ବାଜେ ବଇଁଶୀ ନାଚେ ଘୁଙ୍ଗୁର

ଉଇକିପିଡ଼ିଆ ରୁ
Jump to navigation Jump to search
ବାଜେ ବଇଁଶୀ ନାଚେ ଘୁଙ୍ଗୁର
ନିର୍ଦ୍ଦେଶକକେଳୁଚରଣ ମହାପାତ୍ର
ପ୍ରଯୋଜକସୂର୍ଯ୍ୟ ମିଶ୍ର
ଚିତ୍ରନାଟ୍ୟସୁବୋଧ ପଟ୍ଟନାୟକ[୧]
କଳାକାରଉତ୍ତମ ମହାନ୍ତି, ସଙ୍ଗିତା ଦାସ, ସ୍ନିଗ୍ଧା ମହାନ୍ତି
ସଙ୍ଗୀତଅକ୍ଷୟ ମିଶ୍ର
ମୁକ୍ତିଲାଭ ତାରିଖ
୧୯୮୨
ଦେଶ ଭାରତ
ଭାଷାଓଡ଼ିଆ

କେଳୁଚରଣ ମହାପାତ୍ରଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆଚଳଚ୍ଚିତ୍ର ବାଜେ ବଇଁଶୀ ନାଚେ ଘୁଙ୍ଗୁର [୨] ୧୯୮୨ ମସିହାରେ ମୁକ୍ତିଲାଭ କରିଥିଲା । ସୂର୍ଯ୍ୟ ମିଶ୍ର ଏହି ଚଳଚ୍ଚିତ୍ରର ପ୍ରଯୋଜନା କରିଥିଲେ ଓ ସୁବୋଧ ପଟ୍ଟନାୟକ ଚିତ୍ରନାଟ୍ୟ ରଚନା କରିଥିଲେ ।[୩]

ଅଭିନୟରେ[ସମ୍ପାଦନା]

ଓଡ଼ିଆଚଳଚ୍ଚିତ୍ର ‘ବାଜେ ବଇଁଶୀ ନାଚେ ଘୁଙ୍ଗୁର’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:

ଆଧାର[ସମ୍ପାଦନା]

  1. http://www.sambadkalika.com (PDF) http://www.sambadkalika.com/Papers/K4U42JN9QB9BZQW.pdf. Retrieved 27 September 2018. Missing or empty |title= (help); External link in |website= (help)
  2. ବାଜେ ବଇଁଶୀ ନାଚେ ଘୁଙ୍ଗୁର ଇଣ୍ଟରନେଟ ମୁଭି ଡାଟାବେସରେ
  3. "Eminent screenplay writer Subodh Patnaik passes away". www.newindianexpress.com. Retrieved 27 September 2018.
  4. Orissa reference: glimpses of Orissa. TechnoCAD Systems. 2001.