲେ ପ୍ୟାରି ଚରଣ ସରକାର ଅନ୍ୟତମ । ସେମାନେ ଭରତ ରେ ପ୍ରଚଳିତ ଥିବା ଅନେକ କୁସଂସ୍କାର , ଅନ୍ଧବିଶ୍ଵାସ ଭିତ୍ତିକ ପ୍ରଥା ବିରୁଦ୍ଧ ରେ ଜନମତ ଜାଗରଣ କରି ସେଗୁଡିକୁ ବର୍ଜନ କରିବା ପାଇଁ ଚେଷ୍ଟା କରି ଅନେକାଂଶ ରେ ସଫଳ ହେଇଥିଲେ । ସେ ସମୟ ରେ ବାଳିକା ମାନଙ୍କୁ  ସ୍କୁଲ ଶିକ୍ଷା ଦିଆ ଯାଉନଥିବା ବେଳେ କଲିକତା ସହର ରେ ପ୍ୟାରି ଚରଣ ସରକାର ୧୮୭ ମସିହା ରେ ବାରାସାତ ଠାରେ ପ୍ରଥମ ବାଳିକା ବିଦ୍ୟାଳୟ ସ୍ଥାପନ କରିଥିଲେ । ତାହା ସମ୍ପ୍ରତି କାଳୀକୃଷ୍ଣ ବାଳିକା ହାଇ ସ୍କୁଲ ଭାବରେ ବିଦ୍ୟମାନ । 

ବ୍ରିଟିଶ ସରକାର ମଧ୍ୟ ମହିଳା ମାନଙ୍କ ଅଧିକାର ପାଇଁ କିଛି ଉଦ୍ୟମ କରିଥିଲେ । ବିଲାତି ମିସସନାରୀ ମାନଙ୍କ ପତ୍ନୀ ମାନେ ( ମାର୍ଥା ମଉଲ୍ଟ, , ଏଲିଜା କାଳଦବେଳ , ଆଦି ) ଭାରତ ରେ ମହିଳା ମାନଙ୍କ ଶିକ୍ଷ୍ୟା ପାଇଁ ଉଦ୍ୟମ କରିଥିଲେ । ସେମାନେ ପ୍ରଥମ ରେ ସ୍ଥାନୀୟ ବାସିନ୍ଦା ଙ୍କ ପ୍ରତିରୋଧ ର ସମ୍ମୁଖୀନ ହେଇଥିଲେ ମଧ୍ୟ ପରେ ସେଥିରେ ସହଯୋଗ ପାଇଥିଲେ । ଇଶ୍ଵର ଚନ୍ଦ୍ର ବିଦ୍ୟାସାଗର ଙ୍କ ଉଦ୍ୟମ ଫଳରେ ବ୍ରିଟିଶ ମାନେ ସତୀ ପ୍ରଥା ର ଉଚ୍ଛେଦ ପାଇଁ ଓ ବିଧବା ବିବାହ ପ୍ରଚାଳନ ପାଇଁ ୧୮୫୬ ମସିହା ରେ Widdow Remarriage Act ଆଣିଥିଲେ । 

ପ୍ରାରମ୍ଭିକ ସମୟ ରେ ବ୍ରିଟିଶ ମାନେ ଭରତ ର ଅନେକ ରାଜ୍ୟ ଅଧିକାର ପାଇଁ " Doctrine of Lapse" ନାମକ ଏକ ଚକ୍ରାନ୍ତ ମୂଳକ ନିୟମ ପ୍ରଣୟନ କରି  ଯେଉଁ ରାଜ୍ୟ ର ରାଜା ବିନା ପୁରୁଷ ସନ୍ତାନ ରେ ମୃତ୍ୟୁ ବରଣ କାଲେ ସେହି ରାଜ୍ୟ ବ୍ରିଟିଶ ସାମ୍ଭ୍ରାଜୀ ରେ ସିଧା ସଳଖ ମିଶ୍ରଣ ପାଇଁ ନିୟମ କଲେ । ଏହି ନିୟମ ବିରୁଦ୍ଧ ରେ କରଣତକ ର କିତ୍ତୁର ରାଜ୍ୟ ର ମହାରାଣୀ ସସଶ୍ର ବିଦ୍ରୋହ କରି ଥିଲେ । ସେହିପରି କର୍ଣାତକ ର ଅବକକା ରାଣୀ ମଧ୍ୟ ଯୁଦ୍ଧ କରିଥିଲେ । ଝାଁସୀ ର ରାଣୀ ଲକ୍ଷ୍ମୀବାଇ ୧୮୫୭ ମସିହା ରେ ଭାରତୀୟ ବିଦ୍ରୋହ ର ନେତୃତ୍ଵ ନେଇଥିଲେ ।  ବେଗମ ହଜରତ ମହଲ ମଧ୍ୟ ସେ ସମୟ ରେ ଅୱଧ ରାଜ୍ୟ ଶାସନ କରିଥିଲେ । ଭୋପାଲ ର ବେଗମ ମଧ୍ୟ ଜଣେ ଶକ୍ତିଶାଳୀ ଶାସକ ରହିଥିଲେ । ସେ ମୁସଲମାନ ହେଲେ ମଧ୍ୟ ପରଦା ରେ ନ ରହି ଯୁଦ୍ଧ କୁ ମଧ୍ୟ ଯାଉଥିଲେ । [୨୮] 

ଡିଗ୍ରୀ ଶିକ୍ଷା ହାସଲ କରିଥିବା ସର୍ବପ୍ରଥମ ମହିଳା ମାନଙ୍କ ଭିତରେ ଚନ୍ଦ୍ରମୁଖୀ ବସ , କାଦମ୍ବିନୀ ଗାଙ୍ଗୁଲୀ ଓ ଆନନ୍ଦି ଗୋପାଳ ଯୋଶୀ ଅଗ୍ରଣୀ ଥିଲେ । 

୧୯୧୭ ମସିହା ରେ ମହିଳା ମାନେ ରାଜନୀତି ରେ ଅଂଶ ଗ୍ରହଣ କରିବାକୁ ଭାରତୀୟ ଜାତୀୟ କଂଗ୍ରେସ ର ସମର୍ଥନ ରେ ଦାବି ଜଣେଇଥିଲେ । ପୁନେ ଠାରେ ୧୯୨୭ ମସିହା ରେ ସର୍ବ ଭାରତୀୟ ମହିଳା ଶିକ୍ଷ୍ୟା କାନଫେରେନସେ ହେଇଥିଲା । ତାହା ମହଲା ଶିକ୍ଷ୍ୟା ଦିଗରେ ବହୁତ ଉନ୍ନତି ଆଣିଥିଲା । .[୨୯] ୧୯୨୯ ରେ ବାଲ୍ୟ ବିବାହ ( ନିରୋଧ ) ଆଇନ ପ୍ରଣିତ ହେଇ ୧୪ ବର୍ଷ କୁ ନ୍ୟୁନତମ ବୟସ ଭାବରେ ବିବାହ ପାଇଁ ସ୍ଥିର ହେଇଥିଲା । .[୩୦][full citation needed] ମହାତ୍ମା ଗାନ୍ଧୀ ନିଜେ ବାଲ୍ୟ ବିବାହ କରିଥିଲେ ମଧ୍ୟ ସେ ଏହି ନିୟମ ଗଠନ ପାଇଁ ଉଦ୍ୟମ କରିଥିଲେ । .

ସ୍ଵାଧୀନତା ସଂଗ୍ରାମ ରେ ଭାରତୀୟ ମହିଳା ଙ୍କ ଅବଦାନ ଉଲ୍ଲେଖନୀୟ ରହିଥିଲା ।ଭିକାଜି କାମା , ଡାଃ ଆନି ବେଶାନ୍ତ , ପ୍ରୀତି ବାଡେଲାଲ , ବିଜୟଲକ୍ଷ୍ମୀ ପଣ୍ଡିତ , ରାଜକୁମାରୀ ଅମୃତ କୌର , ସୁଚେତା କୃପାଳନୀ , ଅରୁଣା ଆସଫ ଅଲି , , କସ୍ତୁରବା ଗାନ୍ଧୀ ଓ ଆହୁରି ଅନେକ ନହିଲା ସ୍ଵାଧୀନତା ସଂଗ୍ରାମ ରେ ଝାସ ଦେଇ ଅନେକ ତ୍ୟାଗ ସ୍ଵୀକାର କରିଥିଲେ । ଏପରିକି ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଙ୍କ ଝାଁସୀ ରେଜିମେଣ୍ଟ ରେ କେବଳ ମହିଳା ମାନେ ସେନା ଭାବରେ ଯୋଗ ଦେଇ ଲଢେଇ କରିଥିଲେ । ସେଥିରେ କେପଟେନ ଲକ୍ଷ୍ମୀ ସହଗଳ ମଧ୍ୟ ରହିଥିଲେ । ,ସରୋଜିନୀ ନାଇଡୁ ଜଣେ କବି ହେବା ସହ ସ୍ଵାଧୀନତା ସଂଗ୍ରାମ ରେ ଅଂଶ ନେଇଥିଲେ ଓ ପରେ ଭାରତୀୟ ଜାତୀୟ କଂଗ୍ରେସ ର ନେତୃତ୍ଵ ଦେଇଥିଲେ । 

ସ୍ଵାଧୀନ ଭରତ ର ମହିଳା 

Female Safety Index per state according to the Tata Strategic Management Group. Light green indicates greatest safety; yellow, medium safety and light red, least safety.

ବର୍ତମାନ ଭାରତ ରେ ମହିଳା ମାନେ ସମସ୍ତ କ୍ଷେତ୍ର ରେ ରହିଛନ୍ତି । ଶିକ୍ଷ୍ୟା , ବିଜ୍ଞାନ , କ୍ରିଡା , ରାଜନୀତି , ସମ୍ବାଦିକତା ଓ ଅନ୍ୟ ମେଡିଆ , ଫିଲ୍ମ ସବୁଥିରେ ମହିଳା ମାନେ ତାଙ୍କ ସ୍ଥାନ ଦାଖଲ କରିଛନ୍ତି । . ଇନ୍ଦିରା ଗାନ୍ଧୀ ଭରତ ର ପ୍ରଧାନ ମନ୍ତ୍ରୀ ଭାବରେ ୧୫ ବର୍ଷ ରହିଥିଲେ ଯାହା ମହିଳା ଭାବରେ ବିଶ୍ଵ ର ସର୍ବାଧିକ ସମୟ ରାଷ୍ଟ୍ରମୁଖ୍ୟ ଭାବେ ରହିବା ରେକର୍ଡ । .[୩୧]

 ଭାରତୀୟ ସମ୍ବିଧାନ ର ଧାରା ୧୪ , ୧୫(୧) ୧୬ , ୩୯(ଡି) , ୧୫(୩)୫୧(A) ଓ ୪୨ ଅନୁସାରେ ଭାରତୀୟ ମହିଳା ମାନଙ୍କୁ ସମାନ ଅଧିକାର , ନିରାପତ୍ତା ର ସମ୍ପୂର୍ଣ ଅଧିକାର ପ୍ରାପ୍ତ କରାଯାଇଛି । [୩୨]

୧୯୭୦ ମସିହା ପରେ ମହିଳା ମାନଙ୍କ ଅର୍ଥନୈତିକ ଓ ସାମାଜିକ ନିରାପତ୍ତା ପାଇଁ ଆନ୍ଦୋଳନ ପରିଚାଳିତ ହେଇଥିଲା । ମଥୁରା ଧର୍ଷଣ ବିରୋଧ ରେ ସ୍ଵର ଉତ୍ତୋଳିତ ହେଇ ଧର୍ଷଣ ନିୟମ ଆହୁରି କଠୋର ହେଇଥିଲା । . ମଦ ବିରୋଧୀ ଆନ୍ଦୋଳନ  ମଧ୍ୟ ବିଭିନ୍ନ ରାଜ୍ୟ ରେ ହେଇଥିଲା ।   

   ,[୩୩]  .  ଏହା ବ୍ଯତୀତ ମୁସଲିମ ସଂପ୍ରଦାଯ ମହିଳା ଙ୍କ ପାଇଁ ତ୍ରିପଲ ତଲାକ ବିରୁଦ୍ଧ ରେ ଦୃଢ ସ୍ଵର ଉତ୍ତୋଳିତ ହେଇ ତାହାର ଆଇନ ବର୍ତମାନ ପ୍ରକ୍ରିୟା ରେ ରହିଛି । 


୨୦୧୦ ମସିହା ରେ ଭରତ ରେ ପାର୍ଲିଆମେଣ୍ଟ ଓ ରାଜ୍ୟ ବିଧାନ ସଭା ମାନଙ୍କୁ  ରେ ୩୩% ସ୍ଥାନ ସଙ୍ଗରକ୍ଷଣ ର ବ୍ୟବସ୍ଥା କରାଗଲା । women.

ସମୟ ରେଖା 

ସାରଳା ଥକରାଳ , ପ୍ରଥମ ଭାରତୀୟ ମହିଳା ପାଇଲତ ୧୯୩୬ ମସିହା ରେ .
  • 1848: Savitribai Phule, along with her husband Jyotirao Phule, opened a school for girls in Pune, India. Savitribai Phule became the first woman teacher in India.
  • 1879: John Elliot Drinkwater Bethune established the Bethune School in 1849, which developed into the Bethune College in 1879, thus becoming the first women's college in India.
  • 1883: Chandramukhi Basu and Kadambini Ganguly became the first female graduates of India and the British Empire.
  • 1886: Kadambini Ganguly and Anandi Gopal Joshi became the first women from India to be trained in Western medicine.
  • 1898: Sister Nivedita Girls' School was inaugurated
  • 1905: Suzanne RD Tata becomes the first Indian woman to drive a car.[୩୪]
  • 1916: The first women's university, SNDT Women's University, was founded on 2 June 1916 by the social reformer Dhondo Keshav Karve with just five students.
  • 1917: Annie Besant became the first female president of the Indian National Congress.
  • 1919: For her distinguished social service, Pandita Ramabai became the first Indian woman to be awarded the Kaisar-i-Hind Medal by the British Raj.
  • 1925: Sarojini Naidu became the first Indian born female president of the Indian National Congress.
  • 1927: The All India Women's Conference was founded.
  • 1936: Sarla Thakral became the first Indian woman to fly an aircraft.[୩୫][୩୬][୩୭]
  • 1944: Asima Chatterjee became the first Indian woman to be conferred the Doctorate of Science by an Indian university.
  • 1947: On 15 August 1947, following independence, Sarojini Naidu became the governor of the United Provinces, and in the process became India's first woman governor. On the same day, Amrit Kaur assumed office as the first female Cabinet minister of India in the country's first cabinet.
  • 1951: Prem Mathur of the Deccan Airways becomes the first Indian woman commercial pilot.
ଭରତ ର ପ୍ରଥମ ମହିଳା ପ୍ରଧାନ ମନ୍ତ୍ରୀ ଇନ୍ଦିରା ଗାନ୍ଧୀ , ୧୯୬୬ ମସିହା ରେ 
  • 1953: Vijaya Lakshmi Pandit became the first woman (and first Indian) president of the United Nations General Assembly
  • 1954: Ramakrishna Sarada Mission was formed for women monks.
  • 1959: Anna Chandy becomes the first Indian woman judge of a High Court (Kerala High Court)[୩୮]
  • 1963: Sucheta Kriplani became the Chief Minister of Uttar Pradesh, the first woman to hold that position in any Indian state.
  • 1966: Captain Durga Banerjee becomes the first Indian woman pilot of the state airline, Indian Airlines.
  • 1966: Kamaladevi Chattopadhyay wins Ramon Magsaysay award for community leadership.
  • 1966: Indira Gandhi becomes the first woman Prime Minister of India
  • 1970: Kamaljit Sandhu becomes the first Indian woman to win a Gold in the Asian Games
  • 1972: Kiran Bedi becomes the first female recruit to join the Indian Police Service.[୩୯]
  • 1979: Mother Teresa wins the Nobel Peace Prize, becoming the first Indian female citizen to do so.
  • 1984: On 23 May, Bachendri Pal became the first Indian woman to climb Mount Everest.
  • 1986: Surekha Yadav became the first Asian woman loco-pilot or railway driver.
  • 1989: Justice M. Fathima Beevi becomes the first woman judge of the Supreme Court of India.[୩୮]
  • 1991: Mumtaz Kazi became the first Asian woman to drive a diesel locomotive in September.[୪୦]
  • 1992: Priya Jhingan becomes the first lady cadet to join the Indian Army (later commissioned on 6 March 1993)[୪୧]
  • 1999: On 31 October, Sonia Gandhi became the first female Leader of the Opposition (India).
  • 2007: On 25 July, Pratibha Patil became the first female President of India.
  • 2009: On 4 June, Meira Kumar became the first female Speaker of Lok Sabha.
  • 2011: On 20 October, Priyanka N. drove the inaugural train of the Namma Metro becoming the first female Indian metro pilot.[୪୨]
  • 2014: A record 7 female ministers are appointed in the Modi ministry, of whom 6 hold Cabinet rank, the highest number of female Cabinet ministers in any Indian government in history. [୪୩]
  • 2017: On 25 March, Tanushree Pareek became the first female combat officer commissioned by the Border Security Force.[୪୪]

ରାଜନୀତି ରେ ମହିଳା 

ରାଜନୀତି କ୍ଷତ୍ର ରେ ଭାରତ ରେ ବିଶ୍ଵ ର ଅନ୍ୟ ଦେଶ ମାନଙ୍କ ତୁଳନା ରେ ସର୍ବାଧିକ ଅନୁପାତ ରେ ମହିଳା ଉଚ୍ଛପଦ ରେ ଅବସ୍ଥାପିତ ହେଇଛନ୍ତି । ରାଷ୍ଟ୍ରପତି ଙ୍କ ଠାରୁ ଆରମ୍ଭ କରି ପ୍ରଧାନ ମନ୍ତ୍ରୀ , ରାଜ୍ୟପାଳ , ବିରୋଧୀ ଦଳ ନେତ୍ରୀ , ମିଖ୍ୟମନ୍ତ୍ରୀ , କେନ୍ଦ୍ର ମନ୍ତ୍ରୀ ଭାବରେ ମହିଳା ମାନେ ବହୁ ସଂଖ୍ୟା ରେ ରହି ଆସିଛନ୍ତି ।  [୪୫][୪୬][୪୭][୪୮]

ସଂସ୍କୃତି 

ବିହାର ର ମହିଳା 


ସେନାବାହିନୀ ରେ ମହିଳା 

ଭାରତୀୟ ସେନା ବାହିନୀ ର ମହିଳା ଅଫିସର 

୧୯୯୨ ମସିହା ରୁ ଭାରତୀୟ ସେନା ବାହିନୀ ରେ ମହିଳା ମାନଙ୍କୁ ପ୍ରବେଶ ଦିଆ ଯାଇଥିଲା । ତନୁଶ୍ରୀ ପାରିଖ ଭାରତୀୟ ସେନା ରେ ପ୍ରଥମ ସୈନିକ ମହିଳା ଅଫିସର ଭାବେ ୨୦୧୩ ମସିହା ରେ ଯୋଗ ଦେଇଥିଲେ [୪୯][୫୦].[୪୪]

ସରକାର ବାୟୁ ସେନା ରେ ମଧ୍ୟ ପାଇଲତ ଭାବରେ ମହିଳା ଙ୍କ ନିଯୁକ୍ତି ପାଇଁ ନିୟମ ପ୍ରଣଯନ କରିଛନ୍ତି । 

ଶିକ୍ଷ୍ୟା ଓ ଅର୍ଥନୈତିକ ଉନ୍ନୟନ 

୧୯୯୨ ମସିହା ସୁଦ୍ଧା ୯.୨% ଗୃହ ରେ ମହିଳା ମାନେ ମୁଖ୍ୟ ଭାବରେ ରହିଥିବା ଜଣା ଯାଏ । .[୫୧]

ଶିକ୍ଷ୍ୟା 

School girls in the classroom, Lakhiganj High School, Assam

କର୍ମ କ୍ଷେତ୍ର ରେ ମହିଳା 

ଆଧାର କେନ୍ଦ୍ର ରେ କାର୍ଯ୍ୟରତ ମହିଳା 

 [ଆଧାର ଲୋଡ଼ା]

ଭୂମି ଓ ସମ୍ପତି ଅଧିକାର 

Women harvesting rice paddy in Tamil Nadu. Women rarely own land in their own names, although they often work in agriculture

ମହିଳା ଙ୍କ ବିରୁଦ୍ଧ ରେ ଅପରାଧିକ କାର୍ଯ୍ୟ 

The map shows the comparative rate of violence against women in Indian states and union territories in 2012. Crime rate data per 100,000 women in this map is the broadest definition of crime against women under Indian law. It includes rape, sexual assault, insult to modesty, kidnapping, abduction, cruelty by intimate partner or relatives, trafficking, persecution for dowry, dowry deaths, indecency, and all other crimes listed in Indian Penal Code.[୫୨][୫୩]

ଏସିଡ ଫିଙ୍ଗା 

ବାଳିକା ବିବାହ 

ଆବାସିକ ହିଂଶା 

ଯୌତୁକ ପ୍ରଥା 

A map of the Indian dowry death rate per 100,000 people, 2012.

କନ୍ୟା ଭ୍ରୁଣହତ୍ୟା 

A map of India's child sex ratio, 2011.

ଅନର କିଲିଙ୍ଗ ( ସମ୍ମାନ ପାଇଁ ହତ୍ୟା ) 

ଡାହାଣୀ କାର୍ଯ୍ୟ ପାଇଁ ସନ୍ଦେହ 

ବଳତ୍କାର ଘଟଣା 

୨୦୧୨ ରେଦିଲ୍ଲୀ ରେ ଜଣେ ମହିଳା ଙ୍କୁ ବଳତ୍କାର ଓ ହତ୍ୟା ପରେ ଗଣ ଆନ୍ଦୋଳନ 

ଯୌନ ଶୋଷଣ 

ଦେହ ବ୍ୟାପାର 

ମହିଳାଙ୍କ  ଅଧିକାର 

ଅନ୍ୟ ଚିନ୍ତନ ସବୁ 

Women in Jharkhand

ସାମାଜିକ ମତାମତ 

ସାମାଜିକ ଜୀବନ ରେ ମହିଳାଙ୍କ ଅଂଶ ଗ୍ରହଣ 

ମହିଳା ଙ୍କ ଶ୍ଵାସ୍ୟ

Community health worker preparing a vaccine in Odisha

ପରିବାର ନିୟୋଜନ 

ଦଳିତ ଶ୍ରେଣୀ ର ମହିଳା 

ଲିଙ୍ଗା ଅନୁପାତ ଭିନ୍ନତା 

A sign in an Indian hospital stating that prenatal sex determination is a crime.

ସ୍ବଚ୍ଛ ପରିମଳ ବ୍ୟବସ୍ଥା 

See also

  • Category:Lists of Indian women
  • Dancers
  • Film actresses
  • Writers
  • Sportswomen

ଆଧାର ସମୂହ 

  1. "Rajya Sabha passes Women's Reservation Bill". The Hindu. Chennai, India. 10 March 2010. Retrieved 25 August 2010.
  2. Jayapalan, N. (2001), "Status of women in Hindu society", in Jayapalan, N. (ed.), Indian society and social institutions, New Delhi, India: Atlantic Publishers and Distributors, p. 145, ISBN 9788171569250. {{citation}}: Invalid |ref=harv (help)
  3. ୩.୦ ୩.୧ {{cite web}}: Empty citation (help)
  4. Parihar, Lalita Dhar (2011). Women and law: from impoverishment to empowerment. Lucknow: Eastern Book Company. ISBN 9789350280591.
  5. Rao, Mamta (2008). Law relating to women and children (3rd ed.). Lucknow: Eastern Book Co. ISBN 9788170121329. ...women and the protection provided under various criminal, personal and labour laws in India
  6. Tilak, Sudha G. (11 March 2013). "Crimes against women increase in India - Features". Al Jazeera English. Retrieved 7 February 2014.
  7. Upreti, Deepak K. (14 November 2011). "India is home of unspeakable crimes against women". Deccan Herald. Retrieved 7 February 2014.
  8. Kumar, Madhuri (8 March 2013). "Atrocities against women on the rise". The Times of India.
  9. Baldwin, Katherine (13 June 2012). "Canada best G20 country to be a woman, India worst - TrustLaw poll". Thomson Reuters Foundation News.
  10. Madhok, Sujata. "Women: Background & Perspective". InfoChange India. Archived from the original on 24 July 2008. Retrieved 24 December 2006.
  11. Mishra, R. C. (2006). Women in India: towards gender equality. New Delhi: Authorspress. ISBN 9788172733063.
  12. Varttika by Katyayana, 125, 2477
  13. Comments to Ashtadhyayi 3.3.21 and 4.1.14 by Patanjali
  14. Majumdar, R.C.; Pusalker, A.D. (1951), "Chapter XX: Language and literature", The history and culture of the Indian people, volume I, the Vedic age, Bombay: Bharatiya Vidya Bhavan, p. 394 {{citation}}: Invalid |ref=harv (help)
  15. 17.
  16. {{cite web}}: Empty citation (help)
  17. Manava Dharmasastra 9.3, cited in Olivelle (1993), p. 185
  18. Olivelle (1993), p. 189-190
  19. Singh, Shweta (2009), "Examining the Dharma driven identity of women: Mahabharata's Kunti", in Swami, Indu (ed.), The women question in the contemporary Indian women writings in English, New Delhi: Sarup Book Publishers, ISBN 9788176256087 {{citation}}: Invalid |ref=harv (help); More than one of |ISBN= and |isbn= specified (help)
  20. Tryambakayajvan (1995). Stridharmapaddhati [The perfect wife (guide to the duties of women)]. Julia Leslie (translator). New Delhi New York: Penguin Books. ISBN 9780140435986.
  21. {{cite web}}: Empty citation (help)
  22. Dang, Vimla (19 June 1998). "Feudal mindset still dogs women's struggle". The Tribune. Archived from the original on 19 December 2006. Retrieved 24 December 2006.
  23. {{cite web}}: Empty citation (help)
  24. Jain, Pratibha; Śarmā, Saṅgītā (2004). Honour, status & polity. Jaipur: Rawat Publications. ISBN 9788170338598.
  25. {{cite web}}: Empty citation (help)
  26. "Devadasi (definition)", Encyclopædia Britannica, 2007 Retrieved 4 July 2007.
  27. London Missionary Society, ed. (1869). Fruits of Toil in the London Missionary Society. London: John Snow & Co. p. 12. OCLC 746963117. Retrieved 12 September 2016.
  28. Saraswati English Plus. New Saraswati House. p. 47.
  29. Nelasco, Shobana (2010). Status of women in India. New Delhi: Deep & Deep Publications. p. 11. ISBN 9788184502466.
  30. Ambassador of Hindu Muslim Unity, Ian Bryant Wells
  31. "Oxford University's famous south Asian graduates (Indira Gandhi)". BBC News. 5 May 2010.
  32. {{cite web}}: Empty citation (help)
  33. Velkoff, Victoria A.; Adlakha, Arjun (October 1998). Women of the World: Women's Health in India (PDF). U.S. Department of Commerce, Economics and Statistics Administration. Archived from the original (pdf) on 4 June 2011. Retrieved 25 December 2006.
  34. {{cite web}}: Empty citation (help)
  35. {{cite web}}: Empty citation (help)
  36. "72. Sarla Thakral : Women's Day: Top 100 coolest women of all time". IBN Live. Archived from the original on 6 December 2013. Retrieved 9 October 2013.
  37. "Down memory lane: First woman pilot recounts life story" (Video). NDTV. 13 August 2006. Retrieved 9 October 2013.
  38. ୩୮.୦ ୩୮.୧ "Former Chief Justices / Judges". highcourtofkerala.nic.in. High Court of Kerala. Archived from the original on 14 December 2006. Retrieved 24 December 2006.
  39. "Kiran Bedi of India appointed civilian police adviser". un.org. United Nations. 10 January 2003. Retrieved 25 December 2006.
  40. "Asia's first woman to drive a diesel train is an Indian". Rediff. Retrieved 12 March 2017.
  41. Ramamurthi, Divya (23 February 2003). "Always 001, Army's first lady cadet looks back". The Indian Express. Archived from the original on 5 February 2007. Retrieved 30 March 2007.
  42. Reporter, Staff. "Young woman loco pilot has the ride of her life". The Hindu (in ଇଂରାଜୀ). Retrieved 12 March 2017.
  43. http://www.elections.in/political-corner/women-cabinet-ministers-india/
  44. ୪୪.୦ ୪୪.୧ {{cite web}}: Empty citation (help)
  45. "50pc reservation for women in panchayats". Oneindia News. 27 August 2009. Retrieved 28 July 2013.
  46. "50% reservation for women in AP, Bihar Panchayats". Sify News. 25 November 2011. Retrieved 28 July 2013. {{cite news}}: More than one of |accessdate= and |access-date= specified (help)
  47. "Mayor Malayalam News". Mathrubhumi (in Malayalam). 26 November 2015.{{cite news}}: CS1 maint: unrecognized language (link)
  48. "Woman's Malayalam News". Mathrubhumi (in Malayalam). 25 November 2015.{{cite news}}: CS1 maint: unrecognized language (link)
  49. {{cite web}}: Empty citation (help)
  50. Reuters/jb (24 February 2016). "Indian armed forces to recruit women for all combat roles: President". Channel NewsAsia. Archived from the original on 10 March 2016. {{cite news}}: |last= has generic name (help)
  51. "Asia's women in agriculture, environment and rural production: India". fao.org. Food and Agriculture Organization of the United Nations. Archived from the original on 30 June 2014. Retrieved 24 December 2006.
  52. "Table 5.1", Crime in India 2012 Statistics (PDF), National Crime Records Bureau (NCRB), Ministry of Home Affairs, Government of India, p. 385, archived from the original (PDF) on 20 June 2014
  53. "Table", Intimate Partner Violence, 1993–2010 (PDF), Bureau of Justice Statistics, US Department of Justice, p. 10

ପୁନଶ୍ଚ ପଠନ 

Traces the beginnings of feminism in modern India to social and religious reform movements in Maharashtra, Western India.

ବାହ୍ୟ ସଂଯୋଗ ସବୁ