ସୁରତ

ଉଇକିପିଡ଼ିଆ ରୁ
Jump to navigation Jump to search
ସୁରତ
સુરત
Metropolitan City
Surat-one of the fastest growing city.but hear not international airport
ଅନ୍ୟନାମ: Diamond City, Textile City, Silk City, Clean City, Fastest Growing City, City Of Bridges & Flyovers
ସୁରତ is located in Gujarat
ସୁରତ
ସୁରତ
ଅବସ୍ଥିତି: 21°10′N 72°50′E / 21.17°N 72.83°E / 21.17; 72.83Coordinates: 21°10′N 72°50′E / 21.17°N 72.83°E / 21.17; 72.83
ଦେଶଭାରତ
ରାଜ୍ୟଗୁଜରାଟ
ଜିଲ୍ଲାସୁରତ
Zone7
ସରକାର
 • ପ୍ରକାରMayor–Council
 • ପରିଚାଳନାSurat Municipal Corporation
 • MayorRajendra Ajitrai Desai (Raju Desai) (BJP)
 • Municipal CommissionerManoj Kumar Das
 • Police CommissionerRakesh Asthana
କ୍ଷେତ୍ରଫଳ
 • Metropolitan City km2 (ପ୍ରକାଶନରେ ଅସୁବିଧା: ଅଜଣା < ଯୁକ୍ତାକ୍ଷର । acres)
ଉଚ୍ଚତା13 m (43 ft)
ଜନସଂଖ୍ୟା (2011)[୧]
 • Metropolitan City
 • କ୍ରମାଙ୍କ8th
 • ମହାନଗର[୨]
 • Metro rank[
IST (UTC+5:30)
ପିନ କୋଡ଼395 0XX & 394 XXX
Area code(s)91-261-XXX-XXXX
ଗାଡ଼ି ପଞ୍ଜିକରଣGJ 05 & GJ 28
Coastline୩୫ କିଲୋମିଟର (୨୨ mi)
Literacy86.65%[୩]
ଭାଷାଗୁଜରାଟୀ , ହିନ୍ଦୀ
HDIHigh
ୱେବସାଇଟsuratmunicipal.gov.in

ସୁରତ, ଗୁଜରାଟ ରାଜ୍ୟର ଏକ ପ୍ରମୁଖ ସହର । ସୁରତ ହେଉଛି ଗୁଜରାଟର ଦ୍ୱିତୀୟ ତଥା ଭାରତର ନମବ ବୃହତ୍ତମ ସହର । ଜନବସତି ଓ ଶିଳ୍ପଦ୍ୟୋଗ ଅନୁସାରେ ଗୁଜରାଟରେ ଅହମଦାବାଦ ପରେ ସୁରତର ନାମ । ବିଶ୍ୱର ୯୦-୯୫ ପ୍ରତିଶତ ହୀରା ସୁରତରେ ମାଜି (ଘସି) ପ୍ରସ୍ତୁତ ହେଉଛି । କପଡା ଉଦ୍ୟୋଗ ପାଇଁ ସୁରତ ପ୍ରସିଦ୍ଧ ।

ଭୂଗୋଳ[ସମ୍ପାଦନା]

ଇତିହାସ[ସମ୍ପାଦନା]

ପୂର୍ବେ ସୂର୍ଯୟପୁର ନାମରେ ସୁରତ ପ୍ରସିଦ୍ଧି ଲାଭକରି ପ୍ରଥମେ ମୋଗଲ୍,ତାପରେ ପର୍ତ୍ତୁଗୀଜ ଏବ, ଇଂରେଜ ମାନଙ୍କର ମୂଖ୍ୟ ବନ୍ଦର ଥିଲା । ସେହି ସମୟରେ ସୂର୍ଯ୍ୟପୁର ଲାଟପ୍ରଦେଶର ମୂଖ୍ୟ ନଗର ଥିଲା ।

ଦର୍ଶନୀୟ ସ୍ଥାନ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Mid-Year Population Estimates". Surat Municipal Corporation. Retrieved 2010-09-15.
  2. http://www.suratmunicipal.gov.in/content/city/stmt12.shtml
  3. "Literacy Rates by Sext for State and District". 2011 census of India. Government of India. Retrieved 25 June 2012.

ବାହାର ତଥ୍ୟ[ସମ୍ପାଦନା]