Jump to content

ଫରିଦାବାଦ

ଉଇକିପିଡ଼ିଆ‌ରୁ
Faridabad
फ़रीदाबाद
ਫਰੀਦਾਬਾਦ
فریدآباد
CountryIndia India
StateHaryana
DistrictFaridabad
Government
 • Chief Minister of HaryanaManohar Lal Khattar
 • CommissionerAshok Kumar Sharma
 • MayorAshok Arora
Area
 • ସମୁଦାୟ742.9 km2 (286.8 sq mi)
Elevation
198 m (650 ft)
Population
 (2011)[]
 • Total୧୪,୧୪,୦୫୦
 • Density2,421/km2 (6,270/sq mi)
DemonymFaridabadi
Languages
 • OfficialHindi, Punjabi
Time zoneUTC+5:30 (IST)
PIN
121004
Telephone code0129
ଯାନବାହାନ ପଞ୍ଚୀକରଣHR-51, HR-29, HR-38(commercial), DL-16(Delhi NCR)
Websitefaridabad.nic.in
mcfbd.com


ଫରିଦାବାଦ ଏକ ଭାରତୀୟ ପୌର ପରିଷଦ (Municipal Corporation) ଅଟେ । ଏହା ହରିଆଣାର fଅରିଦବଦ୍ ଜିଲ୍ଲାରେ ଅବସ୍ଥିତ ।


ଭୌଗଳିକ ଅବସ୍ଥିତି

[ସମ୍ପାଦନା]

ଫରିଦାବାଦ ୨୮.୪୧୨୫ ଉତ୍ତର ଅକ୍ଷାଂଶ ଓ ୭୭.୩୧୯୮ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୮୩୦ ଫୁଟ ଉଚ୍ଚତାରେ ରହିଛି ।[]

ଜନସଂଖ୍ୟା ଓ ସାକ୍ଷରତା

[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଫରିଦାବାଦ ସହରର ମୋଟ ଜନସଂଖ୍ୟା ୧୦୫୪୯୮୧ ଅଟେ ।[] ସେଥି ମଧ୍ୟରୁ ୫୫.୦୩% ଜଣ ପରୁଷ ହୋଇଥିବା ବେଳେ ୪୪.୯୭% ଜଣ ନାରୀ ଅଟନ୍ତି । ଫରିଦାବାଦର ସାକ୍ଷରତା ହାର ୬୮.୫୪% ଅଟେ । ଏହା ଜାତୀୟ ହାରଠାରୁ -୩.୭୦% ପ୍ରତିଶତ କମ ଅଟେ । ସେଥିରୁ ୪୧.୩୩% ପ୍ରତିଶତ ପୁରୁଷ ଓ ୨୭.୨୦% ନାରୀ ଅଟନ୍ତି । ୧୪.୬୫% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[]

ହିନ୍ଦୀ ଫରିଦାବାଦର ସରକାରୀ ଭାଷା ଅଟେ ।


ଆହୁରି ପଢନ୍ତୁ

[ସମ୍ପାଦନା]
  1. "Census 2011" (PDF). The Registrar General & Census Commissioner, India. Retrieved 14 June 2015.
  2. "Directory of Cities, Towns, and Regions in India". Retrieved 27 September 2015.
  3. ୩.୦ ୩.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ

[ସମ୍ପାଦନା]