ଭାଗଲ୍‌ପୁର

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/softredirect' not found. with short description]]

Bhagalpur
Metropolitan City
Ghantaghar,Bhagalpur
Ghantaghar,Bhagalpur
Nickname: 
Silk City
ଦେଶ India
ରାଜ୍ୟBihar
ଜିଲ୍ଲାBhagalpur
Urban AgglomerationBhagalpur
Municipal CorporationBhagalpur Municipal Corporation
Government
 • MayorDeepak Bhuwania (JD(U))
Area
 • ସମୁଦାୟ110 km2 (40 sq mi)
 • Rank2nd
Elevation52 m (171 ft)
Population
 (2011)[୨]
 • Total୪,୧୦,୨୧୦
 • Rank115th
DemonymBhagalpurites
ଭାଷା
 • ସରକାରୀAngika, Hindi
Time zoneUTC+5:30 (IST)
Postal Index Number
812001-81XXXX
STD Code0641
ଯାନବାହାନ ପଞ୍ଚୀକରଣBR 10 XXXX
Websitebhagalpur.bih.nic.in

ଭାଗଲ୍‌ପୁର ଏକ ଭାରତୀୟ ପୌର ପରିଷଦ (Municipal Corporation) ଅଟେ । ଏହା ବିହାରର ‌‌ଭଗଲ୍ପୁର୍ ଜିଲ୍ଲାରେ ଅବସ୍ଥିତ ।

ଭୌଗଳିକ ଅବସ୍ଥିତି[ସମ୍ପାଦନା]

ଭାଗଲ୍‌ପୁର ୨୫.୨୪୪୫ ଉତ୍ତର ଅକ୍ଷାଂଶ ଓ ୮୬.୯୭୧୮ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୫୦ ଫୁଟ ଉଚ୍ଚତାରେ ରହିଛି ।[୩]

ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଭାଗଲ୍‌ପୁର ସହରର ମୋଟ ଜନସଂଖ୍ୟା ୩୪୦୩୪୯ ଅଟେ ।[୪] ସେଥି ମଧ୍ୟରୁ ୫୩.୬୮% ଜଣ ପରୁଷ ହୋଇଥିବା ବେଳେ ୪୬.୩୨% ଜଣ ନାରୀ ଅଟନ୍ତି । ଭାଗଲ୍‌ପୁରର ସାକ୍ଷରତା ହାର ୬୪.୩୪% ଅଟେ । ଏହା ଜାତୀୟ ହାରଠାରୁ ୦.୫୦% ପ୍ରତିଶତ କମ ଅଟେ । ସେଥିରୁ ୩୭.୪୩% ପ୍ରତିଶତ ପୁରୁଷ ଓ ୨୬.୯୧% ନାରୀ ଅଟନ୍ତି । ୧୪.୨୪% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୪]

ଭାଷା[ସମ୍ପାଦନା]

ହିନ୍ଦୀ ଭାଗଲ୍‌ପୁରର ସରକାରୀ ଭାଷା ଅଟେ ।

ପାଣିପାଗ[ସମ୍ପାଦନା]

Bhagalpur
Climate chart (explanation)
JFMAMJJASOND
 
 
14
 
25
12
 
 
14
 
28
15
 
 
11
 
34
20
 
 
21
 
38
24
 
 
69
 
38
25
 
 
36
 
36
27
 
 
315
 
33
26
 
 
272
 
33
26
 
 
221
 
33
26
 
 
90
 
33
24
 
 
6.8
 
30
18
 
 
9.5
 
26
13
Average max. and min. temperatures in °C
Precipitation totals in mm
Source: [୫]

ପ୍ରାୟତଃ ଭାରତୀୟ ସହର ଗୁଡ଼ିକ ଗ୍ରୀଷ୍ମ ମଣ୍ଡଳୀୟ ହୋଇଥାନ୍ତି । ଭାଗଲ୍‌ପୁରରେ ବାର୍ଷିକ ସର୍ବାଧିକ ହାରାହାରି ତାପମାତ୍ରା ୩୨.୩ ଡିଗ୍ରୀ ସେଣ୍ଟିଗ୍ରେଡ ଅନୁଭୂତ ହେଉଥିବା ବେଳେ ସର୍ବନିମ୍ନ ହାରାହାରି ତାପମାତ୍ରା ୨୧.୩ ଡିଗ୍ରୀ ସେଣ୍ଟିଗ୍ରେଡ ଅଟେ । ଏଠାରେ ବାର୍ଷିକ ହାରାହାରି ବୃଷ୍ଟିପାତ ୧୨୫୫.୨ mm/inches ହୋଇଥାଏ ।

Climate data for Bhagalpur, ଭାରତ (୧୯୭୧–୨୦୦୦)
Month Jan Feb Mar Apr May Jun Jul Aug Sep Oct Nov Dec Year
ହାରାହାରି ସର୍ବାଧିକ °C (°F) 24.6
(76.3)
27.7
(81.9)
33.8
(92.8)
37.8
(100)
37.6
(99.7)
36.2
(97.2)
33.3
(91.9)
33.2
(91.8)
33.2
(91.8)
32.8
(91)
30.4
(86.7)
26.1
(79)
32.3
(90.1)
ହାରାହାରି ସର୍ବନିମ୍ନ °C (°F) 12.2
(54)
14.5
(58.1)
19.6
(67.3)
23.7
(74.7)
24.9
(76.8)
26.6
(79.9)
26.4
(79.5)
26.4
(79.5)
26.0
(78.8)
23.5
(74.3)
18.4
(65.1)
13.4
(56.1)
21.3
(70.3)
Average rainfall mm (inches) 13.7
(0.539)
13.5
(0.531)
10.9
(0.429)
20.8
(0.819)
68.7
(2.705)
211.9
(8.343)
315.4
(12.417)
272.1
(10.713)
221.3
(8.713)
90.4
(3.559)
6.8
(0.268)
9.5
(0.374)
୧,୨୫୫.୨
(୪୯.୪୧୭)
ହାରାହାରି ମେଘାତ୍ସନ ଦିବସ 1.0 1.5 1.1 1.8 4.8 9.5 14.5 12.4 10.1 3.7 0.7 0.8 61.8
ହାରାହାରି ବିଜୁଳି ଘଡ଼ଘଡ଼ି ମାରୁଥିବା ଦିବସ 0.4 0.6 1.3 2.3 5.8 6.7 8.6 8.7 7.5 3.0 0.2 0.1 45.0

ହାରାହାରି କୁହୁଡ଼ି ଘେରା ଦିବସ 2.3 0.3 0.1 0.1 0.0 0.1 0.0 0.0 0.0 0.2 0.4 0.5 4.1
Source: India Meteorological Department (temperatures and precipitation)[୬][୭]

ଆହୁରି ପଢନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Elevation of Bhagalpur". dateandtime.info/.
  2. "Urban Agglomerations/Cities having population 1 lakh and above" (PDF). Office of the Registrar General & Census Commissioner, India. Retrieved 12 May 2014.
  3. "Directory of Cities, Towns, and Regions in India". Retrieved 27 September 2015.
  4. ୪.୦ ୪.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.
  5. "World Weather Information Service -Bhagalpur". Worldweather.wmo.int. 5 October 2006. Retrieved 28 June 2015.
  6. "{{subst:PAGENAME}}- Climatological Information". India Meteorological Department. Retrieved 29 May 2014.
  7. India Meteorological Department. "Ever Recorded Maximum Temperature, Minimum Temperature and 24 Hours Heaviest Rainfall up to 2010" (PDF). India Meteorological Department, Pune. Retrieved 29 May 2014.

ବାହାର ଲିଙ୍କ[ସମ୍ପାଦନା]