ଲକ୍ଷ୍ନୌ

ଉଇକିପିଡ଼ିଆ‌ରୁ
ଲକ୍ଷ୍ନୌ
ରାଜଧାନୀ
From top: Vidhan Sabha, Bada Imambara, Ambedkar Park
From top: Vidhan Sabha, Bada Imambara, Ambedkar Park
Nickname(s): 
The City of Nawabs, The Golden City of East, Constantinople of India, Shiraz-i-Hind
ଦେଶ India
Stateଉତ୍ତର ପ୍ରଦେଶ
ଜିଲ୍ଲାଲକ୍ଷ୍ନୌ
Government
 • MayorDinesh Sharma(BJP)
Area
 • ରାଜଧାନୀ310.1 km2 (119.7 sq mi)
Elevation
128 m (420 ft)
Population
 (2011)[୨]
 • ରାଜଧାନୀ୨୮,୧୫,୬୦୧
 • Rank12th
 • Density2,011/km2 (5,210/sq mi)
 • Metro୨୯,୦୧,୪୭୪
ଭାଷା
 • ସରକାରୀହିନ୍ଦୀ ଭାଷା, ଉର୍ଦ୍ଦୁ ଭାଷା
Time zoneUTC+5:30 (IST)
PIN
226 xxx
Telephone code91-522
ଯାନବାହାନ ପଞ୍ଚୀକରଣUP-32
Sex ratio871 /
Websitelucknow.nic.in
General Data:[୪]

Longitude-Latitude:[୫]
population_District(extrapolation):[୬]

population_total(interpolation):[୭]


ଲକ୍ଷ୍ନୌ ସହର ଭାରତର ଉତ୍ତର ଦିଗରେ ଅବସ୍ଥିତ ଉତ୍ତର ପ୍ରଦେଶ ରାଜ୍ୟର ରାଜଧାନୀ |

ଭୂଗୋଳ[ସମ୍ପାଦନା]

ଇତିହାସ[ସମ୍ପାଦନା]

ଲକ୍ଷ୍ନୌ ସହରର ପାନାରୋମା ଚିତ୍ର ଯାହାକି ରୋଶନ୍ ଉଦ୍ ଦୌଲାରୁ ନିଆ ଯାଇଛି ୧୮୫୮ ମସିହାରେ
ନବାବ୍ ଅସଫ୍-ଉଦ୍-ଦୌଲାଃ (୧୭୭୫ -୧୭୯୭)[୮]
ନବାବ୍ ସାଦତ୍ ଖାନ୍ II (b. bf. ୧୭୫୨ – d. c. 11 ଜୁଲାଇ ୧୮୧୪ )
ଫାଇଲ:Lucknow-birds-eye-1860.jpg
Lucknow towards Cawnpore circa 1860

୧୩୫୦ ଖ୍ରୀଷ୍ଟାଦ ପୁର୍ବରୁ ଲକ୍ଷ୍ନୌ ସହର ଅବଧ କ୍ଷେତ୍ରରେ ଯାଉ ଥିଲା ଯାହାକି ଦିଲ୍ଲୀ ସୁଲତାନ୍ ମାନଂକଦ୍ୱାରା ପରିଚାଳିତ ହେଉଥିଲା |

ପ୍ରାୟ ୮୪ ବର୍ଷ (୧୩୯୪ଠାରୁ ୧୪୭୮ ) ଧରି ଅବଧ କ୍ଷେତ୍ର ଜଉନପୁର୍ର ସୁଲତାନକଂର୍ ଅଧିନରେ ରହିଥିଲା | ପ୍ରାୟ ୧୫୫୫ରେ ସମ୍ରାଟ୍ ହୁମାୟନୁ ଏହାକୁ ମୋଗଲ୍ ସାମ୍ରାଜ୍ୟ ସହିତ ମିସାଇ ଦେଇଥିଲେ, ସମ୍ରାଟ୍ ଯାହାନଗିଂର୍ (୧୫୬୯ରୁ ୧୬୨୭) ଓ ତାପରେ ସେ ଏହାକୁ ଶେଖ୍ ଅବଦୁଲ୍ ରହିମ୍ ନାମକ ବ୍ୟକ୍ତିକୁଂ ପରିଚାଳନା ଦାୟିତ୍ୱ ହସ୍ତାନ୍ତର କରି ଥିଲେ ଯେ କି ପରେ ଏହାକୁ ଶୈଖୀଯାଦସ୍ ନାମକ ବ୍ୟକ୍ତିକଂ ଅଧିନକୁ ଆସି ଯାଇଥିଲା [୯]

ନବାବୋଂକି ସହର୍ ଲକ୍ଷ୍ନୌ, ଲକ୍ଷ୍ନୌ ସହର ଉତ୍ତର ଭାରତର କଳା ଓ ସଂସ୍କୃତିରେ ସମୃଦ୍ଧ, ଏହା ବହୁତ ସୃତିଚିଂହ, କିର୍ତୀରାଜୀରେ ପରିପୁର୍ଣ ଯେ ପରି ବଡ଼ ଇମାମ୍ ବାଡା Bara Imambara, ଚୋଟ ଇମାମ୍ ବାଡା Chota Imambara ଏବଂ ରୁମୀ ଦରବାଜା Rumi Darwaza ଇତ୍ୟାଦି. ହିନ୍ଦୁ ଓ ମୁସଲିମ୍ ମଧ୍ୟରେ ଏକତା, କଳା ଓ ସାହିତ୍ୟ ପାଇଁ ଏହା ମଧ ବେଶ ଜଣା ଶୁଣା, ଯାହା ଗଂଗା- ଜମୁନା ତେହଜିବ୍ Ganga-Jamuni tehzeeb ଭାବେ ବେଶ୍ ପରିଚିତ[୧୦]

ପର୍ଯ୍ୟଟନ[ସମ୍ପାଦନା]

ଆଧାର[ସମ୍ପାଦନା]

  1. http://cgwblucknow.up.nic.in/hydro/dist37.pdf
  2. "Cities having population 1 lakh and above" (PDF). Census of India. The Registrar General & Census Commissioner, India. Retrieved 1 December 2011.
  3. "INDIA STATS: Million plus cities in India as per Census 2011". Press Information Bureau, Government of India. 31 October 2011. Retrieved 1 December 2011.
  4. "Assessment Of Environmental Status Of Lucknow City" (PDF). Retrieved 26 March 2010.[dead link]
  5. Lakhnau. "unlocode.hmap.info". unlocode.hmap.info. Retrieved 26 March 2010.
  6. "RANKING OF DISTRICTS BY POPULATION SIZE IN 1991 AND 2001". Upgov.nic.in. Retrieved 26 March 2010.[dead link]
  7. "Lucknow City Profile" (PDF). Retrieved 26 March 2010.
  8. "history". Lucknow.nic.in. Archived from the original on 7 April 2008. Retrieved 26 March 2010.
  9. "Introduction to Lucknow". Lucknow. Retrieved 24 August 2014.
  10. Safvi, Rana (15 June 2014). "Understanding Ganga-Jamuni Tehzeeb: How diverse is the "Indian multiculturalism"". DNA India. Mumbai: DNA Webdesk. Retrieved 27 August 2014.

ଅଧିକ ତଥ୍ୟ[ସମ୍ପାଦନା]