Jump to content

ସ୍ମାର୍ଟ ସିଟି ଅଭିଯାନ , ଭାରତ

ଉଇକିପିଡ଼ିଆ‌ରୁ
୦୯:୪୮, ୧୦ ନଭେମ୍ବର ୨୦୧୬ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Smart Cities Mission") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)

ସ୍ମାର୍ଟ ସିଟି ଅଭିଯାନ , ଭାରତ ସରକାର ଙ୍କ ଦ୍ଵାରା ଭାରତ ର 100 ଟି ( ପରେ ଏହାକୁ 109 କରାଯାଇଥିଲା ) ମୁଖ୍ୟ ସହର ର ପୁନର୍ବିନ୍ୟାସ ତଥା ଆଧୂନିକୀକରଣ ପାଇଁ ଏକ ପ୍ରକଳ୍ପ । ଏହି ସହର ଗୁଡିକ ରେ ରହୁଥିବା ବାସିନ୍ଦା ମାନଙ୍କ ସୁଖ ଓ ସୁବିଧା ଜନକ[] ଚଳଣି ପାଇଁ ବ୍ୟବସ୍ଥା ର ଉନ୍ନତିକରଣ ର ଲକ୍ଷ୍ୟ ନେଇ ଏହା ଭାରତୀୟ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଦ୍ଵାରା ପ୍ରଣିତ ଯୋଜନା ଅନୁସାରେ ଏହା 2015 ରୁ ଲାଗୁ କରାଯାଇଛି । 

ଇତିହାସ 

ଭାରତ ର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଯୋଜନା କୁ ଜୁନ , 2015[] ରେ ଉଦଘାତନ କରିଥିଲେ ।ଏଠି ପାଇଁ କେନ୍ଦ୍ର ସରକାର 980 ବିଲିଅନ ତାଙ୍କ ର ବ୍ୟବସ୍ଥା ରଖିବା ସହ ପ୍ରଥମ ପର୍ଯ୍ୟାୟ ରେ 100 ଟି ସହର କୁ ବଛା ଯାଇଥିଲା । ଏହା ସହିତ 500 ଟି ଅନନ୍ୟ ସହର ର ମଧ୍ୟ ପୁନଃ ସଂସ୍ଥାନ ପାଇଁ 48,000 କୋଟି ଟଙ୍କା ର  ବ୍ୟୟ ଅଟକଳ ମଧ୍ୟ ରହିଥିଲା । ଏହି ସ୍ମାର୍ଟ ସିଟି ମିସନ ଓ ଅଟଳ ସହରାଞ୍ଚଳ ପୁନର୍ବିନ୍ୟାସ ଓ ଉନ୍ନତିକାରଣ ଯୋଜନା ପାଇଁ ସମୁଦାଯ 50,000 କୋଟି ର ଆର୍ଥିକ ବ୍ୟବସ୍ଥା ରହିଛି ।  

ଚୟନ ପ୍ରକ୍ରିୟା 

ପ୍ରଥମ ସ୍ତର ରେ ସର୍ଭେ ଜରିଆ ରେ 100 ଟି ସହର କୁ ବଛା ଗଲା ଯହିଁରେ ବିଭିନ୍ନ ରାଜ୍ୟ ରାଜଧାନୀ ମଧ୍ୟ ସମ୍ମିଳିତ ରହିଲା । []

ସହରାଞ୍ଚଳ ଉନ୍ନୟନ ମନ୍ତ୍ରୀ ଭେଙ୍କିଆ ନାଇଡୁ 28 ଜାନୁଆରୀ , 2016 ଘୋଷଣା କରିଥିବା ସହର ମଧ୍ୟ ରୁ ପ୍ରଥମ 20 ଟି ସହର ମଧ୍ୟ ରେ ଭୁବନେଶ୍ବର ପ୍ରଥମ ସ୍ଥାନ ରେ ରହିବା ସହ ତାହା ତଳେ ପୁନେ ଓ ଜଯପୁର ରହିଥିଲେ । []

ରାଜ୍ୟ ୱାରି ଘୋଷିତ ସ୍ମାର୍ଟ ସିଟି ସମୂହ ର ତାଲିକା 

98 ଟି ପ୍ରସ୍ତାବିତ ସ୍ମାର୍ଟ ସିଟି .[][][]

S. No. Name of State/UT Names of Cities Shortlisted
1 Maharashtra Greater Mumbai, Thane, Kalyan-Dombivali, Navi Mumbai, Nashik, Amravati, Solapur, Nagpur, Pune, Aurangabad
2 West Bengal New Town Kolkata, Bidhannagar, Durgapur, Haldia
3 Gujarat Gandhinagar, Ahmedabad, Surat, Vadodara, Rajkot, Dahod
4 Madhya Pradesh Bhopal, Indore, Gwalior, Jabalpur, Satna, Ujjain, Sagar
5 Tamil Nadu Coimbatore, Chennai, Madurai, Tiruchirapalli, Vellore, Salem, Erode, Tiruppur, Thanjavur, Tirunelveli, Dindigul, Thoothukudi,
6 Karnataka Bangalore, Mangaluru, Belagavi, Shivamogga, Hubbali-Dharwad, Tumakuru, Davanagere
7 Kerala Kochi
8 Telangana Warangal, Karimnagar
9 Andhra Pradesh Vishakhapatnam, Tirupati, Kakinada
10 Uttar Pradesh Meerut, Moradabad, Aligarh, Saharanpur, Bareilly, Jhansi, Kanpur, Allahabad, Lucknow, Varanasi, Ghaziabad, Agra, Rampur
11 Rajasthan Jaipur, Udaipur, Ajmer, Kota
12 Punjab Ludhiana, Jalandhar, Amritsar
13 Bihar Muzaffarpur, Bhagalpur, Biharsharif
14 Haryana Karnal, Faridabad
15 Assam Guwahati
16 Odisha Bhubaneshwar, Rourkela
17 Himachal Pradesh Dharamshala
18 Uttarakhand Dehradun
19 Jharkhand Ranchi
20 Sikkim Namchi
21 Manipur Imphal
22 Andaman and Nicobar Islands Port Blair
23 Arunachal Pradesh Pasighat
24 Chandigarh Chandigarh
25 Chhattisgarh Raipur, Bilaspur
26 Dadra and Nagar Haveli Silvassa
27 Daman and Diu Diu
28 Delhi New Delhi
29 Goa Panaji
30 Lakshadweep Kavaratti
31 Meghalaya Shillong
32 Mizoram Aizawl
33 Nagaland Kohima
34 Puducherry Oulgaret
35 Tripura Agartala
  • ଜମ୍ମୁ ଓ କାଶ୍ମୀର ପ୍ରସ୍ତାବ ଦେବା ପାଇଁ ଅଧିକ ସମୟ ମାଗିଥିଲା 
  • ଉତ୍ତର ପ୍ରଦେଶ ର ପ୍ରସ୍ତାବିତ 13 ଟି ମଧ୍ୟ ରୁ 12 ଟି କୁ ବିଚାରାଧୀନ କରାଯାଇଛି 

ପ୍ରଥମ ପ୍ରସ୍ତରେ ସ୍ମାର୍ଟ ସିଟି ଘୋଷିତ 20 ଟି ସହର 

Ranking Name of State/UT Cities Shortlisted
1 Odisha Bhubaneswar
2 Maharashtra Pune
3 Rajasthan Jaipur
4 Gujarat Surat
5 Kerala Kochi
6 Gujarat Ahmedabad
7 Madhya Pradesh Jabalpur
8 Andhra Pradesh Visakhapatnam
9 Maharashtra Solapur
10 Karnataka Davangere
11 Madhya Pradesh Indore
12 New Delhi New Delhi
13 Tamil Nadu Coimbatore
14 Andhra Pradesh Kakinada
15 Karnataka Belgaum
16 Rajasthan Udaipur
17 Assam Guwahati
18 Tamil Nadu Chennai
19 Punjab Ludhiana
20 Madhya Pradesh Bhopal

ଦ୍ଵିତୀୟ ପ୍ରସ୍ତ ରେ ଘୋଷିତ 13 ଟି ସହର 

Ranking Name of State/UT Cities Shortlisted[]
21 Uttar Pradesh Lucknow
22 Telangana Warangal
23 Himachal Pradesh Dharamasala
24 Chandigarh Chandigarh
25 Chhattisgarh Raipur
26 West Bengal New Town, Kolkata
27 Bihar Bhagalpur
28 Goa Panaji
29 Andaman & Nicobar Port Blair
30 Manipur Imphal
31 Jharkhand Ranchi
32 Tripura Agartala
33 Haryana Faridabad

ତୃତୀୟ ପ୍ରସ୍ତ ରେ ଘୋଷିତ 27 ଟି ସହର 

ନୂତନ ସ୍ମାର୍ଟ ସିଟି ତାଲିକା  []

Ranking Name of State/UT Cities Shortlisted
34 Punjab Amritsar
35 Maharashtra Kalyan
36 Madhya Pradesh Ujjain
37 Andhra Pradesh Tirupati
38 Maharashtra Nagpur
39 Karnataka Mangalore
40 Tamil Nadu Vellore
41 Maharashtra Thane
42 Madhya Pradesh Gwalior
43 Uttar Pradesh Agra
44 Maharashtra Nashik
45 Odisha Rourkela
46 Uttar Pradesh Kanpur
47 Tamil Nadu Madurai
48 Karnataka Tumakuru
49 Rajasthan Kota
50 Tamil Nadu Thanjavur
51 Sikkim Namchi
52 Punjab Jalandhar
53 Karnataka Shimoga
54 Tamil Nadu Salem
55 Rajasthan Ajmer
56 Uttar Pradesh Varanasi
57 Nagaland Kohima
58 Karnataka Hubli-Dharwad
59 Maharashtra Aurangabad
60 Gujarat Vadodara

କାର୍ଯ୍ୟକାରିତା 

ଏହି ସବୁ ସହର ରେ ଉନ୍ନୟନ ପ୍ରକଳ୍ପ ସବୁ ଆରମ୍ଭ ହେଇଗଲାଣି । 

  • ଅହମଦାବାଦ ରେ ଜଳ ନିଷ୍କାସନ , ଗୃହଯୋଗଣ ପ୍ରକଳ୍ପ , ଆଧୁନିକ ଶିକ୍ଷୟା ପ୍ରକଳ୍ପ ସବୁ ଆରମ୍ଭ ହେଇଛି । 
  • ଭୁବନେଶ୍ବର ରେ ରେଳ ଆଧୂନିକୀକରଣ , ଟ୍ରାଫିକ ବ୍ୟବସ୍ଥା ର ନୂତନୀକରଣ , ସହରାଞ୍ଚଳ ଜ୍ଞାନ କେନ୍ଦ୍ର ର ବ୍ୟବସ୍ଥା ପ୍ରଚାଳନ ହେଲାଣି । 
  • ନୂଆ ଦିଲ୍ଲୀ ରେ ଜଳ ନିଷ୍କାସନ , ସହର ସୁରକ୍ଷ୍ୟା ବ୍ୟବସ୍ଥା ରେ CCTV ଇତ୍ୟାଦି ର ବ୍ୟବସ୍ଥା , ଉନ୍ନତ ଶିକ୍ଷୟା ର ବ୍ୟବସ୍ଥା ସବୁ ର ଆରମ୍ଭ ହେଇଛି । 
  • ପୁନେ ସହର ପାଇଁ ମଧ୍ୟ ଯୋଜନା ସବୁ ର ଆରଭ ହେଇଛି । 
    []

ଆଧାର ସମୂହ 

  1. {{cite web}}: Empty citation (help)
  2. ୨.୦ ୨.୧ Narendra Modi launches smart city projects in Pune, 25 June 2016
  3. Smart Cities in India
  4. Bhubaneswar leads Govt’s Smart City list, Rs 50,802 crore to be invested over five years, New Delhi, 29 January 2016{{citation}}: CS1 maint: location missing publisher (link)
  5. List of 98 Smart Cities, The Times of India
  6. {{cite web}}: Empty citation (help)
  7. http://indianexpress.com/article/india/india-news-india/india-20-smart-cities-list/
  8. http://www.thehindu.com/news/national/lucknow-warangal-among-13-smart-cities-announced-by-govt/article8640477.ece
  9. http://timesofindia.indiatimes.com/city/amritsar/Amritsar-tops-new-smart-city-list/articleshow/54448624.cms

ବାହ୍ୟ ସଂଯୋଗ ସବୁ